Latest Odisha News

BREAKING NEWS

ଡିଫେନ୍ସ ଏକ୍ସପୋରେ ଭାରତର ଶକ୍ତି ପ୍ରଦର୍ଶନ

ଲକ୍ଷ୍ନୌ: ଆଜି ପୁରା ଦୁନିଆର ନଜର ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଉପରେ ରହିଛି । ଯେଉଁଠି ଡିଫେନ୍ସ ଏକ୍ସପୋ ୨୦୨୦ର ଆୟୋଜନ ହେଉଛି । ଏହି ଏକ୍ସପୋ ଜରିଆରେ ସାରା ଦୁନିଆ ଭାରତର ବଢ଼ୁଥିବା ସୈନ୍ୟ ସାମରିକ ଶକ୍ତି ଦେଖିବ । ଏହି ଏକ୍ସପୋରେ ଶତ୍ରୁଙ୍କ ନାକେଦମ୍ କଲା ଭଳି ଅସ୍ତ୍ର ପ୍ରଦର୍ଶନ…

ଅଦିନିଆ ରଥଯାତ୍ରା ପ୍ରସଙ୍ଗ: ଇସ୍କନକୁ ଚିଠି ଲେଖିବେ ଗଜପତି ମହାରାଜା

ପୁରୀ: ବୁଧବାର ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଉଠିଥିଲା । ଏହାକୁ ନେଇ ଉଦ୍‌ବେଗ ମଧ୍ୟ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ଏପରି ରଥଯାତ୍ରା ନକରିବାକୁ ଇସ୍କନ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରାଇବେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏଥିସହ ଇସ୍କନ…

ରସ୍ ଟେଲରଙ୍କ ବିସ୍ଫୋରକ ଶତକ; ଭାରତକୁ ୪ ୱିକେଟରେ ପରାସ୍ତ କଲା ନ୍ୟୁଜିଲାଣ୍ଡ

ହାମିଲଟନ: ଷ୍ଟାର୍ ବ୍ୟାଟ୍ସମ୍ୟାନ ରସ୍ ଟେଲରଙ୍କ ଧୁଆଁଧାର ବ୍ୟାଟିଂ ବଳରେ ଆଜି ଅନୁଷ୍ଠିତ ହୋଇଥିବା ୧ମ ଦିନିକିଆ ମ୍ୟାଚରେ ଭାରତକୁ ୪ ୱିକେଟରେ ପରାସ୍ତ କରିଛି କିୱିଦଳ । Tough day at the office but we hope to come back strong next ODI ???? #TeamIndia #NZvIND…

ରଙ୍ଗ୍ ରୁଟ୍‌ରେ ଡ୍ରାଇଭିଂ କଲେ ହେବ ଚକା ପଂଚର !

ଭୁବନେଶ୍ୱର: ଏଣିକି ରଙ୍ଗ ରୁଟ୍‌ରେ ଗାଡି ଚଳାଇଲେ ହେବ ଚକା ଲିକ୍ । ରାସ୍ତାରେ ରଙ୍ଗ ରୁଟ୍ ଡ୍ରାଇଭିଂ ରୋକିବା ପାଇଁ ଲାଗିବ ସ୍ପାଇକ ବ୍ୟାରିଅର । ଏନେଇ କମିଶନରେଟ୍ ପୋଲିସ ନିଷ୍ପତି ନେଇଛନ୍ତି । କଟକ ଓ ଭୁବନେଶ୍ୱରର ୨୪୨ଟି ସ୍ଥାନରେ ରଙ୍ଗ ଡ୍ରାଇଭିଂ ପଏଂଟ ରହିଛି । ସେଥିରୁ ଦ୍ୱେତନଗରୀର…

ଶହେ ଅପେରା କଳାକାର ପାଇବେ ଚନ୍ଦନ ଆୱାର୍ଡ଼

ଭୁବନେଶ୍ୱର: ଓଡ଼ିଶାର ସର୍ବ ପୁରାତନ ମନୋରଞ୍ଜନର ମାଧ୍ୟମ ନାଟକ ଥିବାବେଳେ ବର୍ତ୍ତମାନ ନାଟକ କଳାକାରମାନେ ଯେଉଁପରି ଭାବରେ ସମ୍ମାନ ପାଇବା କଥା ପାଇପାରୁ ନାହାଁନ୍ତି । ତେଣୁୁ ଅପେରା ଜଗତର କଳାକାରମାନଙ୍କ ସମ୍ମାନକୁ ସ୍ୱୀକୃତି ଜଣାଇବା ପାଇଁ ‘ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି ଓ…

ଘଡଘଡି ସହ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ହେବାର ସମ୍ଭାବନା ଅଛି । ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତେବେ, ଆଜି ଭଳି ଆସନ୍ତାକାଲି ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବ । ଘଡଘଡି ସହ ବର୍ଷା ହେବା ନେଇ…

ଜାତୀୟକରଣ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ପାଣ୍ଠି

ପୁରୀ:ଜାତୀୟକରଣ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ପାଣ୍ଠି । ଟଙ୍କା ରଖିବା ପାଇଁ ବ୍ୟାଙ୍କମାନଙ୍କ ଠାରୁ ଆବେଦନ ଆହ୍ୱାନ କରାଯିବ । ଯେଉଁ ବ୍ୟାଙ୍କ ସର୍ବାଧିକ ସୁଧ ଦେବେ ସେଠି ଟଙ୍କା ଜମା କରାଯିବ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି ହୋଇଥିବା ନେଇ ସୂଚନା ଦେଇଛନ୍ତି…

ଆଜିଠାରୁ ଆରମ୍ଭ ପ୍ରସିଦ୍ଧ ବ୍ୟାସ ସରୋବର ମହୋତ୍ସବ

ଯାଜପୁର: ଆଜି ପବିତ୍ର ଭୌମ ଏକାଦଶୀରୁ ଯାଜପୁରର ପ୍ରସିଦ୍ଧ ବ୍ୟାସ ସରୋବର ପିଠିରେ ଆରମ୍ଭ ହୋଇଛି ବ୍ୟାସ ସରୋବର ମହୋତ୍ସବ । କାହିଁ କେତେ ପୂରାଣ କାଳରୁ ଯାଜପୁର ର ପ୍ରସିଦ୍ଧ ବ୍ୟାସ ପୀଠରେ ଚାଲିଆସିଛି ବ୍ୟାସ ସରୋବର ମେଳା । ମନ୍ଦିରରେ ଚାଲିଛି ମହର୍ଷି ବ୍ୟାସଦେବ ଓ ଭକ୍ତ ରାଘବ ଜୀଉଙ୍କ…

ମୁସଲମାନଙ୍କ ପାଇଁ ବିପଦ ନୁହେଁ ସିଏଏ: ରଜନୀକାନ୍ତ

ଚେନ୍ନାଇ: ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ବିରୋଧ କରୁଥିବା ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ସାଉଥ ସୁପରଷ୍ଟାର ରଜନୀକାନ୍ତି । ଏହି ଆଇନ ମୁସଲମାନଙ୍କ ପାଇଁ ବିପଦ ନୁହେଁ । ଯଦି କେବେ ବି ଏହି ଆଇନ ମୁସଲମାନଙ୍କୁ କ୍ଷତି ପହଂଚାଇବ ତେବେ ପ୍ରଥମେ ମୁଁ ଆଗକୁ ଆସିବି ବୋଲି ରଜନୀକାନ୍ତ…

କରୋନା ଆତଙ୍କ; କାର ଉତ୍ପାଦନ ବନ୍ଦ କଲେ ଟୋୟୋଟା ଓ ହୁଣ୍ଡାଇ ମୋଟର୍ସ

ନୂଆଦିଲ୍ଲୀ: ମହାମାରୀ ରୂପ ନେଉଛି କରୋନା । ଚୀନରେ କରୋନା ଭାଇରସରେ ହେଉଥିବା ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଘାତକ କରୋନା ଭାଇରସ ଯୋଗୁଁ ଚୀନରେ ଏପର୍ଯ୍ୟନ୍ତ ୪୯୦ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ଓ ୨୪, ୩୨୪ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ଏନେଇ ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନ…