ଜୁଲାଇ ୧ରୁ କାଉଣ୍ଟରରେ ମଦ ବିକ୍ରି
ଭୁବନେଶ୍ୱର: ଲାଇସେନ୍ସପ୍ରାପ୍ତ ଠିପି ବନ୍ଦ ଏବଂ ଖୋଲଖ ମଦ ଦୋକାନଗୁଡିକ ଜୁଲାଇ ୧ ରୁ କାଉଣ୍ଟରରେ ମଦ ବିକ୍ରି କରିପାରିବେ ବୋଲି ରାଜ୍ୟ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି।
ରାତିରେ ଭିଡ଼ ଏଡ଼ାଇବା ପାଇଁ ଦୋକାନଗୁଡ଼ିକ ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ଯାଏଁ ଖୋଲା ରହିବ ବୋଲି ଅବକାରୀ…