Latest Odisha News

BREAKING NEWS

ଅଦାଲତରେ ଖାରଜ ହେଲା ନିର୍ଭୟା ଦୋଷୀ ପବନଙ୍କ ଯାଚିକା; ଖୁବଶିଘ୍ର ପାଇବେ ଫାଶୀ !

ନୂଆଦିଲ୍ଲୀ: ସମସ୍ତ ନୃଶଂସତାକୁ ଟପିଯାଇଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପାଶୀଦଣ୍ଡରେ ଦଣ୍ଡିତ ହୋଇଥିବା ଅନ୍ୟତମ ଅଭିଯୁକ୍ତ ପବନ କୁମାର ଗୁପ୍ତାଙ୍କ ଏକ ଯାଚିକାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଘଟଣା ୨୦୧୨…

ସ୍ୱାସ୍ଥ୍ୟ ପାଇଁ ହିତକର ସୁପ୍

ଭୁବନେଶ୍ୱର: ପାଟିକୁ ସୁଆଦିଆ ଲାଗୁଥିବା ସମସ୍ତ ଖାଦ୍ୟ ଦେହ ପାଇଁ ଖରାପ ତାହା ଭାବିବା ଭୁଲ । ସେହିଭଳି ପାଟି ସୁଆଦିଆ ଓ ଶରୀର ପାଇଁ ହିତକରକ ହେଉଛି ସୁପ୍ । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରରେ ମଧ୍ୟ ବିଭିନ୍ନ ପ୍ରକାରର ସୁପ୍ ବିକ୍ରି ହୋଇଥାଏ। କିନ୍ତୁ ବଜାରରେ ବିକ୍ରି ହେଉଥିବା…

ଓଡ଼ିଶାର ସମସ୍ତ ଚାଷୀଙ୍କ ଡାଟାବେସ୍ ଆସନ୍ତା ଏପ୍ରିଲ୍ ସୁଦ୍ଧା ପ୍ରସ୍ତୁତ ହେବ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୃଷି ବିଭାଗ ୫ଟି ଅଧିନକୁ ଆସିବାର ଏକ ସପ୍ତାହ ପରେ କୃଷି ସମ୍ପର୍କୀତ ଟାର୍ଗେଟ୍ ଧାର୍ଯ୍ୟ କରାଯାଇଛି । ଆସନ୍ତା ବର୍ଷ ଏପ୍ରିଲ୍ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଚାଷୀମାନଙ୍କ ଡାଟାବେସ୍ ପ୍ରସ୍ତୁତ କରିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ‘ମୋ ସରକାର’…

ଖାଲି ପେଟରେ ଖାଆନ୍ତୁ ଖଜୁରୀ, ମିଳିବ ଏହିସବୁ ଫାଇଦା…

ଭୁବନେଶ୍ୱର: ଖାଳି ପେଟରେ ଖଜୁରୀ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ବୋଲି ଏକ ଗବେଷଣାରୁ ପ୍ରମାଣ ହୋଇଛି । ଖାଲି ପେଟରେ ନିୟମିତ ଖଜୁରୀ ଖାଇବା ଦ୍ୱାରା ଚମତ୍କାରୀ ଲାଭ ମିଳିଥାଏ । ଖଜୁରୀରେ ପର୍ଯ୍ୟାପ୍ତ ପରିମାଣରେ ପୋଟାସିୟମ ରହିଛି। ଏହା ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ କରି…

ଜାଣନ୍ତୁ, ପୃଥିବୀ ସମ୍ପର୍କରେ ୧୦ଟି ଅଜଣା କଥା !

ଭୁବନେଶ୍ୱର: ସୌରଜଗତରେ ଥିବା ୯ ଟି ଗ୍ରହ ମଧ୍ୟରୁ ଆମେ ରହୁଥିବା ଗ୍ରହତିର ନାମ ପୃଥିବୀ ଅଟେ । ସୌରମଣ୍ଡଳର ଏହା ଏକମାତ୍ର ଗ୍ରହ, ଯେଉଁଠି ଜୀବଜଗତ ବଞ୍ଚିବା ସମ୍ଭବପର ହୋଇ ପରିଛି। ଏଠାରେ ଜୀବଜଗତ ବଞ୍ଚି ରହିବା ନିମନ୍ତେ ଆବଶ୍ୟକୀୟ ଜଳ, ବାୟୁ ଓ ପବନ ରହିଛି । ଯାହା ଅନ୍ୟକୌଣସି ଗ୍ରହରେ…

ନାବାଳିକା ଦୁଷ୍କର୍ମ-ହତ୍ୟା ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଦେଲେ କେନ୍ଦୁଝର ଜିଲ୍ଲା କୋର୍ଟ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଦୌରାଜର୍ଜ କୋର୍ଟ ଗୁରୁବାର ଦିନ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ସୁନୀଲ ନାୟକଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ନୟାଧୀଶ ଲୋକନାଥ ସାହୁ ୨୮ ଜଣ ସାକ୍ଷୀଙ୍କ ଆଧାରରେ ପୋକ୍ସୋ ନିୟମ ଅନୁଯାୟୀ ଏହି ଆଦେଶ ଦେଇଛନ୍ତି । ଗଣମାଧ୍ୟମକୁ…

ସ୍ୱର୍ଗଦ୍ୱାର ପରିସରରୁ ଉଚ୍ଛେଦ ହେଲା ବିଜୁ ସମାଧିସ୍ଥଳ

ପୁରୀ: ପୁରୀ ନଗରପାଳିକା ବୁଧବାର ବିଳମ୍ବିତ ସନ୍ଧ୍ୟାରେ ସ୍ୱର୍ଗଦ୍ୱାର ପରିସରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳୀକୁ ଉଚ୍ଛେଦ କରିଛନ୍ତି । ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଓ ଅନ୍ୟ ବରିଷ୍ଠ ଜିଲ୍ଲା ଅଧୀକାରୀଙ୍କ ଉପସ୍ଥିତିରେ ବିଜୁ…

ବାରବାଟୀ ଦିନିକିଆ: ଭୁବନେଶ୍ବରରେ ପହଞ୍ଚିଲେ ଉଭୟ ଦଳର ଖେଳାଳି

ଭୁବନେଶ୍ୱର: ବାରବାଟୀରେ ଦିନିକିଆ ମ୍ୟାଚ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଭାରତୀୟ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମର ଖେଳାଳୀ । ସ୍ବତନ୍ତ୍ର ବିମାନ ଯୋଗେ ଗୁରୁବାର ଦିନ ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ଉଭୟ ଦଳ ପହଞ୍ଚିଛନ୍ତି। ଏହାପରେ କଡା ସୁରକ୍ଷା ଭିତରେ…

ତୋଷାଳି ମେଳାର ୪ର୍ଥ ସନ୍ଧ୍ୟା: ନାମିଦାମୀ କଳାକାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୨୦୧୯ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଡିସେମ୍ବର ୧୫ ତାରିଖଠାରୁ ଆରମ୍ଭ ହୋଇଛି । ସାରା ଦେଶର ହସ୍ତଶିଳ୍ପ କାରିଗର, ବୁଣାକାର ଓ ସ୍ଥପତିକାରମାନେ ଏହି ମେଳାରେ ଅଂଶଗ୍ରହଣ କରିଛନ୍ତି ।…

ବିଲେଇ ମାରି ବନ୍ଧା ହେଲେ ଯୁବକ !

ଭୁବନେଶ୍ୱର: ଆଇନ ସମସ୍ତଙ୍କ ପାଇଁ ସମାନ । ସେ ମଣିଷ ହୁଅନ୍ତୁ କିମ୍ବା ଜୀବଜନ୍ତୁ । ବୁଧବାର ଭୁବନେଶ୍ୱର ୟୁନିଟ -୪ରେ ଗୋଟିଏ ପୋଷା ବିଲେଇକୁ କେହି ଗୁଳି କରି ହତ୍ୟା କରିଥିବା ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଅଭିଯୋଗକୁ ଗୁରୁତର ସହ ନେଇ ତଦନ୍ତ କରିବା ପରେ ବିଲେଇକୁ…