Latest Odisha News

BREAKING NEWS

କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ନିଜଆଡୁ ସୂଚନା ଦେବାକୁ ବିଏମସିର ଅନୁରୋଧ

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥିତି ବିଗିଡିବାରେ ଲାଗିଛି । ଏଥିରେ ରୋକ ଲଗାଇବା ପାଇଁ ବିଭିନ୍ନ ବାଟ ଆପଣାଉଛି ବିଏମସି । ବିଏମସିର ନୂତନ ସୂଚନା ଅନୁଯାୟୀ,କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯଦି କେହି ଲୋକ ଆସୁଛନ୍ତି, ତେବେ ସେ…

ବିଜୟ ମହାନ୍ତିଙ୍କ ବିୟୋଗରେ ଆନ୍ଧ୍ର ରାଜ୍ୟପାଳଙ୍କ ଗଭୀର ଶୋକ ପ୍ରକାଶ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ଅଭିନେତା ବିଜୟ ମହାନ୍ତିଙ୍କର ସୋମବାର ସନ୍ଧ୍ୟାରେ ନିଧନ ଘଟିଛି । ତାଙ୍କ ବିୟୋଗରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ, "ବିଜୟଙ୍କ ବିୟୋଗରେ ଓଡିଆ ଚଳଚ୍ଚିତ୍ର ଜଗତର ଏକ ଯୁଗର ଅବସାନ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ; ୪ ଆହତ, ପୋଲିସ ଗାଡି ଭଙ୍ଗାରୁଜା

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଖଣ୍ଡାହତା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟିଛି ଗୋଷ୍ଠୀ ସଂଘର୍ଷ। ଗାଁର ତଳସାହି ଓ ଉପରସାହି ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୨ ଜଣ ମହିଳାଙ୍କ ସମେତ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏଥିସହିତ ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡିକୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ଆଜି ଦିନର ମହତ୍ତ୍ୱ  ତା ୨୧-୭-୨୦୨୦ ମଙ୍ଗଳବାର ଆଜି ୨୦୨୦ ମସିହା ଜୁଲାଇ ତା ୨୧ ରିଖ ମଙ୍ଗଳବାର କର୍କଟ ୬ ଦିନ ଶ୍ରାବଣ  ମାସ  ଶୁକ୍ଳ ପକ୍ଷ ପ୍ରତିପଦା ତିଥି ପୂଷ୍ୟା ନକ୍ଷତ୍ର କର୍କଟ  ଚନ୍ଦ୍ର ଘାତ ବାର: ମକର  ରାଶିର ଆଜିର ନିଷେଧ ଖାଦ୍ୟ : ପାଣି କଖାରୁ  …

ବିଜୟ ମହାନ୍ତି : ଏକ ଅସରନ୍ତି ସିନେମାର ମଧ୍ୟାନ୍ତର

ସିନେମା ସରିନାହିଁ। କାହାଣୀ ଆରମ୍ଭ ହୋଇଛି ମାତ୍ର। ଆଗକୁ ଆହୁରି ବାକି ଅଛି ହସ ଓ ଲୁହର ନାଟକ। ଏ ଯାଏ, ସବୁଠୁ ଓଜନଦାର ସଂଳାପ ଉଚ୍ଚାରିତ ହୋଇନାହିଁ। ରୋମାଞ୍ଚର ଜଗତରେ ଏବେ ବି ବାକି ଅଛି ଉତ୍ତେଜନା। ସୁନା କନିଆଁ ପରି ସେ ନାୟିକାର ଅପେକ୍ଷାରେ ଗୀତ ଗାଉଛି ରୂପା ଶଗଡିର ଶଗଡିଆ। ତାର…

ଜୁଲାଇ ୨୯ରେ ଭାରତରେ ପହଞ୍ଚିବ ୫ଟି ରାଫେଲ୍ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଚୀନ୍ ଓ ପାକିସ୍ତାନ ପାଇଁ ସତର୍କଘଣ୍ଟି । ନିୟନ୍ତ୍ରଣ ରେଖା ଡେଇଁଲେ ଏଥର ଭୋଗିବ । ଚଳିତ ମାସ ଭାରତରେ ପହଞ୍ଚିବ ରାଫେଲ ଯୁଦ୍ଧ ବିମାନ । ପ୍ରଥମ ପର୍ଯ୍ୟାୟରେ ୫ଟି ହରିୟାଣାର ଅମ୍ବାଲାରେ ପହଞ୍ଚିବ । ଅଗଷ୍ଟରେ ଭାରତୀୟ ବାୟୁସେନାରେ ସାମିଲ କରିବା ନେଇ ଲକ୍ଷ୍ୟ ରଖାଯାଇଛି ।…

ମଞ୍ଚେଷ୍ଟର ଟେଷ୍ଟରେ ଓ୍ୱେଷ୍ଟଇଣ୍ଡିଜକୁ ୧୧୩ରନରେ ହରାଇଲା ଇଂଲଣ୍ଡ

ମଞ୍ଚେଷ୍ଟର: ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡର ବାଜିମାତ । ଭ୍ରମଣକାରୀ ଟିମକୁ ୧୧୩ରନରେ ହରାଇଛି ଇଂଲିଶ ବାହିନୀ । ଏହାସହ ତିନି ଟିକିଆ ସିରିଜ ବର୍ତ୍ତମାନ ୧-୧ରେ ବରାବର ସ୍ଥିତିରେ ରହିଛି । ମଞ୍ଚେଷ୍ଟରରେ ପ୍ରଥମ ଇନିଂସରେ ଇଂଲଣ୍ଡ ୯ ଓ୍ୱିକେଟ ହରାଇ ୪୬୯ ରନରେ ପାଳି…

ବିଜୟ ମହାନ୍ତିଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଭୁବନେଶ୍ୱର: ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ବିଜୟ ମହାନ୍ତିଙ୍କ ବିୟୋଗରେ ସେ ଗଭୀର ମର୍ମାହତ । ତାଙ୍କ ମୃତ୍ୟୁରେ ଓଡ଼ିଶା ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଲା । କଳାର ଯାଦୁରେ ପିଢି ପରେ ପିଢି…

ଜନ୍ମଦିନରେ ବନ୍ଧୁ ବିଜୟଙ୍କୁ ହରାଇଲେ ନସିରୁଦ୍ଦିନ ଶାହ

ଭୁବନେଶ୍ୱର: ବିଦାୟ ବିଜୟ । ପରଲୋକରେ ଓଲିଉଡର ବର୍ଷୀୟାନ ଅଭିନେତା ବିଜୟ ମହାନ୍ତି । ସମସ୍ତେ ବିଜୟଙ୍କୁ ଝୁରୁଛନ୍ତି । ବଲିଉଡ ଅଭିନେତା ନସିରୁଦ୍ଦିନ ଶାହଙ୍କ ପାଇଁ ବିଜୟଙ୍କ ବିୟୋଗ ବଡ଼ କ୍ଷତି । କାରଣ ନିଜ ଜନ୍ମଦିନରେ ପ୍ରିୟ ବନ୍ଧୁ ବିଜୟଙ୍କୁ ହରାଇଛନ୍ତି । ଆଜି ନସିରୁଦ୍ଦିନ ଶାହଙ୍କ…

ଭାରତରେ ଭୋଡାଫୋନ୍ ଆଇଡିଆ ଇ-ସିମ୍ ଲଞ୍ଚ , ଏହି ତିନୋଟି ସର୍କଲରେ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ:ଏୟାରଟେଲ ଏବଂ ରିଲାଏନ୍ସ ଜିଓ ପରେ ବର୍ତ୍ତମାନ ଭୋଡାଫୋନ୍ ଆଇଡିଆ ମଧ୍ୟ ଭାରତରେ ଇ-ସିମ୍ ଲଞ୍ଚ କରିଛି, ଯଦିଓ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ଏହି ଇ-ସିମ୍ ଏବେ ଉପଲବ୍ଧ ହେବେ । ଭୋଡାଫୋନ୍ ଆଇଡିଆର ଇ-ସିମ୍ ବର୍ତ୍ତମାନ କେବଳ ଦିଲ୍ଲୀ, ଗୁଜୁରାଟ ଏବଂ ମୁମ୍ବାଇ ସର୍କଲରେ ଉପଲବ୍ଧ |…