Latest Odisha News

BREAKING NEWS

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଆୟୋଜିତ

କୋରାପୁଟ: ଫେବୃଆରୀ ୪ରୁ ୮ ତାରିଖ ପର୍ଯ୍ୟନ୍ତ କୋରାପୁଟ ସୁନାବେଡ଼ାସ୍ଥିତ କ୍ୟାମ୍ପସରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଏକ ଭାରତ ଶ୍ରେଷ୍ଠ ଭାରତ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଦେଶର ବିଭିନ୍ନ ରାଜ୍ୟର ବିବିଧ ସଂସ୍କୃତିର ଲୋକମାନଙ୍କୁ ଏକତ୍ରିତ କରିବା ଏବଂ ପାରସ୍ପରିକ…

ଶ୍ରେୟସଙ୍କ ଆକର୍ଷଣୀୟ ଶତକ; ରାହୁଲଙ୍କ ଦମଦାର୍ ବ୍ୟାଟିଂ ଜାରି

ହାମିଲଟନ: ନ୍ୟୁଜିଲାଣ୍ଡ ବିପକ୍ଷରେ ଆଜି ଭାରତ ଖେଳୁଥିବା ପ୍ରଥମ ଦିନିକିଆ ମ୍ୟାଚରେ ଶ୍ରେୟସ ଆୟାର୍ ଏକ ଆକର୍ଷଣୀୟ ଶତକ ହାସଲ କରିପାରିଛନ୍ତି । ୧୦୫ଟି ବଲରୁ ସେ ୧୦୩ ରନ କରି ବ୍ୟାଟିଂ କରୁଥିବା ବେଳେ ଦଳର ଅନ୍ୟତମ ବ୍ୟାଟ୍ସମ୍ୟାନ କେ ଏଲ୍ ରାହୁଲ ଦମଦାର ବ୍ୟାଟିଂ ପ୍ରଦର୍ଶନ କରୁଛନ୍ତି ।…

କରିଡ଼ର ପାଇଁ ବଦଳିବନି ଶ୍ରୀମନ୍ଦିର ପରମ୍ପରା…

ଭୁବନେଶ୍ୱର :ଶ୍ରୀକ୍ଷେତ୍ରରେ ଆଗାମୀ ଦିନରେ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ହେବାକୁ ଥିବା ଐତିହ୍ୟ କରିଡର ନିର୍ମାଣ ଯୋଗୁଁ କୌଣସି ଶ୍ରୀମନ୍ଦିର ନୀତିକାନ୍ତି ତଥା ପରମ୍ପରା ପ୍ରଭାବିତ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ଦିର ପ୍ରଶାସକ ତଥା ପୂର୍ତ୍ତ ସଚିବ କ୍ରିଶନ କୁମାର । ମଙ୍ଗଳବାର…

ଆଜି ପଶ୍ଚିମ ଓଡ଼ିଶା ବନ୍ଦ: ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ନେଇ ଆନ୍ଦୋଳନ ଜାରି

ଭୁବନେଶ୍ୱର/ସମ୍ବଲପୁର/ବଲାଙ୍ଗୀର: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ସମଗ୍ର ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ ବୁଧବାର ସକାଳୁ ଆରମ୍ଭ ହୋଇଛି । ପଶ୍ଚିମ ଓଡ଼ିଶାର ସମସ୍ତ ଆଇନଜୀବୀ ସଂଘ ଗୁଡ଼ିକର ମିଳିତ ଉଦ୍ୟମରେ ଏହି ବନ୍ଦ ପାଳନ ଅନୁଷ୍ଠିତ ହେଉଛି । ମିଳିଥିବା…

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ଟିମ୍ ଇଣ୍ଡିଆର ପ୍ରଥମେ ବ୍ୟାଟିଂ

ହାମିଲଟନ: ଆଜି ହାମିଲଟନଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେଉଛି । ନ୍ୟୁଜିଲାଣ୍ଡ ଟସରେ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଛି । 50-run partnership comes up between @imVkohli &…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୦୫-୦୨-୨୦୨୦ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ ତା ୦୫ ରିଖ ବୁଧବାର ମକର ୨୨ ଦିନ ମାଘମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-:…

ଓଡ଼ିଶା ଖଣି ଆବଣ୍ଟନ ପ୍ରକ୍ରିୟା: ବଲଦା ଖଣି ସେରାଜୁଦ୍ଦିନ କମ୍ପାନୀକୁ ମିଳିଲା

ଭୁବନେଶ୍ୱର: ଓଡ଼ିଶାରେ ଖଣି ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବଲଦା ଲୁହାପଥର ଖଣି ସିରାଜୁଦ୍ଦିନ ଏଣ୍ଡ କମ୍ପାନୀ ହାତରେ ପୂର୍ବପରି ରହିଲା । କେନ୍ଦୁଝର ଜିଲ୍ଲାରେ ଥିବା ଏହି ଖଣିକୁ ୧୧୮.୦୫ ପ୍ରତିଶତ ରାଜ୍ୟ ସରକାରଙ୍କୁ ବିକ୍ରିମୂଲ୍ୟ ଦେବାର ନିଷ୍ପତ୍ତି ନେଇ ସିରାଜୁଦ୍ଦିନ୍…

୭ମ ଥର ପାଇଁ ଟାଇଟଲ ମୁକାବିଲାରେ ଭାରତ

ପୋଚେଫ୍ରୁଷ୍ଟ୍ରୁମ: ଭାରତ ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ୭ମ ଥର ପାଇଁ ଫାଇନାଲରେ ପ୍ରବେଶ କରଛି । ମଙ୍ଗଳବାର ଭାରତ ୧୦ ଉଇକେଟରେ ପାକିସ୍ତାନକୁ ସେମି ଫାଇନାଲରେ ପରାସ୍ତ କରିଥିଲା । ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ସେମି ଫାଇନାଲର ବିଜେତାଙ୍କୁ…

ବିଶ୍ୱ କର୍କଟ ଦିବସ: ଜାଣନ୍ତୁ ଶିଶୁଙ୍କ ଠାରେ କ୍ୟାନସରର ଲକ୍ଷଣ

ନୂଆଦିଲ୍ଲୀ/ ଭୁବନେଶ୍ୱର: ବିଶ୍ୱରେ କ୍ୟାନସର ମାମଲାରେ ଭାରତର ସ୍ଥାନ ତୃତୀୟ । ଚୀନ ଓ ଆମେରିକା ପରେ ଭାରତରେ ସର୍ବାଧିକ କ୍ୟାନସର ମାମଲା ଦେଖିବାକୁ ମିଳେ । ସାରା ବିଶ୍ୱରେ ପାଖାପାଖି ୯୬ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ହେଉଛି କ୍ୟାନସର । ଏଥିରୁ ୭୦% ମୃତ୍ୟୁ ନିମ୍ନ ଓ ମଧ୍ୟମ ଆୟ ଥିବା ଦେଶରେ…

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ, ଯଶସ୍ୱୀ ଜୟସୱାଲଙ୍କ ବିସ୍ଫୋରକ ଶତକ : ଫାଇନାଲରେ ଭାରତ

ପୋଚେଫ୍ରୁଷ୍ଟ୍ରୁମ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟର ସେମିଫାଇନାଲ ମୁକାବିଲାରେ ଭାରତ ଯଶସ୍ୱୀ ଜୟସୱାଲ(୧୦୫) ଓ ଦିବ୍ୟାଂଶ ସକ୍ସେନା(୫୯)ଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ୧୦ ଉଇକେଟରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି । ୧୭୩ ରନର…