କୋର୍ଟରେ ଏନସିବିର ସତ୍ୟପାଠ: ରିୟା, ସୌଭିକ ଡ୍ରଗ୍ସ କାରୋବାରରେ ଲିପ୍ତ
ମୁମ୍ବାଇ: ରିୟା ଚକ୍ରବର୍ତି ଓ ତାଙ୍କ ଭାଇ ସୌଭିକ ଅଡୁଆରେ ପଡିଛନ୍ତି । ମଙ୍ଗଳବାର ଏନସିବି ବମ୍ବେ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ରିୟା, ସୌଭିକ ଡ୍ରଗ୍ସ କାରୋବାରରେ ଲିପ୍ତ ଥିବା ସ୍ପଷ୍ଟ କରିଛି । ଏନସିବି ଜେନାଲ ଡାଇରେକ୍ଟର ସମୀର ୱାନଖେଡ ଦାଖଲ କରିଥିବା ଜବାବରେ ଉଲ୍ଲେଖ…