Latest Odisha News

BREAKING NEWS

ଦିଲ୍ଲୀ ରେଳ ଭବନ ଦୁଇ ଦିନ ପାଇଁ ବନ୍ଦ

ନୂଆଦିଲ୍ଲୀ: ଆଜିଠାରୁ ବନ୍ଦ ରହିବ ଦିଲ୍ଲୀ ସ୍ଥିତ ଭାରତୀୟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ରେଳ ଭବନ । କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ଦୁଇ ଦିନ ପାଇଁ ବନ୍ଦ ଘୋଷଣା କରିଛି ରେଲଓ୍ୱେ ବୋର୍ଡ । ଏହି ସମୟରେ ରେଳ ଭବନ ପରିସର ଓ ସମସ୍ତ ଅଫିସକୁ ସାନିଟାଇଜ୍ କରାଯିବ । ରେଳ ଭବନ…

ଆଜି ଭାରତ-ଚୀନ ମିଲିଟାରୀ କମାଣ୍ଡର ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଏଲଏସିର ବିବାଦୀୟ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର କରିଛି ଚୀନ୍ । ସ୍ୱାଭାବିକ ସ୍ଥିତି ଫେରୁଛି । ଆଜି ଚତୁର୍ଥ ଥର ପାଇଁ ଦୁଇ ଦେଶ ମଧ୍ୟରେ ସାମରିକ ସ୍ତରୀୟ ଆଲୋଚନା ହେବ । ଇଷ୍ଟର୍ଣ୍ଣ ଲଦାଖଲ ଚୁସୁଲ ବସିବ କର୍ପସ କମାଣ୍ଡରସ୍ତରୀୟ ବୈଠକ । ପୂର୍ବ ଆଲୋଚନା ଅନୁସାରେ ପ୍ରଥମ…

ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ୭ ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୭ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟତମ ରିପୋର୍ଟ ଅନୁଯାୟୀ ଆଜି ସକାଳ ୯ଟା ୩୦ମି. ପର୍ଯ୍ୟନ୍ତ…

କଟକରେ ବଢୁଛି ସ୍ଥାନୀୟ ସଂକ୍ରମଣ: ଆଠଗଡ ସବଡିଭିଜନରେ ଲାଗୁ ହେଲା କଟକଣା

କଟକ: ବଢୁଥିବା କରୋନା କଟକଣାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ଆଠଗଡ଼ ସବ୍ ଡିଭିଜନରେ ଲାଗୁ ହୋଇଛି କଟକଣା । କଟକରେ ସ୍ଥାନୀୟ ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲା ତଥା ରାଜ୍ୟ ବାହାର ଲୋକଙ୍କ ଯା'ଆସ ଉପରେ କଟକଣା ଜାରି ହେବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ,ସବ୍ ଡିଭିଜନ…

ଅଛୁଆଁ ହୋଇ ପଡି ରହିଲେ କରୋନା ମୃତକ: ଟ୍ରାକ୍ଟରରେ ମଶାଣିକୁ ବୋହି ନେଲେ ଡାକ୍ତର

ହାଇଦ୍ରାବାଦ: ହଜି ଯାଉଛି ମାନବିକତା । କରୋନା କଷ୍ଟ ଠାରୁ ବଳିଯାଉଛି ଅମାନବିକତାର ଦାରୁଣ ଦୃଶ୍ୟ । ଘଣ୍ଟା ଘଣ୍ଟା ପଡି ରହିଲା କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ ଦେହ । ସଂକ୍ରମଣ ଭୟରେ ମିଳିଲାନି ଚାରି କାନ୍ଧ । ଶେଷରେ ମୃତକଙ୍କୁ ଶ୍ମଶାନ ଯାଏଁ ବୋହି ନେଲେ ଡାକ୍ତର। ଏମିତି ଏକ…

ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆକୁ ଝଟକା: ହାଇ ସ୍ପିଡ଼ ଇଣ୍ଟରନେଟ ସେବା ଦାବି କରିବା ପଡିଲା ମହଙ୍ଗା

ନୂଆଦିଲ୍ଲୀ: ଗ୍ରାହକଙ୍କୁ ମନଲୋଭା ହାଇସ୍ପୀଡ଼ ଇଣ୍ଟରନେଟ ସହ ମନଲୋଭା ପ୍ଲାନ ପାଇଁ ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆ ଆଦି କମ୍ପାନୀ ଉପରେ ଭାରି ପଡିଛି। ଟେଲିକମ୍ ରେଗୁଲେଟର ଅଥରିଟି ଅଫ ଇଣ୍ଡିଆ ବା ଟ୍ରାଇ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆକୁ ସ୍ୱତନ୍ତ୍ର ଟେଲିକମ୍ ଯୋଜନା ବନ୍ଦ କରିବାକୁ…

ଡାଟସନ୍ ରେଡି-ଗୋ: ଦେଶର ସବୁଠାରୁ ଶସ୍ତା କାର, ଆରମ୍ଭ ମୂଲ୍ୟ ମାତ୍ର ୨.୮୩ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ବଜାରରେ ହ୍ୟାଚବ୍ୟାକ୍ କାରଗୁଡିକର ଚାହିଦା ଅଧିକ | କମ୍ ମୂଲ୍ୟ, କମ୍ ରକ୍ଷଣାବେକ୍ଷଣ ଏବଂ ଉନ୍ନତ ମାଇଲେଜ୍ ହେତୁ ଏହି କାରଗୁଡିକ ଲୋକମାନେ ଅଧିକ ପସନ୍ଦ କରିଥାନ୍ତି | ସମ୍ପ୍ରତି ଜାପାନର କାର ନିର୍ମାତା ଡାଟସନ ଏହାର ରେଡି-ଗୋ କୁ ନୂତନ ଅପଡେଟ ଇଞ୍ଜିନ୍ ସହିତ ବଜାରରେ…

ଗୁଗୁଲ ଭାରତରେ ୭୫,୦୦୦ କୋଟି ଟଙ୍କା ବିନିଯୋଗ କରିବା ନେଇ ସୁନ୍ଦର ପିଚାଇଙ୍କ ଘୋଷଣା

ନୂଆଦିଲ୍ଲୀ: ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ଗୁଗୁଲ ଆସନ୍ତା ପାଞ୍ଚ-ସାତ ବର୍ଷ ମଧ୍ୟରେ ଭାରତରେ ୭୫,୦୦୦ କୋଟି ଟଙ୍କା (ପ୍ରାୟ ୧୦ ବିଲିୟନ ଡଲାର) ବିନିଯୋଗ କରିବ। ଗୁଗୁଲର ସିଇଓ ସୁନ୍ଦର ପିଚାଇ ଏବଂ ଏହାର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ୍ ସୋମବାର ଏହା ଘୋଷଣା କରିଛନ୍ତି। ଏହି ପରିମାଣ…

ଏବେ ଗୁଗୁଲ୍ ଆସିଷ୍ଟାଣ୍ଟ ସାହାଯ୍ୟରେ କରିପାରିବେ ହ୍ଵାଟସଆପ୍ସ ଭିଡିଓ-ଅଡିଓ କଲ; କିପରି ଜାଣନ୍ତୁ

ନୂଆଦିଲ୍ଲୀ: ଟେକ୍ କମ୍ପାନୀ ଗୁଗୁଲ ନିକଟରେ ଘୋଷଣା କରିଛି ଯେ ହ୍ଵାଟସଆପ୍ସ ଆପ୍ ଭିଡିଓ ଏବଂ ଅଡିଓ କଲ୍ ବର୍ତ୍ତମାନ ଗୁଗୁଲ ଆସିଷ୍ଟାଣ୍ଟରୁ ହୋଇପାରିବ। ଏହାର ଅର୍ଥ ହେଉଛି ଯେ ହ୍ଵାଟସଆପ୍ସ ଏବଂ ଏହାର କିଛି ବିକଳ୍ପ ଯେ କୌଣସି ସ୍ମାର୍ଟଫୋନର ହୋମ ସ୍କ୍ରିନରୁ ଗୁଗୁଲ୍ ଆସିଷ୍ଟାଣ୍ଟକୁ ଟ୍ରିଗର…

କୋଭିଡ ସ୍ଥିତିକୁ ନଜରରେ ରଖି ରାଉରକେଲା ମହାନଗର ନିଗମର ବ୍ୟାପକ ପ୍ରସ୍ତୁତି

ରାଉରକେଲା: ରାଉରକେଲା ସହରରେ କୋଭିଡ ଜନିତ ସ୍ଥିତିର ମୁକାବିଲା ଲାଗି ରାଉରକେଲା ମହାନଗର ନିଗମ ନିଜ ପ୍ରସ୍ତୁତିକୁ ଆହୁରି ମଜବୁତ କରିଛି। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ପୂର୍ବରୁ କାର୍ଯ୍ୟକ୍ଷମ ୨୪୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟରକୁ ମିଶାଇ ତିନୋଟି ପୃଥକ ପୃଥକ…