ଅନୁଗୁଳର ୬ ପଞ୍ଚାୟତ ସଟଡାଉନ୍
ଅନୁଗୁଳ: ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ପରେ ଅନୁଗୁଳ ଜିଲ୍ଲାର ୬ଟି ପଞ୍ଚାୟତ ଚାରି ଦିନ ପାଇଁ ବନ୍ଦ ରହିଥିଲା। ଏହି ସଟଡାଉନ୍ ମଙ୍ଗଳବାର ଠାରୁ ଆସନ୍ତା ଶୁକ୍ରବାର ରାତ୍ରି ୧୨ ଯାଏଁ ଲାଗୁ ହେବ।
ଉକ୍ତ ପଞ୍ଚାୟତ ଗୁଡିକ ମଧ୍ୟରେ ରହିଛି ପୋକତୁଙ୍ଗା, ନନ୍ଦପୁର, ଧୋକୁଟା, ଶଙ୍ଖପୁର,…