Latest Odisha News

BREAKING NEWS

ଓଡ଼ିଶାକୁ ରେଳ ଚଳାଚଳ କମ୍ କରାଯାଉ: ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ଚିଠି ଲିଖିଛନ୍ତି ରାଜ୍ୟ ସରକାର । ଓଡ଼ିଶାକୁ ଟ୍ରେନ୍ ଚଳାଚଳ କମାଇବା ପାଇଁ ଚିଠିରେ ନିବେଦନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସେ ଚିଠିରେ…

ଡିଏସପିଙ୍କ ପରିବାରରେ ୪ କରୋନା ପଜିଟିଭ୍ ଚିହ୍ନଟ !

କଟକ: କଟକ ଜିଲ୍ଲାର ଆଠଗଡ଼ ସବ ଡିଭିଜନରେ ଜଣେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ (ଡିଏସପି)ଙ୍କ ପରିବାରର ୪ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଭାବେ ଏହି ସବ ଡିଭିଜନରେ ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ସମେତ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା…

ମ୍ୟାନାମାରରେ ଅଶାନ୍ତି ସୃଷ୍ଟି କରୁଛି ଚୀନ, ସାରା ବିଶ୍ୱକୁ ସାହାଯ୍ୟ ମାଗିଲେ ଆର୍ମି ଚିଫ୍‌

ରେଙ୍ଗୁନ: ମ୍ୟାନାମାରରେ ଚୀନ ଉଦ୍ଦେଶ୍ୟମୂଳକ ଭାବେ ଅଶାନ୍ତି ସୃଷ୍ଟି କରୁଛି । ସେଠାକାର ଉଗ୍ରପନ୍ଥୀଙ୍କୁ ଅସ୍ତ୍ରଶସ୍ତ୍ର ଓ ଅର୍ଥ ଯୋଗାଉଥିବା ମ୍ୟାନାମାରର ଆର୍ମି ଚିଫ ଅଭିଯୋଗ ଆଣିଛନ୍ତି । ନିକଟରେ ଅରାକାନା ଆତଙ୍କବାଦୀ ସଂଗଠନ ଉପରେ ଚଢ଼ାଉ କରାଯିବା ପରେ ସେଠାରୁ ଚୀନ ମିସାଇଲ,…

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି: ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଗାଡି ପୂଜା କରି ଆପ୍‌ର ପ୍ରତିବାଦ

କଟକ: କରୋନା କାଳରେ ଦେଶରେ ଦିନକୁ ଦିନ ବଢ଼ିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ତୈଳ ଦର ଲଗାତର ବଢ଼ୁଛି । ଏହାକୁ ବିରୋଧ କରି ଆଜି କଟକ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ କଟକ ଜିଲ୍ଲା ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି । ପେଟ୍ରୋଲ ଓ ଡିଜେଲ ବ୍ୟବହୃତ ଗାଡିଗୁଡିକୁ…

କାଶ୍ମୀର ଜୋନ୍ ପୋଲିସ ୧୨ ଆତଙ୍କବାଦୀଙ୍କ ହିଟଲିଷ୍ଟ ଜାରି କଲା

ଶ୍ରୀନଗର: ଜମ୍ମୁ-କଶ୍ମୀରକୁ ଆତଙ୍କବାଦୀ ମୁକ୍ତ କରିବା ପାଇଁ ସ୍ଥାନୀୟ ପୋଲିସ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଇତି ମଧ୍ୟରେ କଶ୍ମୀର ଜୋନ୍ ପୋଲିସ ୧୨ଜଣ ଆତଙ୍କବାଦୀଙ୍କ ହିଟଲିଷ୍ଟ ପ୍ରସ୍ତୁତ କରିଛି । ଏଥିରେ ଜୈଶ-ଇ-ମହମ୍ମଦର ୩, ଲଶ୍ମର-ଇ-ତୋଇବା ୫ଜଣ…

ଝାରସୁଗୁଡା ସ୍ପଞ୍ଜ ଆଇରନ୍ ପ୍ଲାଂଟରେ ବିସ୍ଫୋରଣ, ୭ ଗୁରୁତର

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲହଣ୍ଡା ସ୍ଥିତ ଏକ ସ୍ପଞ୍ଜ ଆଇରନ୍ ପ୍ଲାଂଟରେ ବିସ୍ଫୋରଣ ହୋଇଛି । TPSL ସ୍ପଞ୍ଜ ଏଣ୍ଡ ରୋଲିଂ କାରଖାନାରେ ଥିବା SMSର ବ୍ଲାଷ୍ଟ ଫରନେସ ଫର୍ନିସ ଲିକ୍‌ ହୋଇ ବିସ୍ଫୋରଣ ହୋଇଛି । ଫଳରେ ୭ ଜଣ ଶ୍ରମିକ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା…

ଶିବରାଜଙ୍କ କ୍ୟାବିନେଟରେ ୯ ଜ୍ୟୋତିରାଦିତ୍ୟ ସମର୍ଥକ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି । ୨୮ ଜଣ ମନ୍ତ୍ରୀ ରାଜ ଭବନରେ ଶପଥ ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ୨୦ ଜଣ କ୍ୟାବିନେଟ ଏବଂ ୮ ଜଣ ରାଷ୍ଟ୍ର ମନ୍ତ୍ରୀ । ଶିବରାଜଙ୍କ କ୍ୟାବିନେଟରେ ଶପଥ ଗ୍ରହଣ କରିଥିବା ୨୮ ଜଣ…

ଉତ୍କଳ କନିକା ଗ୍ୟାଲେରିଆ ମଲର ଜବରଦଖଲ ଉଚ୍ଛେଦ ଦାବି

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତ ବହୁଳ କଳ୍ପନା ଛକରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲର ଜବରଦଖଲ ଉଚ୍ଚେଦକୁ ନେଇ ରାସ୍ତାକୁ ଓହ୍ଲାଇଛି ରାଜ୍ୟ ବିଜେପି । ଦଳ ଦାବି କରିଛି ଯେ, ସରକାରୀ ସଂସ୍ଥା ଓ ସରକାରୀ ଅର୍ଥରେ କ୍ଷତି ଆଣୁଥିବା ନୂଆ ଡିଜାଇନକୁ ବାତିଲ କରାଯାଉ। ଉତ୍କଳ କନିକା ଗ୍ୟାଲେରିଆ…

ରାଜଧାନୀର ରୁଚିକା ନର୍ସିଂହୋମରେ ପଡିଲା ତାଲା

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀର ରୁଚିକା ନର୍ସିଂ ହୋମରେ ତାଲା ପଡିଛି । ବରମୁଣ୍ଡା ଜିବି କୋଲନୀରେ ଥିବା ଏହି ନର୍ସିଂ ହୋମରେ ଆଜି ବିଏମସି ଓ ବିଡିଏର ଟିମ୍ ଚଢାଉ କରିଥିଲେ । ନର୍ସିଂ ହୋମ୍ କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରୁଥିବା ଅଧିକାରୀଙ୍କ ଦୃଷ୍ଟିକୁ ଆସିଥିଲା ।…

ଭୁମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କତ୍ରା ଠାରେ ଗୁରୁବାର ଦିନ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି। ଯାହାଫଳରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି। ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୩.୬ ମପା ଯାଇଥିଲା। ଆଜି ଦିନ ୨ଟା…