Latest Odisha News

BREAKING NEWS

ଅଗଷ୍ଟ ୧୫’ ପୂର୍ବରୁ ଟଳିଲା ବଡ ଧରଣର ଆତଙ୍କବାଦୀ ହମ୍‌ଲା !

ଆସାମ: ପୁଣିଥରେ ନିଜ ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରିଥିଲେ ଆତଙ୍କବାଦୀ ସଙ୍ଗଠନ । ସ୍ୱାଧୀନତା ଦିବସ ପାଳନ ଅବସରରେ ହୋଇଥାନ୍ତା ବଡ ଧରଣର ଆତଙ୍କବାଦୀ ହମ୍‌ଲା । ହେଲେ ଭାରତୀୟ ପୋଲିସ୍‌କୁ ଚକ୍‌ମା ଦେବା ଏତେଟା ସହଜ ନଥିଲା । ଖସିଗଲେ ଆତଙ୍କବାଦୀ, ହେଲେ ଜବତ ହେଲା ବିପୁଳ ପରିମାଣର…

କରୋନା ମୁକ୍ତ ହେଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କରୋନାରୁ ମୁକ୍ତ ହେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସେ ନିଜେ ଏ ନେଇ ଟ୍ୱିଟ୍ କରି ଜଣାଇଛନ୍ତି କରି ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ‘ଆଜି ମୋର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ଏଥି ପାଇଁ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇବା ସହିତ ମୋର ଶୁଭେଚ୍ଛୁ ଯେଉଁମାନେ…

ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍. ପି ବାଳସୁବ୍ରମଣ୍ୟମ୍ ଗୁରୁତର

ଚେନ୍ନାଇ: ଲୋକପ୍ରିୟ କଣ୍ଠଶିଳ୍ପୀ ଏସ୍ ପି ବାଳସୁବ୍ରମଣ୍ୟମ୍ ଗୁରୁତର । ଗତ ୫ ତାରିଖରୁ ସେ କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ଏମଜିଏମ୍ ହେଲଥ୍ କେୟାରରେ ଚିକିତ୍ସିତ ହେଉଥିବା ବେଳେ ଏବେ ଗୁରୁତର ହୋଇପଡିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ବର୍ତ୍ତମାନ ତାଙ୍କୁ ଆଇସିୟୁରେ ଲାଇଫ ସପୋର୍ଟ…

ଛୋଟ ପରଦାକୁ ଫେରୁଛନ୍ତି କମେଡି ଷ୍ଟାର ସୁନୀଲ ଗ୍ରୋଭର !

ମୁମ୍ବାଇ: ପୁଣିଥରେ ଦର୍ଶକଙ୍କୁ ହସେଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ସୁନୀଲ ଗ୍ରୋଭର । ଗ୍ୟାଙ୍ଗ ଅଫ୍ ଫିଲ୍ମିସ୍ତାନ ଭଳି ବ୍ରାଣ୍ଡ ନ୍ୟୁ ସୋ' ଜରିଆରେ ସେ ଦର୍ଶକଙ୍କ ନିକଟକୁ ଆସୁଛନ୍ତି । ଷ୍ଟାର୍ ଭାରତରେ ପ୍ରସାରିତ ହେବାକୁ ଥିବା ଏହି କମେଡି ସୋ'ରେ ବହୁ ଜଣାଶୁଣା କମେଡି କଳାକାରଙ୍କୁ…

ରାଜସ୍ଥାନରେ ଆସ୍ଥା ଭୋଟ୍ ଜିଣିଲେ ଅଶୋକ ଗେହଲଟ୍‌

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭାରେ ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ ସରକାର ଶୁକ୍ରବାର ଦିନ ଆସ୍ଥା ଭୋଟରେ ବହୁମତ ହାସଲ କରିଛନ୍ତି । ରାଜସ୍ଥାନ ବିଧାନସଭାରେ ଆଜି ଆସ୍ଥା ଭୋଟ୍ ଆଗତ ହୋଇଥିଲା ବେଳେ ଗେହଲଟ୍ ସରକାର ବହୁମତ ହାସଲ କରିଥିଲେ । ବିରୋଧି ମାନଙ୍କର ଅନେକ ଚେଷ୍ଟା ପରେ ମଧ୍ୟ ବହୁମତ…

ପଖାଳ ମୋର ପସନ୍ଦ, ପିଠା ପ୍ରତି ରହିଛି ବିଶେଷ ରୁଚି: ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଖାଳ ଖାଇବାକୁ ଭଲ ପାଆନ୍ତି । ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହେବାକୁ ଯାଉଥିବା ‘ଆମ ଘର ଆମ ହାଣ୍ଡିଶାଳ’ କାର୍ଯ୍ୟକ୍ରମର ପ୍ରମୋଶନ ଅବସରରେ ଏହି କଥା କହିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ଏଥି ସହ ସେ କହିଛନ୍ତି, ‘ଓଡିଶା ଜଗନ୍ନାଥଙ୍କ ଦେଶ…

ଭୁବନେଶ୍ୱରରେ ୨୪ ଘଣ୍ଟାରେ ୨୪୭ ଆକ୍ରାନ୍ତ, ୧୦୩ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୪୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

ଭାରତୀୟ ସ୍କୁଲ, ହେଲେ ଛାତ୍ରଛାତ୍ରୀ କହୁଛନ୍ତି ଜାପାନିଜ ଭାଷା !

ମହାରାଷ୍ଟ୍ର: ଔରଙ୍ଗାବାଦର ଏକ ସ୍କୁଲ ପାଲଟିଛି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ଜିଲ୍ଲା ପରିଷଦ ଦ୍ୱାରା ପରିଚାଳିତ ଏକ ସ୍କୁଲରେ ଛାତ୍ରଛାତ୍ରୀ କହୁଛନ୍ତି ଜାପାନିଜ ଭାଷା । ହେଲେ କାହିଁକି ଓ କେମିତି ଆସନ୍ତୁ ଜାଣିବା । ରୋବୋଟିକ୍ସ ଓ ଜାପାନୀ କୌଶଳ ପ୍ରତି ଆକର୍ଷଣ ଏହି ପିଲାଙ୍କ ମନରେ…

କୋଭିଡ-୧୯ର ୭୩ଟି ପ୍ରକାର ଭାରିଏଣ୍ଟ ଚିହ୍ନଟ କଲେ ଭାରତୀୟ ଗବେଷକ

ଭୁବନେଶ୍ୱର: ପ୍ରଥମ ଥର ପାଇଁ କୋଭିଡ୍‌-୧୯ ସଂକ୍ରମଣର ୭୩ଟି ପ୍ରକାର ଭାରିଏଣ୍ଟ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଜେନୋମିକ୍ ଗବେଷକ। ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ ଆଣ୍ଡ ଇଂଟିଗ୍ରେଟିଭ ବାୟୋଲଜି (ଆଇଜିଆଇବି) ଏବଂ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି…

ପ୍ଲାଜମା ଦାନ କଲେ ୨ ପୋଲିସ ଅଧିକାରୀ

କଟକ: ରାଜ୍ୟରେ ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସା ଲାଗି ଅନେକାଂଶରେ ପ୍ଲାଜମା ଥେରାପି ସଫଳ ହେଉଛି । ଏଭଳି ସ୍ଥିତିରେ ଶୁକ୍ରବାର ଦିନ କଟକ ଏସସିବି ବଡ ମେଡିକାଲରେ ଆଉ ଦୁଇ ଜଣ ପୋଲିସ କର୍ମୀ ସେମାନଙ୍କ ପ୍ଲାଜମା ଦେଇଛନ୍ତି। ଏନେଇ ଓଡିଶା ପୋଲିସ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ପ୍ରଦାନ…