ରଥଯାତ୍ରା: କୋଭିଡ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେବେ ଓଡିଶା ସରକାର
ଭୁବନେଶ୍ୱର: ପୁରୀ ରଥ ଯାତ୍ରା ଏବଂ ଶ୍ରୀଜୀଉମାନଙ୍କର ପହଣ୍ଡିରୁ ଗୁଣ୍ଡିଚା ମନ୍ଦିର ମଧ୍ୟରେ ଯଦି କୌଣସି କର୍ମଚାରୀ କର୍ତ୍ତବ୍ୟରେ ଅବହେଳା କରନ୍ତି, ତାହେଲେ ଓଡ଼ିଶା ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ଗତ ମଙ୍ଗଳବାର ଦିନ ରଥ ଯାତ୍ରା ଏବଂ ଶ୍ରୀଜୀଉଙ୍କ ପହଣ୍ଡି…