Latest Odisha News

BREAKING NEWS

ବାରବାଟୀ ଦିନିକିଆ ମ୍ୟାଚ୍: ଆସନ୍ତାକାଲିଠାରୁ ଅନଲାଇନ ଟିକେଟ ବିକ୍ରି

କଟକ: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୨୨ ତାରିଖରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଗୁରୁବାରଠାରୁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଯିବ । ଏହି ଅନଲାଇନ ଟିକେଟ ବିକ୍ରି ଡିସେମ୍ବର ୫ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ଓସିଏ ପକ୍ଷରୁ…

ଏନ୍ଏସ୍ଏସ୍ ଶାଖା ପକ୍ଷରୁ ସୋଆ କ୍ୟାମ୍ପସରେ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମବାର୍ଷିକୀ ଏବଂ ନ୍ୟାସନାଲ ସର୍ଭିସ ସ୍କିମର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ଏନ୍ଏସ୍ଏସ୍ ଶାଖା ପକ୍ଷରୁ ମଙ୍ଗଳବାର ଦିନ ସୋଆ କ୍ୟାମ୍ପସରେ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

ବ୍ୟାଙ୍କକ୍ ଏସୀୟ ଶିଶୁ ସମ୍ମିଳନୀ: ଭାଗନେଲେ ଦୁଇ ଓଡିଆ ଝିଅ

ଭୁବନେଶ୍ୱର: ଜାତିସଂଘର ଶିଶୁ ଅଧିକାର ଘୋଷଣା ନାମାର ୩୦ ବର୍ଷ ପୂର୍ତ୍ତିକୁ ସାରା ବିଶ୍ଵ ପାଳନ କରୁଛି । ଏହି ଅବସରରେ ବ୍ୟାଙ୍କକ୍ ଏସୀୟ ଶିଶୁ ସମ୍ମିଳନୀ ଭାଗ ନେଇଛନ୍ତି ଦୁଇ ଓଡିଆ ଝିଅ । ସାଇଭାକ୍ ଆଞ୍ଚଳିକ ସଚିବାଳୟ (ଏସଆରଏସ), ସିଆରସି ଏସିଆ, ଏସିଡବ୍ଲୁସି ଥାଇଲାଣ୍ଡ ମିଳିତ ସହଯୋଗରେ…

ନାରୀ ସୁରକ୍ଷା ଦିଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ, ଜାଣନ୍ତୁ କ’ଣ

ଚଣ୍ଡିଗଡ଼: ଦେଶରେ ପ୍ରାୟତଃ ସମସ୍ତ ସ୍ଥାନ ଦିନକୁ ଦିନ ମହିଳାମାନଙ୍କ ପାଇଁ ଅସୁରକ୍ଷିତ ହେବାରେ ଲାଗିଛି । ନାରୀ ନିର୍ଯ୍ୟାତନା ତଥା ଦୁଷ୍କର୍ମ ଘଟଣା ପ୍ରତିଦିନ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି । ଏଭଳି କ୍ଷେତ୍ରରେ ପଞ୍ଜାବ ସରକାର ନାରୀଙ୍କ ସୁରକ୍ଷା ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ…

ଦେଖନ୍ତୁ ବିଶ୍ୱର ୯ ଜଣ ସୁନ୍ଦରୀଙ୍କୁ; ଏଥିରେ ଅଛନ୍ତି ଜଣେ ଭାରତୀୟ !

ସୁନ୍ଦର ସାମଗ୍ରୀ ସବୁବେଳେ ସମସ୍ତଙ୍କର ଆଖିରେ ଲାଖି ରହିଥାଏ, ଆଉ ଯଦି ସୁନ୍ଦରୀ ମହିଳାଙ୍କ କଥା କହିବା ତ ଏମାନେ ସବୁବେଳେ ଲୋକଙ୍କ ଆକର୍ଷଣର କେନ୍ଦ୍ରରେ ହିଁ ରହିଥାନ୍ତି । ଆସନ୍ତୁ ନଜର ପକାଇବା ବିଶ୍ୱର ୯ ଜଣ ସବୁଠୁ ସୁନ୍ଦରୀ ମହିଳାଙ୍କ ଉପରେ । ଏହି ସୁନ୍ଦରୀ ମହିଳାମାନେ ନିଜର ସୁନ୍ଦରତା…

ସୋସିଆଲ ନେଟୱର୍କରେ ୬୭ ଲକ୍ଷ ପ୍ରଶଂସକ ଜୁଟାଇଥିବା ଲିଲ୍ ବବ୍ ବିଲେଇର ଦେହାନ୍ତ !

ନ୍ୟୁୟର୍କ: ସୋସିଆଲ ନେଟୱର୍କର ସବୁଠାରୁ ଲୋକପ୍ରିୟ ବିଲେଇ ଲିଲ୍ ବବର ୮ ବର୍ଷ ବୟସରେ ମୃତ୍ୟୁ ଘଟିଛି । ଆମେରିକାର ଏହି ଗେଡା ବିଲେଇର ଫେସବୁକ୍, ଇଂଷ୍ଟ୍ରାଗ୍ରାମ, ଟୁଇଟର ଓ ୟୁଟ୍ୟୁବରେ ୬୭ ଲକ୍ଷ ପ୍ରଶଂସକ ରହିଛନ୍ତି । ସାଧାରଣ ବିଲେଇଙ୍କଠାରୁ ଏହାର ରୂପ ଭିନ୍ନ ହୋଇଥିବାରୁ ଖୁବ୍ ଶୀଘ୍ର ସେ…

ଇଣ୍ଡୋନେସିଆରେ ‘ସୁନ୍ଦରୀ ପ୍ରତିଯୋଗିତା’ ଜିତିଲେ ଓଡ଼ିଆ ଯୁବତୀ ସିମରନ !

ବିଶ୍ୱ ମାନଚିତ୍ରରେ ପୁଣି ଓଡ଼ିଶାର ଟେକ ରଖିଛନ୍ତି ଜଣେ ଓଡ଼ିଆ ଝିଅ । କୋରାପୁଟ ଜିଲ୍ଲାର ଜଣେ ଆଦିବାସୀ ଝିଅ ସାନ୍ତ୍ୱନା ବି ସିମରନ ଇଣ୍ଡୋନେସିଆର ଜାକାର୍ତାଠାରେ ଅନୁଷ୍ଠିତ ‘ସୁନ୍ଦରୀ ପ୍ରତିଯୋଗିତା’ରେ 'ମିସ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫୋଟୋଜେନିକ' ଟାଇଟେଲ ଜିତିଛନ୍ତି । ସିମରନ…

ମହାଦେବଙ୍କ ନିଶ୍ଚିତ ଆଶୀର୍ବାଦ ଲାଗି ଏହି ୪ ପ୍ରକାର ଅଭିଷେକ କରନ୍ତୁ…

ଦେବ ଦେବ ମହାଦେବଙ୍କ ଅପାର କୃପାରୁ ଅସଂଖ୍ୟ ଶ୍ରଦ୍ଧାଳୁ୍ଙ୍କର ମନୋସ୍କାମନା ପୂର୍ଣ୍ଣ ହୋଇଥିବାର ସ୍ୱୀକାର କରିଛନ୍ତି । କଥାରେ ଅଛି ମହାଦେବଙ୍କର ତପେ ବର ନହେଲେ କୋପେ ବର । ମହାଦେବ ଶିବଙ୍କ ଆଶୀର୍ବାଦ ଭିକ୍ଷା ସହଜ ହୋଇଥାଏ ଶିବଙ୍କ ଅଭିଷେକ କଲେ । ମହାଦେବଙ୍କ ୪ ପ୍ରକାର ପୂଜାର୍ଚ୍ଚନା ବା…

ଶ୍ରୀମନ୍ଦିର ଉଚ୍ଛେଦ ପ୍ରକ୍ରିୟା: ଆଜି କେଉଁ ସ୍ଥାନରେ ହେଉଛି ଭଙ୍ଗାଭଙ୍ଗି କାର୍ଯ୍ୟ, ଜାଣନ୍ତୁ

ପୁରୀ: ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ତଥା ଶ୍ରୀନ୍ଦିରର ସୁରକ୍ଷା ନିମନ୍ତେ ଏହାର ଚାରିପଟେ ୭୫ ମିଟର ଯାଏଁ ସ୍ଥାନରେ ଥିବା କୋଠାବାଡ଼ି ଉଚ୍ଛେଦ ପ୍ରକ୍ରିୟାର ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟ ବୁଧବାର ସକାଳୁ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଚାରିପାଖ ସୌନ୍ଦର୍ଯ୍ୟକରଣ…

ଆଜି ଶ୍ରୀଜୀଉଙ୍କ ‘ବନକଲାଗି’ ନୀତି; ୪ ଘଣ୍ଟା ଯାଏଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ…

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ…