ରିଲାଏନ୍ସ ଫାଉଣ୍ଡେସନର ବହୁସ୍ତରୀୟ ଅଡିଓ କନ୍ଫରେନ୍ସ ଜରିଆରେ ଲାଭାନ୍ୱିତ ହେଲେ ମୟୂରଭଂଜର ଚାଷୀ ପ୍ରହଲ୍ଲାଦ ମହନ୍ତ
ଭୁବନେଶ୍ୱର : ମୟୂରଭଞ୍ଜ ରରୁଆଁ ବ୍ଲକ୍ କଲଣ୍ଡା ଗାଁର ପରିବା ଚାଷୀ ପ୍ରହଲ୍ଲାଦ ମହନ୍ତ । ପ୍ରତିବର୍ଷ ସେ ଜମିରେ କଲରା, ଟମାଟୋ, ବାଇଗଣ ଆଦି ଚାଷ କରିଥାନ୍ତି । ଚଳିିତ ବର୍ଷ ବି ଏସବୁ ଚାଷ କରିଥିଲେ । ଫଳ ବି ଭଲ ଆସିଥିଲା । ତେଣୁ ଆଶା ଥିଲା ଏଗୁଡିକୁ ବଜାରରେ ବିକ୍ରି କରି ଭଲ ଦି ପଇସା…