Latest Odisha News

BREAKING NEWS

ଟ୍ରମ୍ପ-ବିଡେନ୍ ଫାଇନାଲ୍ ଡିବେଟ୍: ୪ଟି ପ୍ରସଙ୍ଗରେ ଟକ୍କର ଜୋରଦାର

ଓ୍ୱାଶିଂଟନ୍: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଫାଇନାଲ୍ ଡିବେଟରେ ମୁହାଁମୁହିଁ ହେଲେ ଡୋନାଲ୍ଟ ଟ୍ରମ୍ପ ଓ ଜୋ ବିଡେନ୍ । ଆରୋପ ପ୍ରତ୍ୟାରୋପ ଭିତରେ ଶେଷ ଡିବେଟ୍ ଜୋରଦାର ହୋଇଛି । ଆଜିର ଡିବେଟରେ ଉଠିଥିଲା କରୋନା ଭାଇରସ୍, କୋଭିଡ୍ ଟିକା, ଜାତିବାଦ ଓ ଜଳବାୟୁ ପରିବର୍ତ୍ତନ…

ଆଜିଠୁ ବିହାରରେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୋଦି

ପାଟନା: ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ପାଣିପାଗ ସରଗରମ । ହେଭିଓ୍ୱେଟ୍ କ୍ୟାମ୍ପେନ୍ ଚାଲିଛି । ଆଜିଠୁ ବିଜେପିର ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନାରେ ଥିବା ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେ ଭୋଟ୍ ମାଗିବେ ।…

ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ୱାଇ: ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ । ମୁମ୍ୱାଇର ନାଗପଡ଼ା ଅଞ୍ଚଳରେ ଥିବା ମଲରେ ଲାଗିଥିଲା ନିଆଁ । ଗତକାଲି ରାତିରୁ ହଠାତ୍ ମୁମ୍ୱାଇର ସିଟି ସେଣ୍ଟ୍ରାଲ ମଲରେ ଅଗ୍ନିକାଣ୍ଡ ହୋଇଥିଲା । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ଟିମ୍ । ଆଜି ସକାଳ ନିଆଁ ଆୟତ୍ତ କରାଯାଇଛି…

ରିଲାଏନ୍ସ ଜିଓ ପ୍ରଚଳନ କଲା ସ୍ୱଦେଶୀ ୱେବ୍ ବ୍ରାଉଜର ‘ଜିଓପେଜେସ୍‌’

ଭୁବନେଶ୍ୱର / ମୁମ୍ବାଇ: ଟେଲିକମ୍ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ରିଲାଏନ୍ସ ଜିଓ ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ୱେବ୍ ବ୍ରାଉଜର ପ୍ରଚଳନ କରିଛି । ଏହି ନୂଆ ୱେବ ବ୍ରାଉଜର୍‌କୁ ‘ଜିଓପେଜେସ୍‌’ ନାମରେ କମ୍ପାନୀ ଶୁଭାରମ୍ଭ କରିଛି । ଜିଓପେଜେସ୍ ୱେବ୍ ବ୍ରାଉଜର କ୍ଷିପ୍ର ହେବା ସହିତ…

ପାଣିପାଗ ବିଭାଗର ସତର୍କ ସୂଚନା; ଏହି ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ନେଇଛି ଗଭୀର ଅବପାତ ରୂପ ‌ନେଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏହା ଉତ୍ତର-ଉତ୍ତର ଦିଗକୁ ଗତି କରି ଆଜି ଅପରାହ୍ନରେ ଗଭୀର ଅବପାତ ରୂପ ନେବ। ଏହା ପଶ୍ଚିମବଙ୍ଗର ସାଗରଦୀପ ଏବଂ ବାଂଲାଦେଶର ଖେପୁପଡ଼ା…

କୋଭିଡ କଟକଣା ମଧ୍ୟରେ ଚାଲିଛି ମାଆଙ୍କ ପୂଜା

ଯାଜପୁର: ଦେବୀ ମଣ୍ଡପରେ ଆଜି ମହା ସପ୍ତମୀ ଆସନ୍ତାକାଲି ଅଷ୍ଟମୀ। ଆଉ ଗୋଟିଏ ଦିନ ପରେ ମଣ୍ଡପରେ ଶୋଭା ପାଇବ ମାଆଙ୍କ ମୃଣ୍ମୟୀ ପ୍ରତିମା । ଏଥିପାଇଁ ଚଳଚଞ୍ଚଳ ଯାଜପୁର ଜିଲ୍ଲାର ବ୍ୟାସନଗର ସହର। କୋଭିଡ ନିୟମ କଡାକଡି ପାଳନ ସହ ମାଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।…

ନବରାତ୍ରର ସପ୍ତମଦିନ; ମା’ଙ୍କୁ କାଳରାତ୍ରୀ ସ୍ବରୂପରେ ଆବାହନ କରୁଛନ୍ତି ଭକ୍ତ

ଭୁବନେଶ୍ୱର: ନବରାତ୍ରୀ ଏକ ହିନ୍ଦୁ ପର୍ବ ଓ ଏହା ନଅ ରାତି (ଏବଂ ଦଶ ଦିନ) ଧରି ପ୍ରତିବର୍ଷ ଶରତ ଋତୁରେ ପାଳନ କରାଯାଇଥାଏ । ଏହା ବିଭିନ୍ନ କାରଣରୁ ଏବଂ ଭାରତୀୟ ସାଂସ୍କୃତିକ କ୍ଷେତ୍ରର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ଭାବଏ ପାଳନ କରାଯାଇଥାଏ ।ତାତ୍ତ୍ୱିକ ଭାବେ ଚାରୋଟି ଋତୁକାଳୀନ ନବରାତ୍ରୀ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୨୩-୧୦-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ  ଆଜି ୨୦୨୦ମସିହା ଅକ୍ଟୋବର ତା ୨୩ ରିଖ ଶୁକ୍ରବାର ତୁଳା ୭ ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି ଉତ୍ତରା ଷାଢା ନକ୍ଷତ୍ର ମକର ଚନ୍ଦ୍ର  ଘାତ ବାର :-ବିଛା ଧନୁ ଓ ମୀନ ରାଶିର   ଘାତ ଚନ୍ଦ୍ର:-ସିଂହ ରାଶି…

ଅନ୍‌ଲାଇନ୍ ଜୁଆ ଭସାଇନେଲା ସୁନାର ସଂସାର !

ତାମିଲନାଡୁ: ମୋବାଇଲ ଦୋକାନକୁ ନେଇ ଖୁସୀଖୁସୀ ଚାଲୁଥିଲା ସଂସାର ଗାଡି । ବ୍ୟବସାୟ ସହ ମାନସିକ ସ୍ଥିତି ବି ଭଲ ଥିଲା । ହେଲେ ହଠାତ୍ ବନ୍ଧୁ ଓ ଅନଲାଇନ୍ ଜୁଆ ରୂପରେ ଜୀବନରେ ମାଡିଆସିଥିଲା ଅନ୍ଧାରୁଆ ମେଘ । ଆଉ ତା ପରେ ଜୁଆରେ ଲିଭିଗଲା ଜୀବନ ଦୀପ । ରବିବାର ପୁଡୁଚେରୀର ବିଜୟକୁମାର ନାମକ…

ନିଜ ଜିଲ୍ଲାରେ ପିଆଜ ଦର ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପିଆଜ ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଦର ଏବଂ ବ୍ୟବସାୟୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ରାଜ୍ୟ ସରକାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ଭି.ଭି ଯାଦବ ଏକ ଚିଠି ମାଧ୍ୟମରେ କହିଛନ୍ତି ଯେ, ପିଆଜ କିଣା ଯାଉଥିବା…