ଇସ୍ରାଏଲ-ୟୁଏଇ ମଧ୍ୟରେ ଐତିହାସିକ ଚୁକ୍ତି
ତେଲ ଅବିବ: ଇସ୍ରାଏଲ ଶୁକ୍ରବାର ୟୁଏଇ ସହ ଐତିହାସିକ ଚୁକ୍ତି କରିଛି । ୭୨ ବର୍ଷ ପରେ ଇସ୍ରାଏଲ କୌଣସି ଏକ ଆରବ ଦେଶ ସହ ଏ ଭଳି ଚୁକ୍ତି କରିଛି । ପୂର୍ବରୁ ଜୋର୍ଡାଦ ଓ ମିଶର ସହିତ ଚୁକ୍ତ୍ି କରିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତ୍ୟାନେହୁ…