କଂଗ୍ରେସ ଛାଡିଲେ ରାଜକିଶୋର ବେହେରା
ଭୁବନେଶ୍ୱର: କଂଗ୍ରେସ ନେତା ରାଜକିଶୋର ବେହେରା ଗୁରୁବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି।
ଶ୍ରୀ ବେହେରା ନିଜ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।
“ମୋ ଇସ୍ତଫା ପତ୍ର ଗ୍ରହଣ କରନ୍ତୁ ବୋଲି ଉକ୍ତ ଚିଠିରେ ସେ…