ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ, ମୁମ୍ବାଇ: ୧୯୩/୪
ଆବୁଧାବି:ଚଳିତ ଆଇପିଏଲରେ ମଙ୍ଗଳବାର ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ୧୯୪ ରନର ବିଜୟ ଲକ୍ଷ୍ୟ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ରଖିଛି । ସୂର୍ଯ୍ୟକୁମାର ୪୭ ବଲରେ ୧୧ ଚୌକା ଓ ୨ଛକା ସହାୟତାରେ ୭୯ ରନ କରି ଅପରାଜିତ ରହିଥିଲେ ।…