Latest Odisha News

BREAKING NEWS

ଟ୍ରେନରୁ ଖସିପଡି ଓଡ଼ିଆ ଟେଲି ଅଭିନେତା ପ୍ରେମାନନ୍ଦଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡିଆ ଟେଲି ଜଗତର ଜଣାଶୁଣା ଅଭିନେତା ତଥା ଭେଟେରାନ୍ ଆକ୍ଟର ପ୍ରେମାନନ୍ଦ ବାରିକଙ୍କ ଶନିବାର ଦିନ ଦେହାନ୍ତ ଘଟିଛି । ସେ ଟ୍ରେନ୍ ଚଢୁଥିବା ବେଳେ ଦୁର୍ଭାଗ୍ୟବଶତଃ ଖସି ପଡିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ ବାରିକ…

ଓଡ଼ିଆ ସଂସ୍କୃତିରେ ଗୁଆ…

ଭୁବନେଶ୍ୱର: ଗୁଆ ବା ସୁପାରୀ ବିନା ପାନର କୌଣସି ମଜା ନାହିଁ । ଏହା ଦକ୍ଷିଣ-ପୂର୍ବ ଏସିଆରୁ ଓଡ଼ିଶାକୁ ଆମଦାନୀ ହୋଇଥାଏ। ସେସବୁ ଦେଶରେ ଗୁଆର ଅନେକ ଲୋକପ୍ରିୟତା ରହିଛି । ଦକ୍ଷିଣ-ପୂର୍ବର ଗ୍ରାମୀଣ ଅଞ୍ଚଳରେ ଲୋକେ ପାନ ଓ ଗୁଆର ବ୍ୟବହାରରେ ଅଭ୍ୟସ୍ଥ ହୋଇ ଗଲେଣି। ଓଡ଼ିଶାରେ କୌଣସି…

ଜିନ୍ଦଲ ଅଧିକାରୀ ସଞ୍ଜୟ କୁମାରଙ୍କୁ ମିଳିଲା ଶ୍ରେଷ୍ଠ ଲୋକସମ୍ପର୍କ ଅଧିକାରୀ ସମ୍ମାନ

ଭୁବନେଶ୍ବର: 'ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ' ସଞ୍ଜୟ କୁମାର ସାହୁଙ୍କୁ କର୍ପୋରେଟ ଯୋଗାଯୋଗ ଓ ଗଣମାଧ୍ୟମ ସମ୍ପର୍କ କ୍ଷେତ୍ରରେ ତାଙ୍କ ଯୋଗଦାନ ପାଇଁ ୨୦୧୯ ବର୍ଷର ଶ୍ରେଷ୍ଠ ଲୋକସମ୍ପର୍କ ଅଧିକାରୀ ଭାବେ ସମ୍ମାନିତ କରିଛି । ଜାତୀୟ ପ୍ରେସ ଦିବସ ଅବସରରେ ଭୁବନେଶ୍ୱର ବୋର୍ଡ ଦ୍ଵାରା…

ପାଲା ଗାୟନର ପ୍ରଚଣ୍ଡ ପ୍ରତିଭାଧର ସୁଦର୍ଶନ ମହାପାତ୍ର…

ଭୁବନେଶ୍ୱର: ପାଲାର ମୌଳିକତା ରକ୍ଷା କରିବା ସହ ସଂସ୍କୃତ ଏବଂ ଓଡିଆ ସାହିତ୍ୟକୁ ଲୋକଙ୍କ ନିକଟରେ ପରିବେଷଣ କରିବାରେ ଜଣେ ଧୁରୀଣ ଗାୟକ ସୁଦର୍ଶନ ମହାପାତ୍ର । ପାଲାରେ ଶ୍ରୀ ଜୟଦେବଙ୍କ ଗୀତ ଗୋବିନ୍ଦ ପରିବେଷଣ କରିବାରେ ସେ ସ୍ୱତନ୍ତ୍ର ପ୍ରତିଭାର ଅଧିକାରୀ । ୧୯୪୪ ମସିହା ନଭେମ୍ବର ୧୭…

କଟକରେ ଖୋଲିଲା ‘ବାର୍ବିକ୍ୟୁ ନେଶନ’ର ପ୍ରଥମ ଆଉଟଲେଟ୍

କଟକ: ଭାରତର ଅଗ୍ରଣୀ ରେସ୍ତୋରାଁ ଚେନ୍ ବାର୍ବିକ୍ୟୁ ନେଶନ ଓଡ଼ିଶାର କଟକରେ ନିଜର ପ୍ରଥମ ଆଉଟଲେଟ୍ ଖୋଲାଯାଇଥିବା ଘୋଷଣା କରିଛି । ଦରଘାବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମାର୍ଗ ପରିସରରେ ୪,୨୫୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଏହି ନୂତନ ଗ୍ରାଣ୍ଡ ଆଉଟ୍ଲେଟ୍ ରହିଛି । ଏହି ନୂଆ ଆଉଟ୍ଲେଟ୍…

ବାଲିଯାତ୍ରା ମଞ୍ଚରେ ଆଜି ଧମାକା କରିବେ ସୋନା ମହାପାତ୍ର; ନିଜ ସହ ଗାଇବାକୁ ଏହିମାନଙ୍କୁ ଦେଲେ ନିମନ୍ତ୍ରଣ

କଟକ: ଐତିହାସିକ କଟକ ବାଲିଯାତ୍ରା ତଥା ଏସିଆର ସବୁଠୁ ବଡ଼ ବାଣିଜ୍ୟ ମେଳାର ମଞ୍ଚରେ ରବିବାର ଦିନ ପ୍ରଦର୍ଶନ କରିବାକୁ ଯାଉଛନ୍ତି କଣ୍ଠଶିଳ୍ପୀ ସୋନା ମହାପାତ୍ର । ଓଡିଆ ଝିଅ ସୋନା ଏକ ଫେସବୁକ ପୋଷ୍ଟ ଜରିଆରେ ଦୁଆ ଲିପି ଓ କାଟି ପେର୍ରୀଙ୍କୁ ଏହି ଐତିହାସିକ ମଞ୍ଚରେ ପ୍ରଦର୍ଶନ କରିବାକୁ…

ଦିଲ୍ଲୀ ହେଉଛି ବିଶ୍ୱର ସବୁଠୁ ପ୍ରଦୂଷିତ ସହର

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ପ୍ରଦୂଷିତ ସହର ଭାବେ ଦିଲ୍ଲୀ ରହିଥିବା ନେଇ ଏକ ରିପୋର୍ଟରୁ ଜଣାପଡିଛି । ଶୁକ୍ରବାର ଅପରାହ୍ନ ସୁଦ୍ଧା ଏହାର ପ୍ରଦୂଷଣ ସ୍ତର ତଥା ଏୟାର୍ କ୍ୱାଲିଟି ଇଣ୍ଡେକ୍ସ୍ ୫୫୨ (ଏକ୍ୟୁଆଇ) ରେକର୍ଡ କରାଯାଇଥିଲା । ସିଷ୍ଟମ୍ ଅଫ୍ ଏୟାର୍ କ୍ୱାଲିଟି ଆଣ୍ଡ୍ ୱେଦର…

ମାର୍ଚ୍ଚରେ ବିକ୍ରି ହେବ ‘ବିପିସିଏଲ’ ଓ ‘ଏୟାର ଇଣ୍ଡିଆ’: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏୟାର ଇଣ୍ଡିଆ ଓ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ବିକ୍ରି ହେବା ନେଇ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ । ଆର୍ଥିକ କ୍ଷତିରୁ ମୁକୁଳିବା ପାଇଁ ସରକାର ଏୟାର…

ଗଙ୍ଗା ସୁରକ୍ଷା ପାଇଁ ନୂଆ ଆଇନ; ପ୍ରଦୂଷଣ କଲେ ୫ ବର୍ଷ ଜେଲ ସହ ୫୦ କୋଟି ଟଙ୍କା ଜୋରିମାନା !

ନୂଆଦିଲ୍ଲୀ: ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବାକୁ ଜଳ ଶକ୍ତି ମନ୍ତ୍ରଣାଳୟ ଏକ ବିଲ ପ୍ରସ୍ତୁତ କରିଛି । ଏହାକୁ କ୍ୟାବିନେଟ ମଞ୍ଜୁରୀ ପାଇଁ ପଠାଇ ଦିଆ ଯାଇଛି । ଏହି ବିଲ ପାସ ହେଲେ ଗଙ୍ଗା ପ୍ରଦୂଷଣ କରୁଥିବା ଲୋକମାନଙ୍କୁ ୫ ବର୍ଷ ଜେଲଦଣ୍ଡ ଏବଂ ୫୦ କୋଟି ଟଙ୍କାର ଜରିମାନା ବ୍ୟବସ୍ଥା ରହିଥିବା…

ରାଉରକେଲାରେ କୁକୁର ଆତଙ୍କ, ୩୦ରୁ ଅଧିକ ଆହତ

ରାଉରକେଲା: ରାଉରକେଲାର ଡେଲି ମାର୍କେଟ୍ ଅଞ୍ଚଳରେ ଏକ ପାଗଳ କୁକୁର ଆତଙ୍କ ଖେଳାଇଥିବା ନେଇ ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନାନୁଯାୟୀ ଏହି ଅଞ୍ଚଳରେ ଗତକାଲି ଏକ ବୁଲା କୁକୁର କିଛି ବ୍ୟକ୍ତିଙ୍କୁ ଅଚାନକ କାମୁଡି ପକାଇଥିଲା । ପରବର୍ତ୍ତୀ ସମୟରେ ନିକଟରେ ଥିବା କଲୋନୀ ମଧ୍ୟରେ ପ୍ରବେଶ…