Latest Odisha News

BREAKING NEWS

ବଢୁଛି ସଂକ୍ରମଣ: ଭଦ୍ରକ, ଧାମନଗରରେ ଲକଡାଉନ ଘୋଷଣା

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଗତ କିଛି ଦିନ ହେବ କରୋନା ମାମଲା ମାତ୍ରାଧିକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଦିନ ଭଦ୍ରକ ପୌରପାଳିକା ଏବଂ ଧାମନଗର ଏନଏସିକୁ ଜୁଲାଇ ୨୦ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି।…

ଜୁଲାଇ ୩୧ ଯାଏଁ ଗଜପତି ଜିଲ୍ଲାର ପୌରାଞ୍ଚଳ, ବ୍ଲକ ମୁଖ୍ୟାଳୟ ଲକ୍‌ଡାଉନ୍‌ ଘୋଷଣା

ପାରଳାଖେମୁଣ୍ଡି: କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ, ୧୧ ଟି ପଞ୍ଚାୟତ ଏବଂ ଦୁଇଟି ସହରାଞ୍ଚଳରେ ଲକଡାଉନ ଘୋଷଣା କରାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଦେଇଥିବା ସୁଚନା ଅନୁସାରେ, କରୋନାଭାଇରସର ବୃଦ୍ଧିକୁ…

ମୟୁରଭଞ୍ଜରୁ ଜବତ ହେଲା ୩.୨୮ କେଜିର ବ୍ରାଉନ ସୁଗାର, ଜଣେ ଅଟକ

ଭୁବନେଶ୍ୱର: ମୟୁରଭଞ୍ଜରୁ ସ୍ପେଶାଲ୍ ଟାକ୍ସ ଫୋର୍ସ (ଏସଟିଏଫ୍) ଟିମ୍ ରବିବାର ଦିନ ପ୍ରାୟ ୩.୨୮ କିଲୋଗ୍ରାମର ବ୍ରାଉନ ସୁଗାର ଜବତ କରିଛନ୍ତି । ଏସମ୍ପର୍କରେ ଓଡିଶା ଡିଜିପି ଅଭୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।…

କରୋନା ଛଡାଇନେଲା ଜୀବିକା: ଦୁର୍ଦ୍ଦିନରେ ୫୦ ରୁ ଉର୍ଦ୍ଧ କୁମ୍ଭକାର ପରିବାର

ଯାଜପୁର: କରୋନା ଛଡାଇନେଲା ଜୀବିକା। ଦୁଃଖରେ ଦିନ କାଟୁଛନ୍ତି ଯାଜପୁର ରସୁଲପୁର ବ୍ଲକ ଲକ୍ଷ୍ମୀନଗର ଅଂଚଳର ମାଟି କାରିଗର । ବିକ୍ରି ହେଉନି ସେମାନଙ୍କ ମାଟି ତିଆରି ସାମଗ୍ରୀ । ୩ ମାସ ହେବ ରୋଜଗାର ହରାଇ ଏମାନେ ହାତବନ୍ଧି ବସିଛନ୍ତି । ଫଳରେ ପରିବାର ପ୍ରତିପୋଷଣ କରିବା ଏବେ କଷ୍ଟକର…

ଓଡିଶାର କେଉଁସବୁ ଜିଲ୍ଲାରେ ରହିଛି ବର୍ଷା ଆଶଙ୍କା, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୬ ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ,…

ସୁନ୍ଦରଗଡରେ ୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ପ୍ରଶାସନର ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ…

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଖଜୁରୀ? ଜାଣନ୍ତୁ

ଭୁବନେଶ୍ୱର: ଶରୀର ପାଇଁ ଡ୍ରାଏ୍ ଫୁଡ୍ ଅତ୍ୟନ୍ତ ଉପକାରୀ ହୋଇଥାଏ । ଯାହା ସ୍ୱାସ୍ଥ୍ୟପ୍ରଦ ହେବା ସଙ୍ଗେସଙ୍ଗେ ଚେହେରାରେ ଚମକ ଆଣି ଦେଇଥାଏ । ଡ୍ରାଏ୍ ଫୁଡ୍ ମଧ୍ୟରେ ଖଜୁରୀ ଅନ୍ୟତମ । ଆସନ୍ତୁ ଜାଣିବା ଖଜୁରୀ ଖାଇଲେ କି କି ଫଶଇଦା ମିଳିପାରିବ... ପ୍ରତିଦିନ କିଛି କିଛି ମାତ୍ରାରେ…

ରୂପି ସମସ୍ୟାରୁ ଏହିପରି ପାଆନ୍ତୁ ମୁକ୍ତି…

ଭୁବନେଶ୍ୱର: ପ୍ରାୟ ସମସ୍ତଙ୍କ କେଶରେ ରୂପି ଭଳି ସମସ୍ୟା ଦେଖା ଯାଇଥାଏ । ଯାହା ଫଳରେ କେଶ ଦୁର୍ବଳ ହେବା ସହ ଝଡିବା ଆରମ୍ଭ କରିଥିାଏ । ଏପରିକି ବେଳେବେଳେ କେଶମୂଳ ଶୁଷ୍କ, ଝାଳ ବାହାରିବା ଯୋଗୁଁ କେଶ ମୂଳ କୁଣ୍ଡେଇ ମଧ୍ୟ ହୋଇଥାଏ । ଜାଣନ୍ତୁ ଘରୋଇ ଉପଚାର ବ୍ୟବହାର କରି କିଭଳି ରୂପି…

କୋଭିଡ୧୯ ଔଷଧ ଗବେଷଣା ଟିମରେ ଓଡିଆ ଗବେଷକ

ଭୁବନେଶ୍ୱର: କୋଭିଡ୧୯ ସବୁଠି କାୟା ମେଲାଇଥିବା ବେଳେ ଏହାର ଔଷଧ ବାହାର କରିବା ପାଇଁ ଅନେକ ଦେଶ ଲାଗି ପଡିଛନ୍ତି । ଏଭଳି ଏକ କରୋନା ଔଷଧ ଗବେଷଣାରେ ସାମିଲ ହୋଇଛନ୍ତି ଓଡିଆ ଗବେଷକ ଆଦିତ୍ୟ ପାଢୀ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଜାପାନର ରିକେନ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ…

ଘରେ ପଶିଲା ଚିତା ବାଘ, କୁକୁରକୁ ମାରି ସାଙ୍ଗରେ ନେଇଗଲା

ଉତ୍ତରାଖଣ୍ଡ: ଜନବସତି ମୁହାଁ ହେଲେଣି ବନ୍ୟଜନ୍ତୁ । କେତେବେଳେ ହାତୀଙ୍କ ଉତ୍ପାତ ତ କେବେ ଘରେ ପଶିଲାଣି ବାଘ । ଏମିତି ଏକ ଘଟଣା ଏବେ ସାମନାକୁ ଆସିଛି ଉତ୍ତରାଖଣ୍ଡରୁ । ଘରେ ପଶିଲା ଚିତା ବାଘ । କୁକୁରକୁ ଆକ୍ରମଣ କଲା । ମାରି ସାଙ୍ଗରେ ନେଇଗଲା । ଘରେ ଲାଗିଥିବା ସିସିଟିଭରେ କଏଦ ହୋଇଛି…