Latest Odisha News

BREAKING NEWS

ସଡ଼କ ଦୁର୍ଘଟଣାରେ ଦେଶର ଦ୍ଵିତୀୟ ସ୍ଥାନରେ ଓଡିଶା: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ବିଗତ ୪ ବର୍ଷ ମଧ୍ୟରେ ଓଡ଼ିଶାରେ ପ୍ରାୟ ୧୮,୬୮୩ ଜଣ ବ୍ୟକ୍ତି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡିଶା ବିଧାନସଭାରେ ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିଜେପି ନେତା ମୋହନ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହା…

ପ୍ରଜନନ ଲାଗି ଓଡ଼ିଶା ଉପକୂଳରେ ପହଞ୍ଚିଲେ ଅଲିଭ୍ ରିଡ଼ଲେ କଇଁଛ !

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ କୂଳରେ ଏବର୍ଷ ପ୍ରଜନନ ଲାଗି ଅଲିଭ୍ ରିଡ଼ଲେ କଇଁଛ ଆସିବା ଆରମ୍ଭ କରିଛନ୍ତି । ଭାରତୀୟ ଉପକୂଳରେ ଯେଉଁସବୁ ସ୍ଥାନମାନଙ୍କରେ ଏହି ବିରଳ ପ୍ରଜାତିର କଇଁଛ ପ୍ରଜନନ କରିଥାଆନ୍ତି ସେଥିମଧ୍ୟରୁ ଗଞ୍ଜାମର ଋଷିକୂଲ୍ୟା ନଦୀ ଉପକୂଳକୁ ସବୁଠୁ ବେଶି…

ଶ୍ରୀମନ୍ଦିର ମଧ୍ୟରେ ଅସୁସ୍ଥ ହୋଇପଡିଥିବା ଭକ୍ତଙ୍କ ମୃତ୍ୟୁ

ପୁରୀ: ଶ୍ରୀମନ୍ଦିର ପରିସରରେ ଗୁରୁବାର ଦିନ ସକାଳେ ଅସୁସ୍ଥ ହୋଇପଡିଥିବା ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ମୃତକ ଜଣଙ୍କ ହେଉଛନ୍ତି ଅନୁରାତ ସିଂହ (୬୭) । ମଧ୍ୟପ୍ରଦେଶରୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଅନୁରାତ ନିଜ ପରିବାର ଲୋକଙ୍କ ସହ ପୁରୀ…

ଡିସେମ୍ବର ୧ରୁ ଗାଡି ପାଇଁ ଫାସଟ୍ୟାଗ୍ ବାଧ୍ୟତାମୂଳକ; ଜାଣନ୍ତୁ କ’ଣ ଏହି ଫାସଟ୍ୟାଗ୍

ସାରା ଦେଶରେ ଆସନ୍ତା ଡିସେମ୍ବର ୧ ତାରିଖ ଠାରୁ ସମସ୍ତ ମୋଟର ଯାନ ଲାଗି ଫାସଟ୍ୟାଗକୁ ବାଧ୍ୟତାମଳୂକ କରାଯାଉଛି । ଏହି ଫାସଟ୍ୟାଗ ଯୋଗୁଁ ଟୋଲ ଦେୟ ଶୀଘ୍ର ଓ ବ୍ୟବସ୍ଥିତ ଢଙ୍ଗରେ ହୋଇପାରିବ । ପୂର୍ବରୁ ଟୋଲ୍ ଦେୟ ପାଇଁ ଗାଡିଗୁଡିକୁ ଘଣ୍ଟାଘଣ୍ଟା ଧରି ଲାଇନରେ ଠିଆ ହେବାକୁ ପଡୁଥିଲା କିନ୍ତୁ…

ଏନସିପି ଓ ଶିବସେନା ସହ ମିଶି ମହାରାଷ୍ଟ୍ରରେ ସରକାର ଗଢିବାକୁ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ମହାରାଷ୍ଟ୍ରରେ ଚାଲିଥିବା ରାଜନୀତି ସମିକରଣର ଅନ୍ତ ଘଟିଛି । ପରିଶେଷରେ ଶିବସେନା ଓ ଏନସିପି ସହ ମେଣ୍ଟକରି ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପାଇଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜର ସହମତି ପ୍ରଦାନ କରିଥିବା ସୂତ୍ରରୁ ପ୍ରକାଶ । ଗୁରୁବାର…

ବୋହୂକୁ ନିସ୍ତୁକ ମାଡ଼ ମାରି ଗିରଫ ହେଲେ ଶାଶୁ-ଶ୍ୱଶୁର ଓ ଦିଅର

ଯାଜପୁର: ଯାଜପୁର ଜିଲ୍ଲା ଅନ୍ତର୍ଗତ ତେଜପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବୋହୂକୁ ଗାଁ ଦାଣ୍ଡରେ ଘୋଷାରି ଘୋଷାରି ମାଡ଼ ମାରୁଥିବା ବେଳେ ଗ୍ରାମବାସୀମାନେ ଶାଶୁ, ଶ୍ୱଶୁର ସ ଦିଅରଙ୍କୁ ପୋଲିସ ଜିମାରେ ଦେଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ଯାଜପୁର ଜିଲ୍ଲା ପାଣିକୋଇଲି…

ଲତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଜଣାଇଲେ ମଧୁର ଭଣ୍ଡାରକର

ମୁମ୍ବାଇ: ଭାରତର ନାଇଟ ଆଞ୍ଜେଲ ଲତା ମଙ୍ଗେସ୍କରଙ୍କୁ ମୁମ୍ବାଇ ସ୍ଥିତ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭେଟିଛନ୍ତି ଚଳଚିତ୍ର ପ୍ରଯୋଜକ ମଧୁର ଭଣ୍ଡାରକର। View this post on Instagram …

ବାରମ୍ବାର ସବୁକଥା ଭୁଲିଯାଉଛନ୍ତି କି? ତେବେ ଆପଣାନ୍ତୁ ଏହି ୮ଟି ଉପାୟ…

ଭୁବନେଶ୍ୱର: ଦୈନନ୍ଦିନ ଜୀବନରେ ଯଦି ଆପଣ ବାରମ୍ବାର କୌଣସି କଥା ଭୁଲିଯାଉଛନ୍ତି, ତେବେ ଏହି ସମସ୍ୟା ସମାଧାନ ଲାଗି ଏହିସବୁ ଉପାୟ ଆପଣେଇ ନିଅନ୍ତୁ । ୧. ବ୍ୟାୟାମ: ବ୍ୟାୟାମ ସ୍ୱସ୍ଥ୍ୟପକ୍ଷେ ବହୁତ ହିତକର । ବ୍ୟାୟାମ କରିବା ସମୟରେ ଆମ କୋଶିକା ସବୁ ନିଜନିଜ ଭିତରେ ସମ୍ପର୍କ ଯୋଡିହୋଇଯାଏ ଓ…

ପାରାଦୀପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ଜଣଙ୍କର ଶୋଚନୀୟ ମୃତ୍ୟୁ

ପାରାଦୀପ: ପାରାଦୀପ ବନ୍ଦରାଞ୍ଚଳରେ ୨ଟି ଭିନ୍ନଭିନ୍ନ ସ୍ଥାନରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁବାର ଦିନ ଦୁଇ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଅଠରବାଙ୍କି ଟର୍ମିନାଲ ନିକଟରେ ଆଜି ସକାଳେ ଏକ ବାଇକ ଆରୋହୀଙ୍କୁ ପଛପଟରୁ ଏକ ଟ୍ରକ ଧକ୍କା…

ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଡିଜିପି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

କଟକ: ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୧୯୮୮ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ସତ୍ୟଜିତ ମହାନ୍ତି ଗୁରୁବାର ଦିନ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନବ ନିଯୁକ୍ତ ଡିଜିପି ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ସତ୍ୟଜିତ ମହାନ୍ତି ଏହି…