Latest Odisha News

BREAKING NEWS

ସମାଲୋଚନା ପରେ ନିଜ ଟ୍ବିଟକୁ ନେଇ ସଫେଇ ଦେଲେ ବୈଜୟନ୍ତ

ଭୁବନେଶ୍ୱର: ଓଡ଼ିଶାକୁ ‘ପାକିସ୍ତାନ’ ସହ ତୁଳନା କରିଥିବା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କୁ କଡା ସମାଲୋଚନା ପରେ ସେ ନିଜ ଟ୍ବିଟକୁ ନେଇ ସଫେଇ ଦେଇଛନ୍ତି। ଏନେଇ ସେ ଏକ ଟ୍ବିଟ କରିଛନ୍ତି।…

ରିପବ୍ଲିକ୍ ନେଟୱର୍କର କାର୍ଯ୍ୟକଳାପରେ ବାର୍କ ନିରାଶ

ନୂଆଦିଲ୍ଲୀ: ଟିଆରପି ଘୋଟାଲାରେ ରିପବ୍ଲିକ୍ ଟିଭିର ନାମ ସାମ୍ନାକୁ ଆସିବା ପରେ ରିପବ୍ଲିକ୍ ଟିଭି ପକ୍ଷରୁ ଅନେକ ଦାବି କରାଯାଉଛି । ଏଭଳି ସମୟରେ କିଛି ବ୍ୟକ୍ତିଗତ ତଥା ଗୋପନୀୟ ତଥ୍ୟକୁ ପରିପ୍ରକାଶ କରିଥିବାରୁ ବ୍ରୋଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ୍ (ବାର୍କ) ନିରାଶ ହୋଇଥିବା କହିଛି ।…

ଭଁସାଲୀଙ୍କ ବୈଜୁ ବାୱାରାରେ ଏକତ୍ର ହେବ ରଣବୀର, ଆଲିୟା, ଦୀପିକା !

ମୁମ୍ବାଇ: ବଲିଉଡର ସଫଳ ନିର୍ଦ୍ଦେଶକ ଭାବେ ପରିଗଣିତ ସଞ୍ଜୟ ଲୀଲା ଭଁସାଲି ଆଉ ଏକ ମେଗା ପ୍ରୋଜେକ୍ଟ ନେଇ ଆସୁଛନ୍ତି । ସେ ସୁପରହିଟ ଫିଲ୍ମ ବୈଜୁ ବାୱାରର ରିମେକ୍ କରିବେ । ତେବେ ଏ ନେଇ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ରିପୋର୍ଟ ମୁତାବକ ରଣବୀର କାପୁରଙ୍କ ସହ ସେ ଆଲିୟା ଭଟ୍ଟ ଓ ଦୀପିକା…

[ଭିଡିଓ] ଚୋରୀ କରିବା ପୂର୍ବରୁ ପ୍ରାର୍ଥନା କଲା ଧାର୍ମିକ ଚୋର !

ତାମିଲନାଡୁ: ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି । ଜଣେ ଚୋର ଚୋରୀ କରିବା ପୂର୍ବରୁ ମନ୍ଦିରରେ ପ୍ରାର୍ଥନା କରିଥିଲା । ଏହି କାରଣରୁ ଚୋରକୁ ମିଳିଛି ଧାର୍ମିକ ଚୋରର ଆଖ୍ୟା । ତେବେ କେଉଁଠି ଘଟିଛି ଏହି ଘଟଣା ? ଚେନ୍ନାଇର ଥିରୁୱନମେୟୁର ଅଂଚଳରୁ ପ୍ରଥମେ ଭାଇରାଲ…

ଜଟଣୀ ମୁଣ୍ଡିଆାସାହିରେ ୫ଟି ବୋମାମାଡ଼

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ମୁଣ୍ଡିଆସାହିରେ ଘନଘନ ବୋମାମାଡ଼ । ଗାଁର ରବି ପ୍ରଧାନଙ୍କ ଘର ଉପରେ ଦୁର୍ବୃତ୍ତ ୫ଟି ବୋମା ଫିଙ୍ଗିଛନ୍ତି । ଏଥିରେ ତାଙ୍କ ଘରର ଆଜବେଷ୍ଟସ୍ ଉଡ଼ିଯାଇଛି । ଏଥିରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ବୋମାମାଡ଼ରେ ରବି ପ୍ରଧାନଙ୍କ ଘରର କାନ୍ଥ ବି ଭାଙ୍ଗି…

କୋଲକାତା ଟିମ ଆଶ୍ୱସ୍ତ, ସୁନୀଲ ନାରିନଙ୍କୁ କ୍ଲିନ ଚିଟ୍‌

ଦୁବାଇ: କୋଲକାତା ନାଇଟ ରାଇଡର୍ସର ଷ୍ଟାର ସ୍ପିନର ସୁନୀଲ ନାରିନଙ୍କ ବୋଲିଂ ଆକ୍ସନକୁ ଆଇପିଏଲ ପକ୍ଷରୁ କ୍ଲିନ ଚିଟ ଦିଆଯାଇଛି । ଫଳରେ କୋଲକାତା ଟିମ୍ ଆଶ୍ୱସ୍ତ ହୋଇଛି । କିଙ୍ଗ୍‌ସ ଇଲେଭନ ପଞ୍ଜାବ ବିପକ୍ଷ ମ୍ୟାଚରେ ତାଙ୍କ ବୋଲିଂ ଆକ୍ସନ ନେଇ ଅଭିଯୋଗ ହୋଇଥିଲା । ଏବେ ଗ୍ରୀନ ସିଗନାଲ…

ଦଶାହ କାର୍ଯ୍ୟ ଚାଲିଥିବା ବେଳେ ବଜ୍ରପାତରେ ୨ ମୃତ

ଜଗତସିଂହପୁର: ଆକାଶରୁ ଛିଣ୍ଡିଲା ମୃତ୍ୟୁ । ବଜ୍ରପାତରେ ଦୁଇ ଜଣଙ୍କର ଅକାଳ ବିୟୋଗ । ଜଣେ ମୃତକଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିବା ବେଳେ ବଜ୍ରାଘାତ ହୋଇଥିଲା । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବିରିଡି ଅଞ୍ଚଳରେ । ଦେବୀ ନଦୀ କୂଳରେ ଦଶାହ କାର୍ଯ୍ୟ ଚାଲିଥିବା ବେଳେ ଆଜି…

ପାକିସ୍ତାନ ଛାଡିବେ ଟିକଟକ ଷ୍ଟାର ଜନ୍ନତ ମିର୍ଜା

ଲାହୋର: ପାକିସ୍ତାନର ଲୋକପ୍ରିୟ ଟିକଟକ ଷ୍ଟାର ଜନ୍ନତ ମିର୍ଜା ପାକିସ୍ତାନ ଛାଡିବା ପାଇଁ ନିଷ୍ପତି ନେଇଛନ୍ତି । ଭାରତକୁ ଅନୁସରଣ କରି ପାକିସ୍ତାନ ମଧ୍ୟ ଦେଶରେ ଟିକଟକକୁ ବ୍ୟାନ କରିଛି । ୨୨ ବର୍ଷୀୟା ଜନ୍ନତ ଏହା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ତାଙ୍କର ୧୦ ମିଲିୟନ ଫଲୋର୍ସ…

ଆସିଲା ନୋଟିସ, ଭଙ୍ଗାଯିବ ଜଗନ୍ନାଥ ଷ୍ଟାଡିୟମ ପାଖ ବଜାର

ପୁରୀ: ସ୍ଥାନୀୟ ପେଣ୍ଢକଟା ସ୍ଥିତ ଜଗନ୍ନାଥ ଷ୍ଟାଡିୟମ ପାଖ ଦୋକାନ ଭାଙ୍ଗିବାକୁ ଜିଲ୍ଲା କର୍ତ୍ତୃପକ୍ଷ ନୋଟିସ ଜାରି କରିଛନ୍ତି । ଯୁଗ୍ମ ବୈଷୟିକ କମିଟି ଦ୍ୱାରା କରାଯାଇଥିବା ତଦନ୍ତ ଭିତ୍ତିରେ ଏହି ପଦକ୍ଷେପ ନିଆଯାଉଥିବା କୁହାଯାଇଛି । ତଦନ୍ତ ଅନୁଯାୟୀ ଉକ୍ତ ବ୍ୟବସାୟୀ ସ୍ଥଳ ବର୍ତ୍ତମାନ…

ପୁଣି ପବ୍‌ଜି ଆତଙ୍କ, ବାପାର ଗଳା କାଟିଲା ପୁଅ !

ଉତ୍ତରପ୍ରଦେଶ: ଭାରତରେ ବ୍ୟାନ୍ ହୋଇଥିଲେ ବି ଥମିନି ପବ୍‌ଜି ମହାମାରୀ । ଅନେକ ପରିବାର ଏହି ଭିଡିଓ ଗେମ୍ ପାଇଁ ଧ୍ୱଂସ ହୋଇସାରିଛି । ଉତ୍ତରପ୍ରଦେଶର ରାଜଧାନୀ ମିରଟ୍ ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ଅବିଶ୍ୱସନୀୟ ଘଟଣା । ଯେଉଁଠି ପବ୍‌ଜି ଖେଳିବାକୁ ମନା କରିବାରୁ ବାପାର ଗଳା କାଟିବାକୁ…