Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ    ତା୧୪-୮-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୧୪ ରିଖ ଶୁକ୍ରବାର କର୍କଟ ୩୦ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥି ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର- ବିଛା ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର- ବିଛା ରାଶି ପୁରୁଷଙ୍କର…

ସର୍ବାଧିକ କୋଭିଡ ନମୁନା ପରୀକ୍ଷଣରେ ଦେଶର ପଞ୍ଚମ ସ୍ଥାନରେ ଓଡିଶା

ଭୁବନେଶ୍ୱର: ମିଶନ ୫୦ହଜାର କୋଭିଡ ଟେଷ୍ଟ ଦିଗରେ ଆଗକୁ ବଢୁଛି ଓଡିଶା । ସର୍ବାଧିକ କୋଭିଡ ନମୁନା ପରୀକ୍ଷଣରେ ଦେଶର ପ୍ରଥମ ପାଞ୍ଚଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି ଓଡିଶା । ଦୈନିକ ଓଡିଶାରେ ପ୍ରତି ୧୦ ଲକ୍ଷ ଲୋକରେ ୮୬୭ ଜଣଙ୍କ ଟେଷ୍ଟ କରାଯାଉଛି । ଏହି ଧାରାରେ ଆନ୍ଧ୍ର ପ୍ରଦେଶରେ…

ଛାତ ଉପରେ ବଗିଚା (୨)

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଉପଯୁକ୍ତ ଫସଲ ଚୟନ- ଯଦିଓ ରୁଫଟପ୍ ଗାର୍ଡ଼େନିଙ୍ଗ ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେଇଥାଏ ପରନ୍ତୁ ଫସଲ ଚୟନ ଏକ ପ୍ରମୁଖ ତଥା ଦରକାରୀ ସୋପାନ । ତେବେ କେଉଁ ସମୟରେ କେଉଁ ଫସଲ ଚାଷ କଲେ ଆମର ଉତ୍ପାଦନର ହାର ବୃଦ୍ଧି…

କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନ ବେଳେ ରହିବ ଏସବୁ କଟକଣା

କଟକ: ଚଳିତବର୍ଷ କରୋନା କଟକଣା ମଧ୍ୟରେ ସ୍ୱାଧୀନତା ଦିବସକୁ ନିରାଡମ୍ବର ଭାବେ ପାଳନ କରାଯାଉଛି । କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ପତାକା ଉତ୍ତୋଳନ ପାଇଁ କିଛି କଟଣା ଜାରି ହୋଇଛି । ପତାକା ଉତ୍ତୋଳନ ବେଳେ ସାଧାରଣ ଲୋକଙ୍କୁ ଷ୍ଟାଡିୟମ ଭିତରକୁ ଯିବାରେ ବାରଣ କରାଯାଇଛି ।…

ଓଡିଆ ଭାଷାରେ ରିଲିଜ ହେବ ‘ଥ୍ରୀଲର’

ଭୁବନେଶ୍ୱର: ଆସନ୍ତାକାଲି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ରାମ ଗୋପାଳ ବର୍ମାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଥ୍ରୀଲର’ । ଏହାର ମୁଖ୍ୟ ଭୂମିକାରେ ଅଛନ୍ତି ଓଡିଆ ଝିଅ ଅପସରା ରାଣୀ ଓ ଓଡିଆ ପୁଅ ରକ୍ କଚ୍ଚି । ଫିଲ୍ମଟି ଏକ ସମୟରେ ୯ଟି ଭାଷାରେ ରିଲିଜ ହେବ । ଏ ମଧ୍ୟରେ ରହିଛି ଓଡିଆ ଭାଷା ।…

ଭାରତରେ ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ ଦୂର କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଡବ୍ଲୁ-ଜିଡିପି ଏବଂ ୟୁଏସ୍‌ଏଡ୍…

ମୁମ୍ବାଇ / ଭୁବନେଶ୍ୱର: ଓମନେସ୍ ଗ୍ଲୋବାଲ୍ ଡେଭେଲପ୍‌ମେଂଟ୍ ଆଣ୍ଡ୍ ପ୍ରସ୍ପରିଟି (ଡବ୍ଲୁ-ଜିଡିପି) ଅଭିଯାନ ଅଧୀନରେ ଭାରତରେ ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ (ବୈଷମ୍ୟ)କୁ ଦୂର କରିବା ଲାଗି ୟୁଏସ୍ ଏଜେନ୍ସି ଫର ଇଟଂରନ୍ୟାସନାଲ୍ ଡେଭେଲପ୍‌ମେଂଟ୍ (ୟୁଏସ୍‌ଏଡ୍‌) ଓ ରିଲାଏନ୍ସ ଫାଉଣ୍ଡେସନ ମଧ୍ୟରେ…

[ଭାଇରାଲ୍ ଭିଡିଓ] ଫଇସଲା କରିବାକୁ ଯାଇ ଫସିଲେ ଓକିଲ !

ରାଜସ୍ଥାନ: ସୋସିଆଲ୍ ମିଡିଆରେ ଭାଇରାଲ୍ ଜଣେ ବରିଷ୍ଠ ଓକିଲଙ୍କ ଭିଡିଓ । ଚାଲିଥିଲା ଭର୍ଚୁଆଲ୍ ଶୁଣାଣୀ । ହେଲେ ଶୁଣାଣୀ ମଝିରେ ବରିଷ୍ଠ ଓକିଲଙ୍କ କାରନାମା ଏବେ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଭାଇରାଲ୍ ହୋଇଛି । ପୁରୁଣା ନୁହେଁ, ଆଜିର ତାଜା ଖବର ! ୬ ଜଣ ବିଏସ୍‌ପି ବିଧାୟକ…

ଚଳିତ ଥର ତାଳଚେରରେ ହେବନି ଗଣେଶ ପୂଜା

ତାଳଚେର: ଚଳିତ ବର୍ଷ କୋଭିତ ମହାମାରୀର ଭୟାବହତକୁ ଦୃଷ୍ଟିରେ ରଖି ତାଳଚେରରେ ଗଣେଶ ପୂଜା ଅନୁଷ୍ଠିତ ହେବ ନାହିଁ। କୌଣସି ସର୍ବସାଧାରଣ ସ୍ଥାନ , ମଣ୍ଡପ ଏବଂ ସରକାରୀ କିମ୍ବା ବେସରକାରୀ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ ବୋଲି ଆଜି(ଗୁରୁବାର) ଅନୁଷ୍ଠିତ ପ୍ରଶାସନିକ ବୈଠକରେ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ତାଜା ସର୍ଭେରେ ଟ୍ରମ୍ପ ପଛରେ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନଭେମ୍ବରରେ ଅନୁଷ୍ଠିତ ହେବ । ଏ ନେଇ କରାଯାଇଥିବା ସର୍ଭେରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା କମୁଥିବା ଜଣା ପଡିଛି । ରିପୋର୍ଟ ମୁତାବକ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥର ଜୋ ବାଇଡେନ ଏହି ଦୌଡରେ ବର୍ତମାନ ସୁଦ୍ଧା ଆଗରେ ରହିଛନ୍ତି…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୪୨୨ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୪୨୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୧୪୨୨ ଜଣଙ୍କ ମଧ୍ୟରୁ ୨୫୫ ଜଣ ଗଞ୍ଜାମରୁ, ୨୨୮ ଜଣ ଖୋର୍ଦ୍ଧା, ୧୩୯ ଜଣ ଗଜପତିରୁ, ୧୦୦ ଜଣ…