Latest Odisha News

BREAKING NEWS

କରୋନା କ୍ରିଏଟିଭିଟି : ପୂଜାଲିନ ସାହୁଙ୍କ ସଙ୍ଗୀତଗାନ

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ବଦଳିବେ ରାଜ୍ୟ କଂଗ୍ରେସ ମଙ୍ଗୁଆଳ !

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟ କଂଗ୍ରେସର ମଙ୍ଗୁଆଳ ବଦଳିବେ । ଏଥିପାଇଁ ରେସରେ ୧୩ ଜଣ ବରିଷ୍ଠ ନେତା ଅଛନ୍ତି ବୋଲି ଆଜି ଭବିଷ୍ୟବାଣୀ କରିଛନ୍ତି ଜଟଣୀ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ । ସୁର କହିଛନ୍ତି, ଖୁବ ଶୀଘ୍ର ପିସିସି ସଭାପତି ପଦରେ ପରିବର୍ତ୍ତନ ହୋଇପାରେ । ଏହି ରେସରେ…

କରୋନା ଆକ୍ରାନ୍ତ ରାଜ୍ୟର ଦ୍ୱିତୀୟ ସାମ୍ବାଦିକଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ରାଜ୍ୟ ଦ୍ୱିତୀୟ ସାମ୍ବାଦିକ ଭାବେ ଗଜପତି ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଏକ ତେଲୁଗୁ ଖବର କାଗଜରେ ସେ ସାମ୍ବାଦିକ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ…

କରୋନା କ୍ରିଏଟିଭିଟି : ସ୍ତୁତି ସୁବୁଦ୍ଧିଙ୍କ ଗୀତ ଆବୃତ୍ତି

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ଐଶ୍ଚର୍ଯ୍ୟା ଓ ଆରାଧ୍ୟା ମଧ୍ୟ କରୋନା ପଜିଟିଭ୍‌

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ବଚ୍ଚନ ପରିବାରର ବୋହୁ ଐଶ୍ଚର୍ଯ୍ୟା ରାୟ ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ଝିଅ ଆରାଧ୍ୟା ମଧ୍ୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି । ଗତକାଲି ଉଭୟଙ୍କ ପରୀକ୍ଷା ହୋଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଥିଲା । ଆଜି ଦ୍ୱିତୀୟ ପର୍ଯ୍ୟାୟ…

ମାଲକାନଗିରିରେ ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଦୁଇଜଣ ହାଡକୋର ମାଓବାଦୀ ଏସପି ରିଷିକେଶ ଖିଲାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଉଛନ୍ତି କାନା ମାଡି ଏବଂ ଲାକେ ପୁନମ। ଏରିଆ କମିଟିର ଜଣେ ସକ୍ରିୟ ସଦସ୍ୟ ଥିବା କାନାଙ୍କ ନାଁରେ ୪ ଲକ୍ଷ ଟଙ୍କାର…

ନବରଙ୍ଗପୁର ଟିଏମସିରୁ ବିଏସ୍ଏଫ୍ ଯବାନ ଫେରାର

ନବରଙ୍ଗପୁର: କରୋନା ସଂକ୍ରମିତ ଜଣେ ବିଏସ୍ଏଫ୍ ଯବାନ ନବରଙ୍ଗପୁର ଜିଲ୍ଲାର ଏକ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମସି)ରୁ ଖସି ପଳାଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ପୋଷ୍ଟିଂ ପାଇଥିବା ଏହି ବିଏସ୍ଏଫ୍ ଯବାନ କରୋନା ପଜିଟିଭ ଥିବା ନେଇ ଜୁନ୍ ୨୪ରେ…

କାଲିଠୁ କଟକରେ ଖୋଲିବ ସପିଂ ମଲ୍

କଟକ: କଟକ ମହାନଗର ନିଗମ ଅଂଚଳରୁ ହଟିଲା ସଟଡାଉନ୍ । ସିଏମସି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଆସନ୍ତାକାଲିଠାରୁ ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ଖୋଲିପାରିବ । ତେବେ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ଔଷଧ ଦୋକାନକୁ କଟକଣାରୁ ବାଦ ଦିଆଯାଇଛି ।…

ବାଲେଶ୍ବରରେ ୧୧ ପଜିଟିଭଙ୍କୁ ମିଶାଇ ୫୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ରବିବାର ଦିନ ୧୧ ଟି କରୋନା ପଜିଟିଭ ବ୍ୟକ୍ତିଙ୍କୁ ମିଶାଇ ମୋଟ ସଂଖ୍ୟା ୫୧୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୬ ଟି ସ୍ଥାନୀୟ ମାମଲା ରହିଛି। ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି ଯେ ଇନଷ୍ଟିଚ୍ୟୁଟସନାଲ…

ଦୁଇ ମାସରେ ରାଜ୍ୟର ୪ ଜେଲକୁ ବ୍ୟାପିଲା କରୋନା; ବିପଦରେ ୧୭ ହଜାର ଅନ୍ତେବାସୀ

କଟକ: ରାଜ୍ୟରେ ପାଖାପାଖି ୪୩ ଜଣ କଏଦୀ ଏବଂ ୱାର୍ଡର କରୋନା ପଜିଟିଭ ଚିହ୍ନଟ ହେବା ପରେ ଅନ୍ତେବାସୀ ମାନେ ଆତଙ୍କିତ ହୋଇପଡିଛନ୍ତି। ବ୍ରହ୍ମପୁର ସର୍କଲ ଜେଲ କରୋନା ସଂକ୍ରମଣ ତାଲିକାର ଶୀର୍ଷରେ ରହିଥିବାବେଳେ ଚୌଦ୍ୱାର ଜେଲ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଏପରିକି ବ୍ରହ୍ମପୁର…