ଦୃଷ୍ଟିହୀନଙ୍କ ପାଇଁ ‘ନୋଟ ସ୍କାନ ମୋବାଇଲ ଆପ’ ଲଞ୍ଚ କଲା ରିଜର୍ଭ ବ୍ୟାଙ୍କ
ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ ( ଆରବିଆଇ) ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ନୋଟକୁ ଜାଣିବାପାଇଁ ଏକ ଆପ୍ ଲଞ୍ଚ କରିଛି । ଏହି ଆପ୍ ଥରେ ଇଣ୍ଟରନେଟରୁ ଡାଉନଲୋଡ କଲା ପରେ ଏହା ପରବର୍ତ୍ତୀ ସମୟରେ ଏହା ବିନା ଇଣ୍ଟରନେଟରେ ବି ଚାଲିବ । ଏହି ଆପ୍ସ ସ୍କାନ କରି ଜଣାଇଦେଵ ଯେ ନୋଟ କେତେ…