Latest Odisha News

BREAKING NEWS

ବନ୍ଧୁକମୁନରେ ୮୪ ହଜାର ଟଙ୍କା ଲୁଟ କରି ଧରାପଡ଼ିଲେ ୩ ଲୁଟେରା

ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ରାସ୍ତାରେ ୩ ଦୁର୍ବୃତ୍ତ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ । ଏହି ଲୁଟେରାମାନଙ୍କୁ କୁଜଙ୍ଗ ପୋଲିସ ଶନିବାର ଦିନ ଧରିବାକୁ ସକ୍ଷମ ହୋଇଛି । ମିଳିଥିବା…

ଫେସବୁକ ଲଞ୍ଚ କଲା ‘ହ୍ବେଲ୍’ ଆପ୍ସ, ସହଜରେ ତିଆରି କରିପାରିବେ ମେମେସ୍

ଭୁବନେଶ୍ୱର : ବିଶ୍ୱର ସବୁଠୁ ଲୋକପ୍ରିୟ ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ ଲଞ୍ଚ କରିଛି ନୂଆ ଆପ୍ସ | ଏହି ଆପ୍ସ ଫେସବୁକ ଓ 'ନିୟୁ ପ୍ରଡ଼କ୍ଟ ଏକ୍ସପେରିମେଂଟ (ଏନ.ପି.ଆଇ)' ଟିମ୍ ମିଳିତ ଭାବେ ତିଆରି କରିଛନ୍ତି | ସୋସିଆଲ ମିଡ଼ିଆ ଫେସବୁକରେ ବିଭିନ୍ନ ବିଷୟକୁ ନେଇ ମେମେସ ତିଆରିକରିବା…

ମହଙ୍ଗା ପଡ଼ିଲା ଇନଭର୍ଟର୍ କମ୍ପାନୀଙ୍କ ସହ ସଉଦା; ଲାଞ୍ଚନେବା ଅଭିଯୋଗରେ ୬ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ୱର: ନିକଟରେ ଏକ ସମାଚାର ଏଜେନ୍ସି ଦ୍ୱାରା କରାଯାଇଥିବା ଷ୍ଟ୍ରିଙ୍ଗ ଅପରେସନ୍ ପରେ ଓଡିଶା ସରକାର ୨ଟି ବିଦ୍ୟୁତ୍ ବିତରଣ କମ୍ପାନୀ (ଡିସକୋମ୍)ର ୬ଜଣ କନିଷ୍ଠ ଇଞ୍ଜିନିୟର (ଜେଇ)ଙ୍କୁ ନିଲମ୍ବିତ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ପଇସା ନେଇ ଅବୈଧ ଭାବେ ବିଦ୍ୟୁତ୍ କାଟ୍…

ସୁପ୍ରିୟାଙ୍କ ୱାଟସଆପ୍ ଷ୍ଟାଟସକୁ ନେଇ ଚର୍ଚ୍ଚା; ମହାରାଷ୍ଟ୍ର ରାଜନୀତିରେ ପରିବାର ଓ ଦଳରେ ଫାଟ !

ମୁମ୍ବାଇ: ରାତି ପାହିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ହୋଇଥାଆନ୍ତେ ମୁଖ୍ୟମନ୍ତ୍ରୀ, ମାତ୍ର ସକାଳେ ସବୁ ଓଲଟପାଲଟ ହୋଇଗଲା । ମହାରାଷ୍ଟ୍ର ଶାସନଗାଦିକୁ ନେଇ ରାତିଅଧରେ ଶିବସେନା-ଏନସିପି ଓ କଂଗ୍ରେସ ମଧ୍ୟରେ ହୋଇଥିବା ମନ୍ତ୍ରଣା ଏକରକମ ଅକାମି ହୋଇ ଓଲଟା ଫଳାଫଳ ଦେଖିବାକୁ ମିଳିଲା । ଏହି…

କଲ୍ ଦର ବଢିବା ପୂର୍ବରୁ କରିନିଅନ୍ତୁ ଏହିସବୁ କାମ…

ଭୁବନେଶ୍ୱର: ଶସ୍ତା ଦରରେ ପ୍ରିପେଡ ଓ ପୋଷ୍ଟପେଡ ପ୍ଲାନରେ ପ୍ରତିଯୋଗିତା ପାଇଁ ଭାରତୀୟ ଟେଲିକମ୍ ବଜାର ବହୁତ କ୍ଷତି ସହିବାକୁ ପଡୁଛି । ଏହି କ୍ଷତିକୁ ଭରଣା ପାଇଁ ନିକଟରେ ଜିଓ, ଭୋଡାଫୋନ-ଆଇଡିଆ ଓ ବିଏସଏନଲ ଭଳି ବଡ଼ବଡ଼ ଟେଲିକମ୍ କମ୍ପାନୀ ଆସନ୍ତା ଏକ ଡିସେମ୍ବରରୁ ନିଜର ସବୁ ପ୍ଲାନର ଦର…

ମା’ ଓ ଝିଅଙ୍କ ଉପରେ ମାଡିଗଲା ଏକ୍ସପ୍ରେସ୍ ଟ୍ରେନ୍, ଦୁହେଁ ମୃତ

ଯାଜପୁର: ଯାଜପୁର ରୋଡ଼ ରେଳ ଷ୍ଟେସନ ନିକଟରେ ଶନିବାର ଦିନ ହାୱଡା-ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଧକ୍କାରେ ୨ଜଣଙ୍କର ମୃତ୍ୟୁ ଘଟିଛି । ଉଭୟ ମୃତକ ମାଆ ଓ ଝିଅ ହୋଇଥିବା ବେଳେ ତାଙ୍କ ଘର କୋରାଇ ଥାନା ଚାନ୍ଦମା ଅଞ୍ଚଳରେ ବୋଲି ସୁତ୍ରରୁ ପ୍ରକାଶ । ପ୍ରାପ୍ତ ସୂଚନାନୁଯାୟୀ ମା’ ଓ ଝିଅ ଦୁହେଁ…

ଏବେ ଶୁଳ୍କ ଦେବେ ରାଜଧାନୀର ସିନେମା ହଲ୍ ଓ କେବୁଲ୍ ଅପରେଟର୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସହରର ୯ଟି ସିନେମା ହଲ୍ ଓ ୬ଟି କେବୁଲ୍ ଅପରେଟର୍ ମାନଙ୍କୁ ଶୁଲ୍କ ପଇଠ କରିବାକୁ ନୋଟିସ୍ ଜାରି କରାଯାଇଛି । ଜାରି ନୋଟିସ୍ ଅନୁଯାୟୀ, ବିଏମସିର ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ ସିନେମା ହଲର ମାଲିକମାନେ ବିଭିନ୍ନ…

ମାତ୍ର ୧୭ ମିନିଟରେ ଚାର୍ଜ ହେବ ୪୦୦୦ ଏମଏଏଚ ବ୍ୟାଟେରୀ !

ଭୁବନେଶ୍ୱର: ପ୍ରମୁଖଃ ଚାଇନିଜ ମୋବାଇଲ କମ୍ପାନୀ ସାଓମି ଦାବିକରିଛି ଯେ ମାତ୍ର ୧୭ ମିନିଟରେ ଚାର୍ଜ ହେବ ୪୦୦୦ଏମଏଏଚ ବ୍ୟାଟେରୀ । କମ୍ପାନୀ ଆଣିବ ୧୦୦ ୱାଟ ଫାଷ୍ଟ ଚାରଜିଙ୍ଗ। ବର୍ତ୍ତମାନ ଏହା ବଜାରକୁ ଆସିନି, ଏହା ୨୦୨୦ ମଧ୍ୟ ସୁଦ୍ଧା ଆସିବାର ସମ୍ଭାବନା ଅଛି ବୋଲି ଗଣମାଧ୍ୟମରୁ ସୂଚନା…

ଦୁଗ୍ଧ ଚାଷୀ ପାଲଟିଛନ୍ତି ଏହି ଲୋକପ୍ରିୟ ଓଡ଼ିଆ ଅଭିନେତା

ଭୁବନେଶ୍ୱର: ଓଡ଼ିଶା ଅଭିନୟ ଜଗତର ଲୋକପ୍ରିୟ ଅଭିନେତା ଅଶୋକ ଦାସ ବର୍ତ୍ତମାନ କରୁଛନ୍ତି ଦୁଗ୍ଧ ବ୍ୟବସାୟ । ଉଭୟ ଛୋଟ ଇ ବଡ଼ ପରଦାରେ ନିଜ ଅଭିନୟଏ ଯାଦୁ ଦେଖାଇଥିବା ଅଶୋକ ବର୍ତ୍ତମାନ ଜଣେ ସଫଳ ଦୁଗ୍ଧ ଚାଷୀ। ପ୍ରତିଶୋଧ ଅପରାଧ ନୁହେଁ, ସନ୍ତାନ, ବ୍ୟାଚେଲର, ଏସିପି ସାଗରିକା ଏବଂ ମୀମାଂସା…

ବ୍ୟାଙ୍କ ଋଣ ଠକେଇ ମାମଲାରେ ଭୂଷଣ ଷ୍ଟିଲର ପୂର୍ବତନ ଚେୟାରମ୍ୟାନ ସଞ୍ଜୟ ସିଂହଲ ଗିରଫ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଓ ବ୍ୟାଙ୍କ ଋଣ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଦିନ ଭୂଷଣ ଷ୍ଟିଲ ଏଣ୍ଟ ପାୱାର ( ବିପିଏସଏଲ)ର ପୂର୍ବତନ ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମଡି) ସଞ୍ଜୟ ସିଂହଲଙ୍କୁ ଗିରଫ କରିଛି। ଘଟଣା ସହ ସମ୍ପୃକ୍ତି ନେଇ ଅନେକ…