କାନାଡାରେ ଭୟଙ୍କର ହେଉଛି କରୋନା ସ୍ଥିତି
ଭୁବନେଶ୍ୱର: ଦେଶବ୍ୟାପୀ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଭଳି ସମୟରେ କାନାଡାରେ କରୋନା ସ୍ଥିତି ଭୟଙ୍କର ହେଉଛି ବୋଲି ବୁଧବାର ଦିନ କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବକ ଦେଶବାସୀଙ୍କୁ…