Latest Odisha News

BREAKING NEWS

ମଣ୍ଡିରେ ଟୋକନ ଅବ୍ୟବସ୍ଥା; ରାସ୍ତାରେ ଧାନବସ୍ତା ରଖି ମାଲକାନଗିରି ଚାଷୀଙ୍କ ପ୍ରତିବାଦ

ମାଲକାନଗିରି: ଧାନ ଅମଳ କରିସାରିବା ପରେ ରାଜ୍ୟର ଚାଷୀ ହନ୍ତସନ୍ତ ହେଉଛନ୍ତି । ଚାଷୀଙ୍କ ଚିନ୍ତା ବଢ଼ାଉଛି ଟୋକନ ବ୍ୟବସ୍ଥା । ମଣ୍ଡିରେ ପଡି ରହୁଛି ଶହ ଶହ ଧାନ ବସ୍ତା । ସରକାରଙ୍କୁ ଜଣାଇବା ପାଇଁ ଚାଷୀ ବିଭିନ୍ନ ମାଧ୍ୟମରେ ପ୍ରତିବାଦ ଜଣାଉଛନ୍ତି । ଆଜି ମାଲକାନଗିରି ଜିଲ୍ଲା କୋରକୋଣ୍ଡାରେ…

ଶ୍ରୀନଗରରେ ଗ୍ରେନେଡ଼ ବିସ୍ଫୋରଣ: ଜଣେ ଯବାନ ଗୁରୁତର ଆହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଲାଲ ବଜାର ପୋଲିସ ଷ୍ଟେସନ ଅଞ୍ଚଳରେ ଗୁରୁବାର ଦିନ ଗ୍ରେନେଡ଼୍ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହା ପୂର୍ବରୁ ଗତ ବୁଧବାର ଲାୱେପୋରାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ…

କୋହଲିଙ୍କ ବ୍ରାଣ୍ଡ ଭାଲ୍ୟୁ ୧୬୯୧ କୋଟିରେ ପହଂଚିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବ୍ରାଣ୍ଡ ଭାଲ୍ୟୁ ୧୬୯୧ କୋଟିରେ ପହଂଚିଛି । ଏଥିସହ କୋହଲି ଲଗାତାର ତୃତୀୟ ବର୍ଷ ପାଇଁ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଗତ ବର୍ଷ ତୁଳନାରେ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ୩୯ ପ୍ରତିଶତ ବୃଦ୍ଧି ପାଇଛି । ମହେନ୍ଦ୍ର ସିଂ ଧୋନୀ,…

ଅବତରଣ ବେଳେ ରନୱେରୁ ଖସି ୩ଖଣ୍ଡ ହେଲା ଇସ୍ତାନବୁଲ ବିମାନ; ୩ ମୃତ

ଇସ୍ତାନବୁଲ: ଇସ୍ତାନବୁଲ ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ।।ଗ ଖରାପ ଥିବା ଯୋଗୁଁ ଅବତରଣ କଲାବେଳେ ରନୱେରେ ଖସିଯାଇଥିଲା । ଏହାପରେ ବିମାନରେ ନିଆଁ ଲାଗି ତିନି ଖଣ୍ଡ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭୯ ଜଣ ଆହତ ହୋଇଛନ୍ତି । ତୁର୍କୀର…

ମହାଶିବରାତ୍ରି: ଲିଙ୍ଗରାଜ ମନ୍ଦିରରେ କେତେବେଳେ ଉଠିବ ମହାଦୀପ ଜାଣନ୍ତୁ…

ଭୁବନେଶ୍ୱର: ଚଳିତ ବର୍ଷ ଫେବୃଆରୀ ୨୧ ତାରିଖରେ ପଡୁଛି ମହାଶିବରାତ୍ରି। ଏହି ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ ଟାରେ ମହାଦୀପ ଉଠିବ ବୋଲି ନିର୍ଘଣ୍ଟ ସ୍ଥିର ହୋଇଛି । ବୁଧବାର ଦିନ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ଓ ଖୋର୍ଦ୍ଧା କଲେକ୍ଟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ପତ୍ନୀଙ୍କ ଶର୍ଟ ବଟନ ଲଗାଉଥିବା ଧୋନୀଙ୍କ ଫଟୋ ଏବେ ଚର୍ଚ୍ଚାରେ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସ୍ନେହ ଏବେ ପୁନର୍ବାର ଚର୍ଚ୍ଚାର କାରଣ ପାଲଟିଛି । ବନ୍ଧୁ ଓ ପରିବାରବର୍ଗଙ୍କ ସହ ଧୋନୀ ଏବେ ଛୁଟି କାଟୁଛନ୍ତି । କାହ୍ନା ନ୍ୟାଶନାଲ ପାର୍କରେ ସେମାନେ ବୁଲୁଥିବା ବେଳେ ଧୋନୀ ପତ୍ନୀ ସାକ୍ଷୀଙ୍କ…

ନିଶାସକ୍ତ ଗାଡ଼ି ଚାଳକଙ୍କୁ କାବୁ କଲେ ପୋଲିସ କମିଶନର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ବ୍ୟସ୍ତବହୁଳ ରାସ୍ତାରେ ବୁଧବାର ସନ୍ଧ୍ୟାରେ ଜଣେ ନିଶାସକ୍ତ ଗାଡ଼ି ଚାଳକଙ୍କୁ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କାବୁ କରିଥିବା ନେଇ ଜଣାପଡିଛି। ସଂପୃକ୍ତ ନିଶାସକ୍ତ ଗାଡି ଚାଳକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ନିକଟସ୍ଥ ଅତାଲା ବାସିନ୍ଦା…

ଫ୍ୟାକ୍ଟରୀରେ ଗ୍ୟାସ୍ ଲିକ୍‌, ୭ ଶ୍ରମିକ ମୃତ

ୟୁପି: ଉତ୍ତରପ୍ରଦେଶର ସୀତାପୁର୍‌ର ଏକ ଫ୍ୟାକ୍ଟରୀରେ ଗ୍ୟାସ୍ ଲିକ୍ ଯୋଗୁଁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସୀତାପୁରର କୋତବାଲି ଅଚଂଳର ଜଲାଲପୁରରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ଓ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସୂଚନା ମୁତାବକ, ଆଜି…

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରକୁ ପ୍ରଥମ ଦାନ, ଜାଣନ୍ତୁ ମିଳିଲା କେତେ ଟଙ୍କା…

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଏକ ସ୍ୱତନ୍ତ୍ର ଟ୍ରଷ୍ଟ ଗଠନ କରିଛନ୍ତି କେନ୍ଦ୍ର ସରକାର । ରାମ ମନ୍ଦିର ନିର୍ମାଣ ନିମନ୍ତେ ଟ୍ରଷ୍ଟ ଗଠନ କଥା ବୁଧବାର ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ଏହି ଟ୍ରଷ୍ଟର ନାମ…

ମାଙ୍କଡ ଉପଦ୍ରବ ରୋକିବା ପାଇଁ ଭାଲୁ ବେଶରେ ନିୟୋଜିତ ହେଲେ ବିମାନବନ୍ଦର କର୍ମଚାରୀ

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନବନ୍ଦରରେ ମାଙ୍କଡ ଉପଦ୍ରବ ରୋକିବା ପାଇଁ କର୍ମଚାରୀମାନେ ନିଆରା ଉପାୟ ଆପଣାଇଛନ୍ତି । କେତେକ କର୍ମଚାରୀଙ୍କୁ ଭାଲୁ ବେଶରେ ବିମାନବନ୍ଦରରେ ଡ୍ୟୁଟି କରିବାକୁ କୁହାଯାଇଛି । ମାଙ୍କଡ ଭାଲୁକୁ ଭୟ କରୁଥିବାରୁ ଏହି ଉପାୟ କରାଯାଇଛି । ଯାତ୍ରୀମାନେ ଭୟ ନ କରିବା…