କେନ୍ଦ୍ରାପଡାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୯ ପରିବାରର ୨୭ ବଖରା ଘର
ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତର ନିଆମତପୁର ଗ୍ରାମରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଏଥିରେ ୧୯ଟି ପରିବାରର ୨୭ ବଖରା ଜଳି ପାଉଁଶ ହୋଇଯାଇଛି। ଏହାସହ ସୁନାଗହଣା, ନଗଦ ଟଙ୍କା ସହ ସବୁ କିଛି ପୋଡି ଧ୍ୱଂସ ହୋଇଯାଇଛି । ଫଳରେ ୧୯ଟି ପରିବାର ଏବେ ବାସହରା ହୋଇ…