ଶୁକ୍ର ଗ୍ରହରେ ଜୀବନର ସନ୍ଧାନ !
ୱାଶିଂଟନ: ମହାକାଶ ବିଜ୍ଞାନୀମାନେ ଚାଂଚଲ୍ୟକର ଖୁଲାସା କରିଛନ୍ତି । ଶୁକ୍ର ଗ୍ରହରେ ଜୀବନର ସନ୍ଧାନ ମିଳିଛି । ଏହାର କାରଣ ହେଲା ଶୁକ୍ରରେ ଫସଫିନ୍ ଗ୍ୟାସ ମିଳିବା । ଏହି ଗ୍ୟାସ ଜୀବନର ସତା ବାହକ କହିଲେ ଭୁଲ ହେବ ନାହିଁ । ପେଙ୍ଗଇନଙ୍କ ଶରୀରରେ ଫସଫିନ୍ ମିଳିଥାଏ । ତା ମାନେ ଶୁକ୍ରରେ କଣ…