ମୃତ୍ୟୁ ପୂର୍ବରୁ ୧୦୦ନଂକୁ ଡାଏଲ କରିଥିଲେ କି ଦିଶା ସାଲିଏନ୍; କ’ଣ କହୁଛି ମୁମ୍ବାଇ ପୋଲିସ
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ପୂର୍ବତନ ମ୍ୟାନେଜର ଦିଶା ସାଲିଏନଙ୍କ ମୃତ୍ୟୁ ମାମଲାକୁ ନେଇ ଅନେକ ସମୟରେ ଭିନ୍ନ କଥା ଶୁଣିବାକୁ ମିଳିଥାଏ ।
ନିକଟରେ ଦିଶା ମୃତ୍ୟୁ ପୂର୍ବରୁ ୧୦୦ ନଂକୁ ଡାଏଲ କରିଥିବା ନେଇ ଚର୍ଚ୍ଚା ହେଉଥିଲା । ଯାହା ପରେ ଏସମ୍ପର୍କରେ ସଫେଇ ଦେଇଛି…