Latest Odisha News

BREAKING NEWS

ବିନା ହେଲମେଟରେ ଗାଡି ଚାଳନା; ତଣ୍ଡ ଗଣିଲେ ଏହି ଓଡିଆ ଅଭିନେତା

ଭୁବନେଶ୍ୱର: ନୂଆ ମୋଟର ଭେହିକିଲ୍ ଆଇନ୍ ଅନୁଯାୟୀ ଗତ ବୁଧବାର ଦିନ ବିନା ହେଲମେଟରେ ଗାଡି ଚଳାଇ ପ୍ରାୟ ୧୦୦୦ଟଙ୍କା ଜୋରିମାନା ଭରିଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନ୍ ଓରଫ୍ ତନ୍ମୟ ମହାନ୍ତି । ସେ ହେଲମେଟ୍ ନପିନ୍ଧି ଏକୁଟିଆ ବାଇକ୍ ଚଳାଉଥିବା ବେଳେ କଳିଙ୍ଗ ନଗରରେ ଥିବା…

ପିଆଜ ବୋମା…

ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ ରାଜ୍ୟରେ ପିଆଜ ଦର ୧୫୦ ଛୁଇଁଲାଣି କେବେଠାରୁ । ରାଜ୍ୟର କେଉଁ ଇଲାକାରେ କେତେ ଦାମରେ ପିଆଜ ବିକ୍ରି ହେଉଛି, କେହି ତାର ହିସାବ ରଖୁ ନାହାନ୍ତି । କୋଉ ଦିନ ୧୨୦ ଟଙ୍କାରେ କିଲେ ପିଆଜ କଥା ଆସୁଛି ତ କୋଉ ଦିନ ୧୬୦ରେ କିଲେ…

ଡିସେମ୍ବର ୨୦ରେ ଟ୍ବିନସିଟିର କେଉଁସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ସେବା; ଜାଣନ୍ତୁ

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଆସନ୍ତା ଡ଼ିସେମ୍ବର ୨୦  ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି ।…

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ ତା୧୯-୧୨-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୧୯ ରିଖ ଗୁରୁବାର ଧନୁ ୦୪ ଦିନ ପୌଷ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ…

‘ଜଳସାଥୀ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ରେଳବାଇ ଅଡ଼ିଟୋରିୟମରେ ଜଳସାଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଳସାଥୀମାନଙ୍କୁ ଜଳର ମାନ ପରୀକ୍ଷା କିଟ୍ ଓ ପି.ଓ.ଏସ ମେସିନ୍ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଆଜିଠାରୁ…

ଦମଦାର୍ ବ୍ୟାଟିଂ ସହ କୁଲଦୀପଙ୍କ ହ୍ୟାଟ୍ରିକ୍; ୧୦୭ ରନରେ ଟିମ୍ ଇଣ୍ଡିଆ ଜିତିଲା ମ୍ୟାଚ୍

ବିଶାଖାପାଟଣା: ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ଓ ବୋଲରଙ୍କ ନିଖୁଣ ବୋଲିଂ ଆଗରେ ହାର୍ ମାନିଛି ଦୁର୍ଦ୍ଦଶ ୱେଷ୍ଟଇଣ୍ଡିଜ୍ ଦଳ । ପ୍ରଥମ ଦିନିକିଆ ଜିତି ଦୃଢ ମନୋବଳ ହାସଲ କରିଥିବା ୱେଷ୍ଟଇଣ୍ଡିଜ୍ ଦଳକୁ ବିଶାଖାପାଟଣା ଦିନିକିଆରେ ଭାରତ ୧୦୭ ରନରେ ପରାସ୍ତ କରି ଶୃଙ୍ଖଳାକୁ…

ଜାଣନ୍ତୁ କାହିଁକି, ଡିସେମ୍ବର ୨୫ ତାରିଖରେ ଶ୍ରୀମନ୍ଦିର ଖୋଲା ରହିବ ସାରାରାତି !

ପୁରୀ: ଆସନ୍ତା ଡିସେମ୍ବର ୨୫ ତାରିଖ ଅର୍ଥାତ ବଡ଼ଦିନ ରାତିରେ ସାରାରାତି ଶ୍ରୀମନ୍ଦିରର ଖୋଲା ରହିବ । ପ୍ରାପ୍ତ ସୂଚନା ଅନୁସାରେ ଡିସେମ୍ବର ୨୬ ତାରିଖରେ ସୂର୍ଯ୍ୟପରାଗ ହେଉଥିବାରୁ ୨୫ ତାରିଖ ରାତି ସାରା ଶ୍ରୀମନ୍ଦିର ଖୋଲା ରହିବା ନେଇ ବୁଧବାର ଦିନ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି…

ଫାଶୀଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ; ଦୁଷ୍କର୍ମକାରୀ ଅକ୍ଷୟର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ୍

ନୂଆଦିଲ୍ଲୀ: ଲୋମହର୍ଷଣକାରୀ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଦୋଷୀ ସାବ୍ୟସ୍ତ ହୋଇ ଫାଶୀଦଣ୍ଡ ପାଇଥିବା ଅକ୍ଷୟ କୁମାର ସିଂହର ପୁନର୍ବିଚାର ଆବେଦନକୁ ବୁଧବାର ଦିନ ସୁପ୍ରିକକୋର୍ଟ ଖାରଜ କରିଦେଇଛନ୍ତି । ଏହି ବହୁଚର୍ଚ୍ଚିତ ମାମଲାର ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି…

ଆସନ୍ତୁ ଜାଣିବା ଟିକ-ଟକ୍ ର କେତେଜଣ ଚର୍ଚ୍ଚିତ ଷ୍ଟାରଙ୍କ ବିଷୟରେ

ଭୁବନେଶ୍ୱର: ଟିକଟକ୍ ଏବେ ଯୁବ ପିଢ଼ୀଙ୍କ ନିଶା ପାଲଟିଛି କହିଲେ ଭୁଲ ହେବ ନାହିଁ । ତେବେ ଏହା ମାଧ୍ୟମରେ କେତେକ ଯୁବକ, ଯୁବତୀ ସାମୟିକ ଅଭିନୟ କରି ଷ୍ଟାର ପାଲଟିଛନ୍ତି । ଆସନ୍ତୁ ସେ ଭଳି କିଛି ଟିକଟକ ଷ୍ଟାରଙ୍କ ବିଷୟରେ ଜାଣିବା । ଅଭନୀତ କୌର: ଅଭନୀତ କୌରଏହି ଦୌଡରେ ସବୁଠାରୁ…

‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମରେ ଭାଗ ନେଉଥିବା ଯୁବକଙ୍କୁ ଯାତ୍ରୀ ଭଡ଼ାରେ ୫୦ ପ୍ରତିଶତ ରିହାତି ଦେବ ଭାରତୀୟ…

ନୂଆଦିଲ୍ଲୀ: ଭାରତୀୟ ରେଳ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଯୁବକଯୁବତୀଙ୍କୁ ଯାତ୍ରୀ ଭଡ଼ାରେ ୫୦ ପ୍ରତିଶତ ରିହାତି ଦେବ । ଏହି ରିହାତି କେବଳ ଦ୍ୱିତୀୟ ଶ୍ରେଣୀ ଏବଂ ସ୍ଲିପର ଶ୍ରେଣୀର ସିଟ ପାଇଁ ମୂଳ ଭଡ଼ା ଉପରେ ମିଳିବ । ‘ଏକ ଭାରତ ଶ୍ରେଷ୍ଠ ଭାରତ’…