ଶୁଟର ଶ୍ରେୟାଶୀ ବିଜେପିରେ ସାମିଲ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଶୁଟର ଶ୍ରେୟାଶୀ ସିଂ ରବିବାର ବିଜେପିରେ ସାମିଲ ହୋଇଛନ୍ତି । ଶ୍ରେୟାଶୀ ୨୦୧୪ ଓ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଯଥାକ୍ରବେ ରୌପ୍ୟ ଓ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୧୩ ଟ୍ରାପ ଶୁଟିଂ ବିଶ୍ୱକପରେ ସେ ଭାରତୀୟ ଦଳର ସଦସ୍ୟ ଥିଲେ । ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ…