ଦେଖନ୍ତୁ ଭିଡ଼ିଓ: ଦଳିଦେଲା ଦନ୍ତା ହାତୀ, ଯାଜପୁରରେ ୩ ମୃତ ୨ ଆହତ
ଯାଜପୁର: ଯାଜପୁର ଜିଲ୍ଲାରେ ଉପଦ୍ରବ ଦନ୍ତା ହାତୀ ଯୋଗୁଁ ଆତଙ୍କ ଖେଳି ଯାଇଛି । ବଣୁଆ ହାତୀ ଆକ୍ରମଣରେ ଜିଲ୍ଲାରେ ଏପର୍ଯ୍ୟନ୍ତ ୩ ଜଣଙ୍କର ପ୍ରାଣ ହାନି ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।
ଯାଜପୁର ଜିଲ୍ଲା ଦାନଗଦି କୋରାଇ ଓ ରସୁଲପୁର ବ୍ଲକ ଅଞ୍ଚଳରେ ହାତୀ ଆତଙ୍କ। ଏକ ବଣୁଆ…