Latest Odisha News

BREAKING NEWS

ଗଞ୍ଜାମରେ ୪ ପୋଲିସ କର୍ମୀ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗଞ୍ଜାମରେ ୪ଜଣ ପୋଲିସ କର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ବ୍ରିଜେଶ କୁମାର । ସେମାନେ ସମସ୍ତେ ଚିକିତ୍ସିତ ହେଉଥିବା ବେଳେ ଏସପି ଆକ୍ରାନ୍ତ…

ରାଜ୍ୟର ୧୫ ଜିଲ୍ଲାରେ ଝଡବର୍ଷା ଆଶଙ୍କା: ପାଣିପାଗ ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ରାୟଗଡା, ଗଞ୍ଜାମ, ଗଜପତି, କୋରାପୁଟ, କଳାହାଣ୍ଡି,…

୪ର୍ଥ ପର୍ଯ୍ୟାୟ ସାପ୍ତାହିକ ସଟଡାଉନର ଦ୍ବିତୀୟ ଦିନ: ରାସ୍ତାଘାଟ ଶୂନଶାନ

ଯାଜପୁର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅନ୍ୟ ୧୦ଟି ଜିଲ୍ଲା ସମେତ ଯାଜପୁର ଜିଲ୍ଲାରେ ମଧ୍ୟ ସାପ୍ତାହିକ ସଟଡାଉନ୍ କଟକଣା ଲାଗୁ ହୋଇଛି। ଆଜି ୪ର୍ଥ ପର୍ଯ୍ୟାୟ ସାପ୍ତାହିକ ସଟଡାଉନ୍ କଟକଣାର ଦ୍ବିତୀୟ ଦିନ । ତେବେ ଏହି ସଟଡାଉନ୍ କଟକଣା ଯୋଗୁଁ ଜିଲ୍ଲାର ସମସ୍ତ ୧୦ ଟି ବ୍ଲକ୍ ଓ ୨ଟି…

ରାଉରକେଲାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ରବିବାର ଦିନ ୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

ଭୁବନେଶ୍ୱରରେ ପହଞ୍ଚିଲା ଓଡିଆ ପ୍ରବାସୀଙ୍କୁ ଧରି କୁଏତରୁ ଆସୁଥିବା ବିମାନ

ଭୁବନେଶ୍ୱର: ଓଡିଆ ପ୍ରବାସୀଙ୍କୁ ଧରି କୁଏତରୁ ଆସୁଥିବା ଜଜିରା ଏୟାରୱେଜ୍ ଜେ ୯୧୫୬୫, ୧୬୨ ବିମାନ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛି। ସୂଚନାନୁସାରେ, ଏହା ହେଉଛି କୁଏତରୁ ଆସିଥିବା ଦ୍ୱିତୀୟ ବିମାନ, ଯାହା ସେଠାରେ ଥିବା ପ୍ରବାସୀ ଓଡିଆଙ୍କୁ ଆଣି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

ରାଜ୍ୟରେ ଆଉ ୩ କରୋନା ରୋଗୀଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୨୧ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୩ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗଞ୍ଜାମ…

ଓଡିଶାର ୨୩ ଜିଲ୍ଲାରୁ ନୂଆ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୬୪ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୬୧୪ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ମାନିଲେ କେଜରିଓ୍ୱାଲ: କମ୍ ବେଡ୍ ଯୋଗୁ ଦିଲ୍ଲୀରେ ବଢିଲା କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା କେସ ଓ ମୃତ୍ୟୁ ସଂଖ୍ୟା ବଢୁଛି । କରୋନା ସଂକ୍ରମିତଙ୍କ ପାଇଁ ହସ୍ପିଟାଲରେ ପର୍ଯ୍ୟାପ୍ତ ବେଡ୍ ନଥିବାରୁ ବଢ଼ିଲା ମୃତ୍ୟୁ ସଂଖ୍ୟା । ଏକଥାକୁ ସ୍ୱୀକାର କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ । ସେ କହିଛନ୍ତି, ଜୁନ୍ ପ୍ରଥମ ସପ୍ତାହରେ…

କରୋନା ପଜିଟିଭ ଚିହ୍ନଟ ହେଲେ ଆଇଆଇସି: କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଥାନା

ଆଠଗଡ଼: କରୋନା ପଜିଟିଭ ଚିହ୍ନଟ ହେଲେ ଥାନା ଅଧିକାରୀ । କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଥାନା ପରିସର । ମିଳିଥିବା ସୂଚନା ଅନୁସାରେ,କରୋନା ପଜିଟିଭ ଚିହ୍ନଟ ହେଲେ ବଡ଼ମ୍ବା ଥାନା ଆଇଆଇସି । ଏହାପରେ ଥାନା ପରିସରକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି।ଥାନା ଆଇଆଇସି ପଜିଟିଭ ଚିହ୍ନଟ…

ସୂର୍ଯ୍ୟ ଦେବତାଙ୍କୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ !

ଭୁବନେଶ୍ୱର: ସୂର୍ଯ୍ୟ ଦେବତା ହେଉଛନ୍ତି ସକଳ ଶକ୍ତିର ଆଧାର । ହିନ୍ଦୁଶାସ୍ତ୍ରାନୁସାରେ ପ୍ରାତଃକାଳରେ ଗାଧୋଇସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସାରା ଦିନଟି ଆପଣଙ୍କ ଭଲରେ କଟିବା ସହିତ ସକରାତ୍ମକ ଶକ୍ତି ଆପଣଙ୍କ ଶରୀରରେ ଭରିଯାଇଥାଏ । ଜାଣନ୍ତୁ, କିପରି ହୋଇଛି ସୂର୍ଯ୍ୟ ଦେବତାଙ୍କ…