୧୩ ଫୁଟ ଲମ୍ବା କଇଁଛର ଜୀବାଶ୍ମ ମିଳିଲା
କଲମ୍ବିଆ: ଦକ୍ଷିଣ ଆମେରିକାର କଲମ୍ବିଆରେ ଏକ ବୃୟତକାୟ କଇଁଛର ଜୀବାଶ୍ମ ମିଳିଛି । ଏହା ଏକ କାରର ଲମ୍ବା ଓ ଓସାର ସଦୃଶ । ବୈଜ୍ଞାନିକଙ୍କ ଅନୁସାରେ ଏହି ବିଶାଳକାୟ କଇଁଛର ଲମ୍ବ ୧୩ ଫୁଟ ଏବଂ ଓଜନ ୨.୫ ଟନ ହେବ । ଏହା ପ୍ରାୟ ୧.୩ କୋଟି ବର୍ଷ ପୂର୍ବେ ଆମେରିକାରେ ଦେଖାଯାଉଥିଲେ ।
ଏହି…