ଥ୍ୟାଙ୍କ ୟୁ ମାହି
ରାଂଚି : ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଆସନ୍ତୁ ଜାଣିବା କାହିଁକି ସମସ୍ତ କ୍ରିକେଟ ଖେଳୁଥିବା ଦେଶ ଧୋନୀଙ୍କ ଦକ୍ଷତାକୁ ମାନନ୍ତି ।
ଧୋନୀଙ୍କ କ୍ୟାରିୟର
୧.ମହେନ୍ଦ୍ର ସିଂ ଧୋନୀ ୩୫୦ ଦିନିକିଆରେ…