Latest Odisha News

BREAKING NEWS

କଟକ କ୍ୟାନ୍‌ସର ହସ୍ପିଟାଲର ୨ ନର୍ସଙ୍କୁ କରୋନା

କଟକ: ରାଜ୍ୟରେ କରୋନା ତାର କାୟା ମେଲାଇବାରେ ଲାଗିଛି । କରୋନା ଯୋଦ୍ଧାଙ୍କୁ ହେଲାଣି କରୋନା । କଟକ ହରିହର କ୍ୟାନସର୍ ହସ୍ପିଟାଲର ୨ ନର୍ସ ପଜିଟିଜ ଚିହ୍ନଟ ହୋଇଛନ୍ତି । କ୍ୟାନସର ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ହସ୍ପିଟାଲର ୫୨ ଜଣ…

ଆଜି ରାତିରେ ଏସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ରାତିରେ ଓଡିଶାର ପ୍ରାୟ ୨୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ନବରଙ୍ଗପୁର,…

ଅନ୍ଧବିଶ୍ୱାସ: ସାପ କାମୁଡାରେ ଆହତ ମହିଳାଙ୍କ ଚାଲିଛି ପାଣି ଚିକିତ୍ସା

ନିଆଳି: ସପ କାମୁଡାରେ ଆହତ ମହିଳାଙ୍କ ଚାଲିଛି ପାଣି ଚିକିତ୍ସା । ମନ୍ଦିର କଡରେ ବସାଇ ତାଙ୍କ ଉପରେ ଢ଼ଳା ଯାଉଛି ଗରା ପରେ ଗରା ପାଣି। ୩ ଘଂଟାରେ ତାଙ୍କ ଉପରେ ହଜାରେ ଗରା ପାଣି ଢ଼ଳା ଯାଇଛି । କଟକ ଜିଲ୍ଲା ନିଆଳି ବ୍ଲକର ଗୁଣ୍ଡର ଗାଁର ଶାନ୍ତି ମହାନ୍ତି ନାମକ ଜଣେ ମହିଳା ମନ୍ଦିରକୁ…

ଛତୁ ବିକୁଥିବା ବେଳେ ମାଡିଗଲା ଗାଡି, ଭାଇ-ଭଉଣୀ ମୃତ, ୨ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା-ଅନୁଗୁଳ ରାସ୍ତାର କଙ୍କରେଇ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଛତୁ ବିକୁଥିବା ବେଳେ ସ୍କୋର୍ପିଓ ଚଢିଯିବା ଫଳରେ ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଶିଶୁ ଆହତ ହୋଇଥିବା ବେଳେ ଗାଡି ଚାଳକ ମଧ୍ୟ ଗୁରୁତର ହୋଇଛନ୍ତି । ସୂଚନା…

‘ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା, ହୋଇପାରେ ଗୋଷ୍ଠୀ ସଂକ୍ରମଣ’

ଭୁବନେଶ୍ୱର: ଦେଶ ଓ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଯେଉଁଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ଏଥିରୁ ଜଣାପଡୁଛି ଗୋଷ୍ଠୀ ସଂକ୍ରମଣ ହୋଇପାରେ। ତେଣୁ ପୂର୍ବଭଳି କଟକଣା ଜାରି ରହିବା ସହ ସପ୍ତାହକୁ ଦୁଇ ଦିନ ସଟ୍‌ଡାଉନ୍‌ କରାଯାଉ ବୋଲି କହିଛନ୍ତି…

ଗିଲଗିଟ-ବାଲ୍ଟିସ୍ତାନରେ ଅଗଷ୍ଟ ୧୮ରେ ପାକିସ୍ତାନ ନିର୍ବାଚନ କରିବ : ଭାରତର ବିରୋଧ

ନୂଆଦିଲ୍ଲୀ: ପାକିସ୍ତାନ ଭାରତ ବିରୋଧରେ ଷଡଯନ୍ତ୍ର କରୁଥିବା ଆଉ ଏକ ଘଟଣା ସମ୍ମୁଖକୁ ଆସିଛି । ୧୮ ଅଗଷ୍ଟରେ ଗିଲଗିଟ-ବାଲ୍ଟିସ୍ତାନରେ ପାକିସ୍ତାନ ନିର୍ବାଚନ କରିବା ପାଇଁ ଯୋଜନା କରୁଛି । ଯାହାକୁ ଭାରତ ପକ୍ଷରୁ କଡା ବିରୋଧ କରାଯାଇଛି । ପାକିସ୍ତାନ ସୁପ୍ରିମକୋର୍ଟର ଅନୁମତି ପାଇବା ପରେ…

ସୁସ୍ଥ ହେଲେ ଆଉ ୧୩୭ ସଂକ୍ରମିତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୩୭ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଆରୋଗ୍ୟ ଲାଭ କରିଥିବା ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୭୪୩ରେ ପହଁଚିଛି । 2 each from Boudh, Baragarh, Jharsuguda & Kendrapara 1 each from Angul, Balangir, Jagatsinghpur…

ସୁଶାନ୍ତ ସିଂ ରାଜପୁତଙ୍କ କେସ୍ : ୧୪ ଦିନରେ ପୋଲିସ କେତେ ବାଟ ଆଗେଇଛି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍ ସମାଧାନ କରିବା ସ୍ଥାନୀୟ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ମାଫିଆ, ବଂଶବାଦ, ରାଜନୀତି, ପକ୍ଷପାତିତା ସବୁ କିଛି ଏଥିରେ ସାମିଲ ହୋଇଛି । ଆସନ୍ତୁ ଜାଣିବା ୧୪ ଜୁନରୁ ଆଜି ପର୍ଯ୍ୟନ୍ତ ପୋଲିସ କେତେ ବାଟ ଆଗେଇଛି । ୧.ସୁଶାନ୍ତ ଆତ୍ମହତ୍ୟା…

ବ୍ରହ୍ମପୁରରେ ସ୍ଥିତି ସାଂଘାତିକ: ୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ବ୍ରହ୍ମପୁର: ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବ୍ରହ୍ମପୁରରେ ସର୍ବାଧିକ କରୋନାରେ ଆକ୍ରାନ୍ତ ହୋଇଛି । ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରରେ ୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ । ଗତ କିଛି ଦିନ…

ରାହୁଲ ଗାନ୍ଧୀ ହୀନ ରାଜନୀତି କରୁଛନ୍ତି: ଶାହା

ନୂଆଦିଲ୍ଲୀ: ଭାରତ-ଚୀନ୍ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଚୀନ୍ ପ୍ରସଙ୍ଗରେ ଯେଉଁ ମତ ରଖୁଛନ୍ତି ତାହା ହୀନ ରାଜନୀତି । ରାହୁଲଙ୍କୁ ଯାହା କହିବାର ଅଛି ସେ ସଂସଦରେ କୁହନ୍ତୁ । ଦେଶର ଯବାନ ଏବେ ଚୀନ୍‌ର ସାମ୍ନା…