Latest Odisha News

BREAKING NEWS

ଆଜି ବାରବାଟୀ ଦିନିକିଆ; ଭାରତ ନା ୱେଷ୍ଟଇଣ୍ଡିଜ୍ ? କିଏ ଜିତିବ ବାଜି

ବାରବାଟୀ: ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ତଥା ଅନ୍ତିମ ପର୍ଯ୍ୟାୟ ମ୍ୟାଚ ଖେଳାଯିବ । କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଦ୍ୱିପ୍ରହର ୧ଟା ୩୦ମି.ରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ୧-୧ରେ ବରାବର ଥିବା ସିରିଜକୁ ଜିତିବା ଲକ୍ଷ୍ୟନେଇ ଉଭୟ ଭାରତ ଓ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୨୨-୧୨-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୨୨ ରିଖ ରବିବାର ଧନୁ ୦୭ ଦିନ ପୌଷ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର  ଘାତ ବାର-: ମେଷ ରାଶିର ଆଜି:…

ନୂଆବର୍ଷରେ ଓଡ଼ିଶାର ଏହିସବୁ ସ୍ଥାନକୁ ଯାଆନ୍ତୁ; ବଣଭୋଜୀର ମଜ୍ଜା ଉଠାନ୍ତୁ…

ଭୁବନେଶ୍ୱର: ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି । ପ୍ରାୟ ସମସ୍ତେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ…

ଖ୍ରୀଷ୍ଟମାସ ସମୟରେ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଯାହାଫଳରେ ଚଳିତ ବର୍ଷ ଓଡ଼ିଶାବାସୀ ଭିଜା ବର୍ଷାରେ ଖ୍ରୀଷ୍ଟମାସ୍୍ ପାଳିିିବାର ଆଶଙ୍କା ରହିଛି। ପୂର୍ବାଂଚଳ ଆଡକୁ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ଗତି…

ବିକାଶର ଏକମାତ୍ର ମାଧ୍ୟମ ଖଣି ନୁହେଁ; ଓଡ଼ିଶା ପରିବେଶ କଂଗ୍ରେସରେ ଉଦବେଗ

ଭୁବନେଶ୍ୱର: ଓଡିଶାରେ ଭରପୁର ଖଣିଜ ସଂପଦ ରହିଛି । କେବଳ ଖଣି ଉତୋଳନ କରି ଓଡିଶାର ବିକାଶ ହୋଇପାରିବ ବୋଲି ଯଦି ଚିନ୍ତା କରାଯାଉଥାଏ, ତେବେ ତାହା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ ବୋଲି ଓଡିଶା ପରିବେଶ କଂଗ୍ରେସରେ ମତ ପ୍ରକାଶ ପାଇଛି । ଓଡିଶା ପରିବେଶ କଂଗ୍ରେସର ଦ୍ୱିତୀୟ ଦିବସରେ ଖଣି…

ଆଦାନୀ ଫାଉଣ୍ଡେସନ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର; ଉପକୃତ ହେଲେ ୮୫୦ ରୋଗୀ

ଧାମରା: ଗ୍ରାମାଞ୍ଚଳରେ ଉକ୍ରୃଷ୍ଟ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟ ନେଇ ଧାମରା ପୋର୍ଟ ସିଏସଆର୍ ବିଭାଗ ପକ୍ଷରୁ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଜାଗୁଳା ରେଡ୍କ୍ରସ ବାତ୍ୟା ଆଶ୍ରୟ ସ୍ଥଳଠାରେ ୨୦ ତାରିଖରେ ଆୟୋଜିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟଶିବିରରେ ପ୍ରାୟ ୮୫୦ ରୁ ଊଦ୍ଧ୍ୱର୍ ରୋଗୀ ଏବଂ…

ବୁଲେଟରୁ ବାହାର କରୁଥିଲେ ବିକଟାଳ ଶବ୍ଦ; ପୋଲିସକୁ ଗଣିଲେ ୩୨ ହଜାର ତଣ୍ଡ !

ଜିନ୍ଦ: ଭାରି ପଡିଲା ବିକଟାଳ ଶବ୍ଦ ବାହାର କରି ବୁଲେଟ ଚଳାଇବା । ବୁଲେଟରୁ ବାଣ ପରି ଶବ୍ଦ ବାହାର କରି ୩୨ ହଜାର ଟଙ୍କା ଜୋରିମାନା ଗଣିଲେ ଯୁବକ । ଘଟଣାଟି ଘଟିଛି ହରିୟାଣାରେ । ମିଳିଥିବା ସୂଚନା ଅନୁସାରେ, ହରିୟାଣାର ନରଓ୍ଵାନାରେ ରାସ୍ତାରେ ବୁଲେଟ ମୋଟର ସାଇକେଲରେ ବାଣ ପରି ବିକଟାଳ…

ବାରବାଟୀରେ ଜୟସୂରିଆଙ୍କ ୨୨ ବର୍ଷର ରେକର୍ଡ଼ ଭାଙ୍ଗି ପାରିବେ ରୋହିତ ଶର୍ମା !

କଟକ: ବାରବାଟୀରେ ଖେଳାଯିବାକୁ ଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ରୋହିତ ଶର୍ମା ୨୨ ବର୍ଷ ତଳର ସନଥ ଜୟସୁରିୟାଙ୍କ ପୁରୁଣା ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି । ଭାରତର ହିଟମ୍ୟାନ ରୋହିତ ଏହି ମ୍ୟାଚରେ ୯ ରନ ସଂଗ୍ରହ କଲେ ଶ୍ରୀଲଙ୍କାର ପୂର୍ବତନ…

ବାରବାଟୀ ଦିନିକିଆ: ଷ୍ଟାଡିୟମ୍ ମଧ୍ୟକୁ ପ୍ରବେଶ ଲାଗି ଗାଇଡଲାଇନ୍ ଜାରି କଲା ପୋଲିସ

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଚୂଡାନ୍ତ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହି ପରିପ୍ରେକ୍ଷୀରେ କମିଶନରେଟ୍ ପୋଲିସ ପକ୍ଷରୁ ଶନିବାର ଦିନ ବାରବାଟୀ ଷ୍ଟାଡିୟମ୍ ମଧ୍ୟକୁ ଦର୍ଶକଙ୍କ ପ୍ରବେଶ…

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଆଖିଠାର; ପୁଣି ଭାଇରାଲ ହେଲା ମନ୍ଦିର ଭିତରର ଫଟୋ

ପୁରୀ: ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଏହାର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ମନ୍ଦିର ମଧ୍ୟକୁ ମୋବାଇଲ ଫୋନ ପ୍ରବେଶର ଅନୁମତି ନଥିବା ବେଳେ ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ମୋବାଇଲେ କଥା ହେଉଥିବାର ଫଟୋ ଏବେ ଭାଇରାଲ ହେଉଛି।…