ସୁଧୁରୁଛି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା; ସୂଚନା ଦେଲେ ପୁଅ
ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ପୂର୍ବ ତୁଳନାରେ ଭଲ ଥିବା ରବିବାର ଦିନ କହିଛନ୍ତି ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ।
“ଗତକାଲି ମୁଁ ବାପାଙ୍କୁ ଦେଖା କରିବାକୁ ହସ୍ପିଟାଲ୍ ଯାଇଥିଲି । ଭଗବାନଙ୍କ କୃପା ଓ ଆପଣ ମାନଙ୍କ ଶୁଭେଚ୍ଛା ଫଳରେ…