Latest Odisha News

BREAKING NEWS

ଜଣେ କର୍ମଚାରୀ କରୋନା ପଜିଟିଭ ପରେ ବଣାଇ ହସ୍ପିଟାଲ ଓପିଡି ବନ୍ଦ

ରାଉରକେଲା: ରାଉରକେଲାର ବଣାଇ ଉପଖଣ୍ଡ ହସ୍ପିଟାଲରେ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ମେଡିକାଲର ଓପିଡିକୁ ବନ୍ଦ କରିଦିଆଯାଇଛି। ପ୍ରାପ୍ତ ସୂଚନାନୁଯାୟୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଓପିଡିକୁ ବନ୍ଦ କରାଯାଇଥିବା ବେଳେ ବଣାଇ ମେଡିକାଲରେ କେବଳ ଜରୁରୀ ସେବା ପ୍ରଦାନ…

ଦେଶରେ ୮ ଲକ୍ଷ ଟପିଲା କରୋନା ସଂକ୍ରମିତ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୮,୨୦,୯୧୬କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ପ୍ରଶାସନର କଡା ପଦକ୍ଷେପ; ହଟସ୍ପଟ ଜିଲ୍ଲାରୁ କଟକ ଆସିଲେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ

କଟକ: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏବେ କରୋନା ହଟସ୍ପଟ ଜିଲ୍ଲାରୁ କଟକକୁ ଆସିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧୪ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ପଡିବ।…

ମୁମ୍ବାଇର ଧାରାଭୀ ବସ୍ତି କରୋନା ମୁକାବିଲାରେ ବିଶ୍ୱ ପାଇଁ ମଡେଲ

ସାରା ଦେଶ ଓ ବିଶ୍ୱରେ କରୋନା ମହାମାରୀ ପ୍ରକୋପ ଦେଖାଇ ଚାଲିଛି । କିନ୍ତୁ ମୁମ୍ବାଇର ଧାରାଭୀ ଅଞ୍ଚଳରେ ଭାଇରସର ଚେନରେ ବ୍ରେକରେ ଲାଗି ପାରିଛି । ସାରା ବିଶ୍ୱ ଆଗରେ ଧାରାଭୀ ମଡେଲକୁ ତାରିଫ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏସିଆ ମହାଦେଶରେ ସବୁଠୁ ବଡ଼ ବସ୍ତି କୁହାଯାଉଥିବା ଏହି ଅଞ୍ଚଳରେ…

ସମ୍ବଲପୁରରୁ ଉଦ୍ଧାର ହେଲେ ଅପହୃତ ବ୍ୟବସାୟୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ମାଝିପାଲି ନିକଟରୁ ଶୁକ୍ରବାର ଅପହୃତ ହୋଇଥିବା ଜଣେ ବ୍ୟବସାୟୀଙ୍କୁ ଉଦ୍ଧାର କରାଯାଇଛି। ପୋଲିସ ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ସ୍ଥାନରୁ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଉଦ୍ଧାର କରିଥିବା ନେଇ ସୁତ୍ରରୁ ପ୍ରକାଶ । ତେବେ ପୋଲିସ…

ସମ୍ବଲପୁରରେ ଲାଗୁ ହେଲା ଦୁଇ ଦିନିଆ ସାପ୍ତାହିକ ସଟ୍ ଡାଉନ

ସମ୍ବଲପୁର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ସମ୍ବଲପୁରରେ ପ୍ରଥମ ଥର ପାଇଁ ଲାଗୁ ହେଲା ସାପ୍ତାହିକ ଦୁଇ ଦିନିଆ ସଟ୍ ଡାଉନ । ଆଜି ଶନିବାର ଓ ଆସନ୍ତାକାଲି ସହର ସଟ୍ ଡାଉନ ରହିବ । ଜରୁରୀ କାଳୀନ ସେବା ଉପରେ କଟକଣା ଜାରି ହେବ ନାହିଁ ବୋଲି ସମ୍ବଲପୁର ଏସ୍‌ପି ଟ୍ୱିଟ୍ କରି ସୂଚନା…

ଡାଇମଣ୍ଡ ମାସ୍କ, ଦାମ ଦେଢ଼ ଲକ୍ଷରୁ ଚାରି ଲକ୍ଷ

ଗୁଜରାଟ: କରୋନା ଯୋଗୁ ମାସ୍କର ଚାହିଦା ବଢ଼ିଛି । ଘରୁ ବାହାରିଲେ ଓ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ଡାଇମଣ୍ଡ ମାସ୍କ କଥା କେବେ ଶୁଣି ନଥିବେ କି ଦେଖି ନଥିବେ । କିନ୍ତୁ ଏଭଳି ମାସ୍କ ତିଆରି କରି ବିକ୍ରି କରୁଛନ୍ତି ଗୁଜରାଟ ସୁରତରେ ଜଣେ ହୀରା ବ୍ୟବସାୟୀ ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୧୧-୦୭-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ                                  ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୧୧ ରିଖ ଶନିବାର ମିଥୁନ ୨୭ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ଉତ୍ତର ଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ବୃଷ,ସିଂହ ଓ କନ୍ୟା…

ମୋଟରୋଲା ୱାନ୍ ଭିଜନ୍ ପ୍ଲସ୍ ସ୍ମାର୍ଟଫୋନ ଲଞ୍ଚ, ଜାଣନ୍ତୁ ମୂଲ୍ୟ ଏବଂ ଫିଚର୍ସ

ନୂଆଦିଲ୍ଲୀ: ମୋଟରୋଲା ଗତବର୍ଷ ଭାରତରେ ମୋଟୋ ଜି୮ ପ୍ଲସ୍ ସ୍ମାର୍ଟଫୋନ୍ ଲଞ୍ଚ କରିଥିଲା। ଏଥି ସହିତ କମ୍ପାନୀ ଏହାର ରିବ୍ରାଣ୍ଡେଡ୍ ଭର୍ସନ୍ ମୋଟରୋଲା ୱାନ୍ ଭିଜନ୍ ପ୍ଲସ୍ ବଜାରରେ ଲଞ୍ଚ କରିଛି। ବଜେଟ୍ ମଧ୍ୟରେ ଆରମ୍ଭ ହୋଇଥିବା ଏହି ସ୍ମାର୍ଟଫୋନରେ ଉପଭୋକ୍ତାମାନେ ୪୮ମେଗାପିକ୍ସେଲ ରିୟର…

ସ୍ମାର୍ଟଫୋନରୁ ଟିକଟକ୍ ଡିଲିଟ କରିବାକୁ କର୍ମଚାରୀଙ୍କୁ କହିଲା ଆମାଜନ୍

ଟିକଟକ ପାଇଁ ପୁଣି ଏକ ଅଶୁଭ ଖବର । ଭାରତ ବ୍ୟାନ କରିବା ପରେ ଟିକଟକ ପାଇଁ ଲଗାତାର ଖରାପ ଖବର ହିଁ ସାମାନକୁ ଆସୁଛି । ଏହି ଚାଇନିଜ ଭିଡିଓ ସେୟାର ଆପକୁ ନିଜ ସ୍ମାର୍ଟଫୋନରୁ ହଟାଇବା ପାଇଁ କର୍ମଚାରୀଙ୍କୁ କହିଛି ଆମାଜନ୍ । ସୁରକ୍ଷା କାରଣରୁ କମ୍ପାନୀ ଏଭଳି ପଦକ୍ଷେପ ନେଇଛି । ଯେଉଁ ସବୁ…