ତାମିଲନାଡୁର ସନ୍ଥ ରାମମନ୍ଦିରକୁ ଦାନ କଲେ ସୁନା ଓ ରୂପା ଇଟା
ଅଯୋଧ୍ୟା: ରାମ ମନ୍ଦିର ଭୂମି ପୂଜାରେ ଯୋଗ ଦେବା ପାଇଁ ତାମିଲନାଡୁର ସନ୍ଥ ସାଘରେ ଗୋଟିଏ ସୁନା ଓ ଗୋଟିଏ ରୂପା ଇଟା ଆଣିଛନ୍ତି । ଯେଉଁଥିରେ ତାମିଲରେ ଶ୍ରୀ ରାମ ବୋଲି ଖୋଦେଇ ହୋଇଛି । ଏହି ଦୁଇଟିକୁ ସେମାନେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଦାନ କରିଛନ୍ତି ।
ଏଏନଆଇକୁ…