ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ‘ଓଡିଆ ଭାଷା’
ଭୁବନେଶ୍ୱର: ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ‘ଓଡିଆ ଭାଷା’କୁ ସ୍ଥାନ ମିଳିବା ନେଇ କମ୍ପାନୀ ପକ୍ଷରୁ ଏକବିବୃତ୍ତିରେ କୁହାଯାଇଛି ।
ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପ୍, ଅଫିସ୍, ଟ୍ରାନ୍ସଲେଟର ଫର୍ ବିଙ୍ଗ, ବ୍ୟବସାୟ ଓ ଡେଭଲପପରଙ୍କ ପାଇଁ ଆଜୁର୍ କଗ୍ନିଟିଭ୍ ସର୍ଭିସେସ୍ ଟ୍ରାନ୍ସଲେଟର…