Latest Odisha News

BREAKING NEWS

ଭୁବନେଶ୍ୱରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ୭ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍‌-୯ସ୍ଥିତ ପୋଷ୍ଟାଲ୍ କଲୋନୀ ନିକଟରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ସୋମବାର ଦିନ ଟ୍ୱିଟ୍ କରି ଜଣାଇଛନ୍ତି କମିଶନରେଟ୍ ପୋଲିସ । ପୋଲିସର ସୂଚନାନୁଯାୟୀ ଅଭିଯୁକ୍ତଙ୍କ ଦ୍ୱାରା ବ୍ୟବହୃତ ହୋଇଥିବା…

ମା, ମାଟି ଓ ମାତୃଭାଷାକୁନେଇ ସାହିତ୍ୟିକମାନେ ଲେଖନୀ ଚାଳନା କରନ୍ତୁ…

କୁଜଙ୍ଗ: ଭାରତର ଆତ୍ମା ଗ୍ରାମାଂଚଳରେ ରହିଛି । ଗ୍ରାମାଂଚଳର ସର୍ବାଙ୍ଗୀନ ଉନ୍ନତିରେ ଦେଶର ଉନ୍ନତି ହୋଇ ପାରିବ । ଏଣୁ ଆଜିର ଲେଖକମାନେ ମା, ମାଟି ଓ ମାତୃଭାଷାକୁ ନେଇ ଲେଖନୀ ଚାଳନା କରନ୍ତୁ ବୋଲି ଆଜି ଓଡ଼ିଶା ସାହିତ୍ୟ ଏକାଡ଼େମୀ ଆନୁକୂଲ୍ୟରେ ଆମ ଗାଁ ଆମ ସାହିତ୍ୟ ସାରସତ୍ୱ ସମାରୋହରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୭-୦୨-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ  ତା ୧୭ ରିଖ ସୋମବାର କୁମ୍ଭ ୫ ଦିନ ଫାଲଗୁନ  ମାସ କୃଷ୍ଣ ପକ୍ଷ ନବମୀ ତିଥି  ଜ୍ଯେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-: ମିଥୁନ  ରାଶିର ଘାତ ଚନ୍ଦ୍ର-: ସିଂହ କନ୍ୟା ଓ ମକର ରାଶି…

ଓଡ଼ିଶାର ଶିକ୍ଷା ଉଦ୍ୟୋଗୀ ଡଃ ବିଜୟ ସାହୁଙ୍କୁ ମିଳିଲା ‘ଇଟି ନାଓ ବିଜିନେସ ଲିଡ଼ର୍ ଅଫ ଦି ଇୟର’ ଆୱାର୍ଡ଼

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଶିକ୍ଷା ଉଦ୍ୟୋଗୀ ତଥା ‘ସାଇ ଇଣ୍ଟରନ୍ୟାସନାଲ’ ଗ୍ରୁପର ପ୍ରତିଷ୍ଠାତା ଡଃ ବିଜୟ କୁମାର ସାହୁଙ୍କୁ ରବିବାର ଦିନ ମୁମ୍ବାଇ ଇକୋନୋମିକ୍ସ ଟାଇମ୍ସର ‘ଇଟି ନାଓ ବିଜିନେସ ଲିଡ଼ର୍ ଅଫ ଦି ଇୟର’ ଆୱାର୍ଡ଼’ ପ୍ରଦାନ କରାଯାଇଛି । ଖ୍ୟାତନାମା ଧର୍ମଗୁରୁ ଗୌର ଗୋପାଳ ଦାସ…

ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ମାଗଣାରେ ଦେବ ୫ ଲକ୍ଷ ଟଙ୍କାର ଜମା ବୀମା, ବଜେଟରେ ବିତ୍ତମନ୍ତ୍ରୀ କରିଥିଲେ ଘୋଷଣା

 ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବ୍ୟାଙ୍କ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଜମା ବୀମା ପାଇଁ ସାଧାରଣ ଗ୍ରାହକଙ୍କ ଠାରୁ କୌଣସି ଚାର୍ଜ ନେବନାହିଁ | ଏହି ଭରସା ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ର ଚେୟାରମ୍ୟାନ ରଜନିଶ କୁମାର ଦେଇଛନ୍ତି | ଏହି ମାସ ଆରମ୍ଭ ରେ ଆଗତ ବଜେଟ ରେ ବିତ୍ତମନ୍ତ୍ରୀ ନିର୍ମଳା…

ଗୋବିନ୍ଦାଙ୍କ ୟୁଟ୍ୟୁବ୍ ଚ୍ୟାନେଲର ଶୁଭାରମ୍ଭ

ମୁମ୍ବଇ: ବଲିଉଡ଼ର ଲୋକପ୍ରିୟ କଳାକାର ଗୋବିନ୍ଦା ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ୍ କରିଛନ୍ତି। ତାଙ୍କ ଚ୍ୟାନେଲର ନାଁ ରହିଛି  ଗୋବିନ୍ଦା ନଂ-୧। ବର୍ତ୍ତମାନ ତାଙ୍କ ହାତରେ କୌଣସି ଚଳଚ୍ଚିତ୍ର ନ ଥିବାରୁ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହୋଇ ରହିବାକୁ ସେ ଆଗେଇ ଆସିଛନ୍ତି। ଏହି ଚ୍ୟାନେଲ…

ରଣଜୀ ଟ୍ରଫି: ଏବେ ଖେଳାଳିଙ୍କୁ ମିଳିବ ପୁରସ୍କାର ରାଶି

କଟକ: ରାଜ୍ୟ ରଣଜୀ ଟିମକୁ ଅର୍ଥରାଶି ପ୍ରଦାନ କରିବା ପାଇଁ ରବିବାର ଦିନ ଘୋଷଣା କରିଛି ଓଡିଶା କ୍ରିକେଟ ଆସୋସିଏସନ୍ (ଓସିଏ) । ଏସମ୍ପର୍କରେ ଓସିଏ ସଚିବ ସଞ୍ଜୟ ବେହେରା କହିଛନ୍ତି, “ଯଦି ଟିମ୍ କୌଣସି ଟୁର୍ଣ୍ଣାମେଣ୍ଟ ର ଫାଇନାଲ୍ କିମ୍ବା ସେମିଫାଇନାଲକୁ କ୍ୱାଲିଫାଏ କଲେ, ତାହେଲେ ଟିମର…

ଘୁଞ୍ଚିଲା ବିଜୁ ପକ୍କାଘର ଲାଗି ଆବେଦନର ତାରିଖ

ଭୁବନେଶ୍ୱର: ବାସହୀନଙ୍କ ଲାଗି ଓଡ଼ିଶା ସରକାର ବିଜୁ ପକ୍କାଘର ଯୋଜନା ସାମିଲ କରିଛନ୍ତି । ଏହି ଯୋଜନାରେ ଅନ୍ତର୍ଭୃକ୍ତ ହୋଇଥିବା ହିତାଧିକାରୀମାନେ ପକ୍କାଘର ପାଇପାରିବେ । ପୂର୍ବରୁ ଏହା ୧୬ତାରିଖ ଭାବେ ଧାର୍ଯ୍ୟ ହୋଇଥିଲା । ତେବେ ଆବେଦନ ଲାଗି ତାରିଖ ବୃଦ୍ଧି ପାଇଥିବାରୁ ଯେଉଁ…

ଦେଶଭକ୍ତି ଫିଲ୍ମରେ ନଜର ଆସିବେ ଶାହୀଦ

ମୁମ୍ବାଇ: ଶାହୀଦ କାପୁର ଖୁବ୍ ଶୀଘ୍ର ଏକ ଦେଶଭକ୍ତି ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଜର୍ସି ଫିଲ୍ମ ପରେ ସେ ଏଥିରେ ମନୋନିବେଶ କରିବେ । ରିପୋର୍ଟ ମୁତାବକ ଅପେରେଶନ କାକଟସ ଉପରେ ଏହି ଫିଲ୍ମ ଆଧାରିତ ହେବ । ୧୯୮୮ରେ ମାଲଡିଭ୍‌ସ ଦ୍ୱୀପରେ ଭାରତ ଏହି ଅପରେଶନ କରିଥିଲା । ଶାହୀଦ…

ମାର୍ଚ୍ଚ ୧୭ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଏକକ ପରୀକ୍ଷା ଆରମ୍ଭ: ମିଳିବ ରିପୋର୍ଟକାର୍ଡ଼

ଭୁବନେଶ୍ୱର: ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଲାଗି ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ମାର୍ଚ୍ଚ ୧୭ରୁ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକକ ପରୀକ୍ଷା ଆସନ୍ତା ଆରମ୍ଭ ହେବ । ଏହି ପରୀକ୍ଷା ଗୁଡ଼ିକ ବୋଲି ସୂଚନା ମିଳିଛି । ପରୀକ୍ଷା…