Latest Odisha News

BREAKING NEWS

୧୮ କରୋନା ଯୋଦ୍ଧାଙ୍କୁ ମିଶାଇ ଗଞ୍ଜାମରେ ୫୭ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ୫୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ।…

ଓଡିଶାରେ ଆଉ ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୧୦ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୯୬୨ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ଖୋଲିଲା ହୀରାକୁଦ ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଛି । ପାରମ୍ପରିକ ପୂଜାର୍ଚ୍ଚନା ପରେ ଗେଟ୍ ଖୋଲିଛି । ପ୍ରଥମେ ଖୋଲାଗଲା ଡ୍ୟାମର ୭ ନମ୍ବର ସ୍ଲୁଇସ୍ ଗେଟ୍ । ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ୬୧୮ ଫୁଟ ପାଣି ରହିଛି । ଡ୍ୟାମର ଜଳ ଧାରଣା କ୍ଷମତା ରହିଛି ୬୩୦…

ଅଧା ରାତିରେ ମିଜୋରାମରେ ଭୂକମ୍ପ

ମିଜୋରାମରେ ଲଗାତାର ଚତୁର୍ଥ ଦିନ ପାଇଁ ଭୂକମ୍ପ । ବୁଝବାର ରାତି ୧ଟା ୧୪ ମିନିଟରେ କମ୍ପନ ଅନୁଭୂତ ହୋଇଥିଲା । ମିଜୋରାମର ଚମ୍ଫାଇଠାରୁ ୨୧ କିଲୋମିଟର ଦକ୍ଷିଣରେ ଏହାର କେନ୍ଦ୍ରସ୍ଥଳ ଥିଲା । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୪ ଦଶମିକ ୫। ଏହାର ଦୁଇ ଘଣ୍ଟା ପରେ ନାଗାଲାଣ୍ଡରେ ବି ଝଟକା…

ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତା ଜୁନ ମାସ ୩୦ ତାରିଖ ସୁଦ୍ଧା ମାଟ୍ରିକ ପରୀକ୍ଷା ଖାତା ଦେଖା ଶେଷ ହେବ ଓ ଜୁଲାଇ ଶେଷ ସପ୍ତାହ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ । ଯେଉଁ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ବାକି ରହିଯାଇଥିବ ତାହାକୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କାର୍ଯ୍ୟାଳୟକୁ ଅଣାଯାଇ ଖାତା ଦେଖା ଶେଷ…

ଟି-ଟ୍ୱେଣ୍ଟି ବିଶ୍ୱକପ ନେଇ ଆଜି ହୋଇପାରେ ନିଷ୍ପତ୍ତି

ଚଳିତବର୍ଷ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଆୟୋଜନକୁ ନେଇ ନିଷ୍ପତ୍ତି ହୋଇ ନାହିଁ। ଆଜି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ଭାରତୀୟ ସମୟ ସାଢ଼େ ୩ଟାରେ ବସିବ ବୈଠକ । ଏଠାରେ ଚଳିତ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପକୁ ନେଇ ଆଲୋଚନା ସମ୍ଭାବନା ରହିଛି ।…

କରୋନା କବଳରେ ଭାରତ; ଗୋଟିଏ ଦିନରେ ସର୍ବାଧିକ ୧୬ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଗୁରୁବାର ଦିନ ଏହି ସଂଖ୍ୟା ୪,୭୩,୧୦୫କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଭିଡ଼ିଓ କନଫରେନସିଂ ଜରିଆରେ ପାରାଦୀପରେ ଉଦଘାଟିତ ହେବ ଇଣ୍ଡିଆନ ଅଏଲର ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର

ପାରାଦୀପ: ଆଜି ପାରାଦୀପରେ ଇଣ୍ଡିଆନ ଅଏଲ (ଆଇଓସିଏଲ)ର ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର ଉଦଘାଟିତ ହେବ । ୪୩ କୋଟି ଟଙ୍କାର ଏହି ପ୍ରକଳ୍ପକୁ ଭିଡ଼ିଓ କନଫରେନ୍ସ ଜରିଆରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପ୍ରକଳ୍ପ ଦେଶର ଷଷ୍ଠ…

ଭାରତ ବିରୋଧରେ ଆକ୍ରମଣ ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ପାକିସ୍ତାନ ଉପରେ ହମଲା ଷଡ଼ଯନ୍ତ୍ର କରୁଛି ଭାରତ । ଏକଥା କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମୁଦ କ୍ୟୁରେସୀ । ଜିୟୋ ପାକିସ୍ତାନ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ କ୍ୟୁରେସୀ କହିଛନ୍ତି, ଚୀନ୍ ସହ ସୀମା ବିବାଦ ଉପରୁ ଧ୍ୟାନ ହଟାଇବା ପାଇଁ ପାକିସ୍ତାନକୁ ଟାର୍ଗେଟ କରିଛି । ଭାରତ…

ଗୋଟିଏ ଦିନର ବ୍ରେକ ପରେ ପୁଣି ବଢ଼ିଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ମୂଲ୍ୟ

ନୂଆଦିଲ୍ଲୀ: ଲଗାତାର ବଢି ଚାଲିଥିବା ପେଟ୍ରୋଲ ଦରରେ ଗୋଟିଏ ଦିନର ବ୍ରେକ ପରେ ଆଜି ପୁଣି ଏହା ବୃଦ୍ଧି ପାଇଛି । ବୁଧବାର ପେଟ୍ରୋଲ ଦର ନବଢି କେବଳ ବୃଦ୍ଧି ପାଇଥିଲା ଡ଼ିଜେଲ ଦର । ମାତ୍ର ଆଜି ପୁନଃ ପେଟ୍ରୋଲ ୧୬ ପଇସା ଓ ଡିଜେଲ ୧୪ ପଇସା ବୃଦ୍ଧି ଘଟିଛି । ବର୍ଦ୍ଧିତ ଦର ଅନୁସାରେ…