ସୁଶାନ୍ତ ରାଜପୁତ କେସ୍ : ବାପା ବିକଳ ହେଉଥିଲେ ପୁଅ ସହିତ କଥା ହେବା ପାଇଁ, ରିୟା ଓ ଶ୍ରୁତି କରାଇ ଦେଉ ନ ଥିଲେ
ମୁମ୍ବାଇ:ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସର ହସ୍ତଗତ ହୋଇଛି । ସୁଶାନ୍ତଙ୍କ ବାପା କେକେ ସିଂ କେତେଗୁଡିଏ ହ୍ୱାଟସଆପ ମେସଜ ରିୟା ଚକ୍ରବର୍ତି ଓ ଶ୍ରୁତି ମୋଦିଙ୍କ ନିକଟକୁ ପଠାଇଥିଲେ । ସେହି ମେସେଜରେ ସେ ପୁଅ ସହିତ କଥା…