Latest Odisha News

BREAKING NEWS

କେନ୍ଦ୍ରାପଡାକୁ ପାସେଞ୍ଜର ଟ୍ରେନ ସେବା ପାଇଁ ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ହରିଦାସପୁର-ପାରାଦୀପ ବ୍ରଡଗେଜ୍ ରେଳ ଲାଇନରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆବଶ୍ୟକ ଅନୁମତି ପ୍ରଦାନ କରିବାକୁ ଚିଠିରେ…

ଡାକ୍ତରଙ୍କ ଡ୍ରୟରରୁ ୩୦ ହଜାର ଟଙ୍କା ଧରି ଚମ୍ପଟ ମାରିଲେ ମହିଳା

ଅନୁଗୁଳ: ଦେହ ଅସୁସ୍ଥ ଥିବାରୁ ଡାକ୍ତରଙ୍କ ପାଖକୁ ଆସିଥିଲେ । କିନ୍ତୁ ମଉକା ଦେଖି ୩୦ ହଜାର ଟଙ୍କା ହାତ ସଫେଇ କରିଦେଲେ ମହିଳା । ଡାକ୍ତରଙ୍କ ଡ୍ରୟରରୁ ଟଙ୍କା ଧରି ଚମ୍ପଟ ମାରିଲେ । ଅନୁଗୁଳ ଜିଲ୍ଲାରୁ ଏଭଳି ଚିତ୍ର ସାମନାକୁ ଆସିଛି । ସିସିଟିଭିରେ କଏଦ ହୋଇଛି ପୂରା ଘଟଣା । ଆଜି ଅନୁଗୁଳ…

ଟିକ୍‌ଟକ୍‌ରେ ଡାନ୍ସ ଭିଡିଓ ଅପଲୋଡ୍ କରି ଜେଲ୍ ଓ ଜରିମାନା !

ଇଜିପ୍ଟ: ଭାରତରେ ବ୍ୟାନ୍ ହୋଇଛି ଟିକ୍‌ଟିକ୍ । ହେଲେ ଅନ୍ୟ ଦେଶରେ ଏବେ ବି ଜାରି ରହିଛି ଏହି ନିଶା । ତେବେ ଟିକ୍‌ଟିକ୍‌ରେ ଡାନ୍ସ ଭିଡିଓ ଅପଲୋଡ୍ କରି ଏକ ଦେଶରେ ଦୁଇ ଛାତ୍ରୀଙ୍କୁ ୨ବର୍ଷ କାରାଦଣ୍ଡ ସହ ମୋଟା ଅଙ୍କର ଜରିମାନା ଦେବାକୁ ପଡିଛି । ସୋମବାର ଟିକ୍‌ଟକ୍‌ରେ ଅଶାଳୀନ ନୃତ୍ୟୁ…

ବାପା ଜୋତା ବ୍ୟବସାୟୀ, ଝିଅ ଯୁକ୍ତ୨ ଟପର୍‌

ଭୋପାଲ: ରାସ୍ତାକଡର ଜୋତା ବିକାଳୀଙ୍କ ଝିଅ ଏବେ ଟପ୍‌ର । ସେ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । ଯୁକ୍ତ ୨ ବିଜ୍ଞାନରେ ତୃତୀୟ ସ୍ଥାନ ଅଧିକାର କରି ନିଜ ବାପା ମାଆଙ୍କୁ ଗୌରବାନିତ୍ୱ କରିଛନ୍ତ ଭୋପାଲର ମଧୁ ଆର୍ଯ୍ୟ । ସେ ଯୁକ୍ତ ୨ ମଧ୍ୟପ୍ରଦେଶ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ବୋର୍ଡ…

ୱେଷ୍ଟଇଣ୍ଡିଜ ଆଶା ଅସମ୍ପୂର୍ଣ୍ଣ ରହିଲା, ଇଂଲଣ୍ଡ ୨-୧ରେ ସିରିଜ ବିଜୟୀ

ମାଂଚେଷ୍ଟର: ଦୀର୍ଘ ଦିନ ପରେ ଇଂଲଣ୍ଡ ମାଟିରେ ସିରିଜ ବିଜୟ ଆଶା ରଖିଥିବା ୱେଷ୍ଟଇଣ୍ଡିଜକୁ ଶେଷରେ ନିରାଶ ହେବାକୁ ପଡିଛି । ଏଠାରେ ଅନୁଷ୍ଠିତ ଅନ୍ତିମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୨୬୯ ରନରେ ବିଜୟ ହାସଲ କରିବା ସହ ସିରିଜକୁ ୨-୧ରେ ଜିତି ନେଇଛି । ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୩୬୯ ରନ…

ଖୁସି ଖବର, ୨୨ ଜିଲ୍ଳାରୁ ସୁସ୍ଥ ହେଲେ ଆଉ ୬୮୭ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ତୁଳନାରେ ଢ଼େର ଅଧିକା ରହିଛି ସୁସ୍ଥ ହାର । ଆଜି ରାଜ୍ୟରେ ପୁଣି ଆଉ ୬୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ…

୫୦୦ ଉଇକେଟ କ୍ଲବରେ ଷ୍ଟୁଆର୍ଟ ବ୍ରଡ

ମାଂଚେଷ୍ଟର: ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ ୫୦୦ ଉଇକେଟ ହାସଲକାରୀ ବୋଲରଙ୍କ ଏଲିଟ ଗ୍ରୁପରେ ସାମିଲ ହୋଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ୩ୟ ଟେଷ୍ଟରେ ବିଶ୍ୱର ୭ମ ବୋଲର ଭାବେ ଏହି ସଫଳତା ହାସଲ କରିଛନ୍ତି । ୩୪ ବର୍ଷୀୟ ଏହି ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କ ପରେ ଦ୍ୱିତୀୟ ଇଂଲଣ୍ଡ ଖେଳାଳି ଭାବେ…

ରିୟାଙ୍କ ବିରୋଧରେ FIR ରୁଜୁ କଲେ ସୁଶାନ୍ତ ସିଂ ରାଜପୁତଙ୍କ ବାପା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆସିଛି ଟ୍ୱିଷ୍ଟି । ସୁଶାନ୍ତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଏଫ୍‌ଆଇଆର୍ ରୁଜୁ ହୋଇଛି । ସୁଶାନ୍ତଙ୍କ ପିତା କେ କେ ସିଂ ମଙ୍ଗଳବାର ଦିନ ପାଟନାର ରାଜିବ ନଗର ଥାନାରେ ଏତଲା ରୁଜ କରିଛନ୍ତି । ସୁଶାନ୍ତ…

ରାମମନ୍ଦିର ଭୂମି ପୂଜନ ଅବସରରେ ବଡ ଧରଣର ଆକ୍ରମଣ ଲକ୍ଷ୍ୟରେ ଆତଙ୍କବାଦୀ

ନୂଆଦିଲ୍ଲୀ: ରାମମନ୍ଦିର ଭୂମି ପୂଜନ ଅବସରରେ ଆତଙ୍କବାଦୀମାନେ ବଡ ଧରଣର ଆକ୍ରମଣ କରିବା ଲକ୍ଷ୍ୟରେ ରହିଛନ୍ତି । ଏଥିନେଇ ଭାରତୀୟ ଗୋଇନ୍ଦା ସଂସ୍ଥା ସମସ୍ତଙ୍କୁ ଆଲର୍ଟ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୦୦ଜଣ ଅତିଥି ଏହି ଐତିହାସିକ କାର୍ଯ୍ୟକ୍ରମରେ ଯୋଗଦେବେ । ଆଇଏସଆଇ…

‘କାରୋନା ମୁକାବିଲା ପାଇଁ ଦିଲ୍ଲୀ ମଡେଲ୍ ଆପଣାନ୍ତୁ ରାଜ୍ୟ ସରକାର’

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ କରୋନର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ କରିଛି । ଭୁବନେଶ୍ୱରର ସ୍ଥିତି ଗମ୍ଭୀର, ସ୍ଥିତି ନିୟନ୍ତ୍ରଣ ବାହାରକୁ ଗଲାଣି ବୋଲି କହିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ…