‘ମକର ସଂକ୍ରାନ୍ତି’ରେ କରନ୍ତୁ ନାହିଁ ଏହିସବୁ କାମ !
ଭୁବନେଶ୍ୱର: ହିନ୍ଦୁ ସଂସ୍କୃତି ଓ ଧାର୍ମିକ ପରମ୍ପରାରେ ଏହି ମକର ପର୍ବ ପାଳନର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ରାନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଉତରାୟଣ ଗତି ଆରମ୍ଭ ହେବା ସହ ମକର ରାଶିରେ ସୂର୍ଯ୍ୟ ପ୍ରବେଶ କରିଥାନ୍ତି ।
ଏହି ଦିନରୁ ଧିରେ ଧିରେ ବଡ ହୋଇଥାଏ । ଏହି ଦିନ…