Latest Odisha News

BREAKING NEWS

ବିଶ୍ୱ ଏଡ଼ସ୍ ଦିବସରେ ଜାଣନ୍ତୁ ଏଚ୍‌ଆଇଭି ରୋଗୀଙ୍କ ପାଇଁ ଡାଏଟ ପ୍ଲାନ

ଭୁବନେଶ୍ୱର: ଡିସେମ୍ବର ୧ କୁ ସାରା ବିଶ୍ୱରେ 'ଏଡସ୍ ଦିବସ' ଭାବେ ପାଳନ କରାଯାଉଛି। ଏହି ରୋଗର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କୁ ବିଭିନ୍ନ ବିଷୟ ଉପରେ ଧ୍ୟାନ ରଖିବାକୁ ପଡ଼ିଥାଏ। ଏଚ୍‌ଆଇଭି ପୀଡ଼ିତ ବ୍ୟକ୍ତି ନିଜ ଡାଏଟ୍‌ରେ ଏହିସବୁ ଖାଦ୍ୟକୁ ସାମିଲ କଲେ ସେମାନଙ୍କ ଇମ୍ୟୁନିଟି ସିଷ୍ଟମ୍‌…

ପ୍ରଫୁଲ୍ଲ କରଙ୍କ ସମେତ ୧୬ ଜଣ ପାଇଲେ ‘ଓଡିଶା ଏକ୍ସଲେନ୍ସି ଆୱାର୍ଡ’

ଭୁବନେଶ୍ୱର: ‘ଓଡିଶା ଏକ୍ସଲେନ୍ସି ଆୱାର୍ଡ’ ୨୦୧୯ର ୨ୟ ସଂସ୍କରଣରେ ପ୍ରଫୁଲ୍ଲ କର (ସଙ୍ଗୀତ), ସୁଦର୍ଶନ ସାହୁ(କଳା) ଓ ଇଲିଆନା ସୀତାରିଷ୍ଟଙ୍କୁ (ନୃତ୍ୟ) ଲାଗି ରବିବାର ଦିନସମ୍ମାନିତ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଶେଣୀ ଲାଲ୍ ପ୍ରାୟ ୧୭ ଜଣ ବ୍ୟକ୍ତିବିଶେଷ ଓ ୩ଟି ସଙ୍ଗଠନକୁ ଏହି…

ନିୟମିତ ଖାଆନ୍ତୁ ଏହିଫଳ, ନିୟନ୍ତ୍ରଣରେ ରହିବ ମଧୁମେହ

ଭୁବନେଶ୍ୱର: ଏକ ସର୍ଭେରୁ ଜଣାପଡିଛି ଯେ, ସାରା ବିଶ୍ୱରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଭାରତରେ ସର୍ବାଧିକ । ତେବେ ଅଧିକାଂଶ ଲୋକ ଡାଇବେଟିସ ନିୟନ୍ତ୍ରଣ ପାଇଁ ମେଡିସିନ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି । ଡାଇବେଟିସ ମଣିଷକୁ ଦୁର୍ବଳ କରିଦେବା ସହ ଶରୀରରେ ରୋଗପ୍ରତିରୋଧକ ଶକ୍ତି…

ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ଡାକୋଟାରେ ବିମାନ ଦୁର୍ଘଟଣାଗ୍ରସ୍ତ: ୯ମୃତ, ୩ଆହତ

ଓ୍ବାସିଂଟନ: ଦକ୍ଷିଣ ଡାକୋଟାରୁ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ପିସି-୧୨ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଶନିବାର ଦିନ ୧୨.୩୦ ରେ ଘଟାଇଥିବା ଏହି ଦୁର୍ଘଟଣାରେ ପ୍ରାୟ ନଅ ଜଣ ଲୋକ ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ ଯେ, ଶନିବାର ଅପରାହ୍ଣ ପ୍ରାୟ ୧୨: ୩୦ ମିନିଟ୍ ସମୟରେ ବିମାନଟି…

ସେହ୍ୱାଗଙ୍କୁ ପଛରେ ପକାଇ ନୂଆ ରେକର୍ଡ଼ କଲେ ଷ୍ଟିଭ୍ ସ୍ମିଥ୍ !

ମୁମ୍ବାଇ: ଏପର୍ଯ୍ୟନ୍ତ ଦ୍ରୁତତମ ଇନିଂସରେ ରନ ସଂଗ୍ରହ ରେକର୍ଡ଼ ଦୁର୍ଦ୍ଦଶ ଭାରତୀୟ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ୱାଗଙ୍କ ନାମରେ ଥିଲା । ତେବେ ୧୨୬ ଇନିଂସରେ ୭୦୦୦ ରନ କରି ଷ୍ଟିଭ୍ ସ୍ମିଥ୍ ସେହ୍ୱାଗଙ୍କ ନାମରେ ଥିବା କିର୍ତ୍ତୀମାନକୁ ଭଙ୍ଗ କରିଛନ୍ତି । ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍…

ବିବାହ ପାଇଁ ମନା କରିବାରୁ ବାପ-ଝିଅଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଭଦ୍ରକ: ଶନିବାର ରାତିରେ ଭଦ୍ରକ ଜିଲ୍ଲାରେ ଘଟିଛି ସମସ୍ତଙ୍କୁ ଚକିତ କରିଦେବା ଭଳି ଘଟଣା । ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥାନା କେନ୍ଦୁଆପଦା ଡାଳିମ୍ବ ଗଡିଆ ଛକରେ ପାଗଳ ପ୍ରେମିକ ମରଣାନ୍ତକ ଆକ୍ରମଣରେ ଜଣେ ବ୍ୟକ୍ତି ଓ ତାଙ୍କ ଝିଅ ଗୁରୁତର ଆହତ ହୋଇଥିବା ଜଣାପଡିଛି।…

ବାର୍ଷିକ ପରୀକ୍ଷା ପାଇଁ ୭୫% ଉପସ୍ଥାନ ବାଧ୍ୟତାମୂଳକ: ରାଜ୍ୟ ସରକାର

ଭୁବନେଶ୍ୱର: କଲେଜ ଗୁଡିକରେ ୭୫ ପ୍ରତିଶତରୁ କମ୍ ଉପସ୍ଥାନ ଥିବା ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା କକ୍ଷରେ ପ୍ରବେଶର ଅନୁମତି ନଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସମସ୍ତ ସରକାରୀ ତଥା ବେସରକାରୀ କଲେଜ ଗୁଡିକର ଅଧ୍ୟକ୍ଷଙ୍କୁ ସୂଚନା ଦେଇ ଉଚ୍ଚା ଶିକ୍ଷା ସଚିବ ଶାଶ୍ୱତ ମିଶ୍ର…

ରହସ୍ୟମୟ ନାଗ ମନ୍ଦିର, ଯେଉଁଠି ସହସ୍ରାଧିକ ସର୍ପ ପାଆନ୍ତି ପୂଜା !

ଭୁବନେଶ୍ୱର: ଭାରତୀୟ ପରମ୍ପରାରେ ଅନେକ ଦେବା ଦେବୀଙ୍କ ସମେତ ସେମାନଙ୍କ ବାହନକୁ ମଧ୍ୟ ସମ୍ମାନର ସହିତ ପୂଜାର୍ଚ୍ଚନା କରାଯାଇଥାଏ । ଭାରତୀୟ ଦେବାଦେବୀଙ୍କ ସମେତ ଅନେକ ପଶୁ, ପକ୍ଷୀ, ବୃକ୍ଷରାଜି ତଥା ସରୀସୃପଙ୍କୁ ମଧ୍ୟ ଭାରତର କେତେକ ସ୍ଥାନରେ ଉପାସନା କରାଯିବାର ପୂରାତନ ବିଧି ରହିଛି ।…

ଟ୍ରାଫିକ ନିୟମ ଭାଙ୍ଗି ୬ ହଜାର ଟଙ୍କା ତଣ୍ଡ ଗଣିଲେ ନାବାଳକ

କଟକ: ନୂଆ ମୋଟର ଯାନ ଆଇନ ୨୦୧୯ ଆଧାରରେ ଆଜିଠାରୁ ପୁଣିଥରେ ଟ୍ରାଫିକ ନିୟମ କଡାକଡି ଭାବେ ପାଳନ ହେଉଛି । ତେବେ କଟକ ସହରରେ ରବିବାର ଅପରାହ୍ନ ସୁଦ୍ଧା ବିନା ହେଲମେଟରେ ଗାଡି ଚଳାଉଥିବା ପାଖାପାଖି ୪୦ ଜଣଙ୍କର ଚାଲାଣ କଟାଯାଇଥିବା ସୂଚନା ମିଳିଛି । ତେବେ ଏମାନଙ୍କ ମଧ୍ୟରୁ ଜଣେ ନାବାଳକ…

ମୟୁରଭଞ୍ଜରେ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା: ଅଭିଯୁକ୍ତ ଅଟକ

ବାରିପଦା: ବାରିପଦାରେ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ଅଧ୍ୟାପିକା ପରବର୍ତ୍ତୀ ସମୟରେ ଆତ୍ମହତ୍ୟା କରିବା ଘଟଣାରେ ରବିବାର ଦିନ ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଅଟକ ରଖିଛି। ପୋଲିସର ସୂଚନାନୁଯାୟୀ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର କଲେଜର ଛାତ୍ରାବାସରେ ରହୁଥିବା ରୁକ୍ମଣୀ ମୁଣ୍ଡା…