Latest Odisha News

BREAKING NEWS

କାଲି ଖୋଲିବ ହୀରାକୁଦର ଗେଟ୍‌, ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆସନ୍ତାକାଲି ଦିନ ୧୦ଟାରେ ହୀରାକୁଦରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ଡ୍ୟାମକୁ ଜଳ ପ୍ରବେଶ ପାଇଁ ଆଗୁଆ ଗେଟ୍ ଖୋଲାଯାଉଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଜଳଭଣ୍ଡାରରେ ୬୧୬.୫୦ ଫୁଟ ପାଣି ରହିଛି । ପାଣିପାଗ…

ରଥ ଗଡିଲା, ମୌନବ୍ରତ ଭାଙ୍ଗିଲେ

ପୁରୀ: ପୁରୀର ସୁବାସ ଚନ୍ଦ୍ର ସାମନ୍ତରାୟ ଶ୍ରୀଜଗନ୍ନାଥ ମହାପ୍ରଭୂଙ୍କ ଉପରେ ତାଙ୍କ ଅତୁଟ ବିଶ୍ୱାସ ରହଛି । ଭାବରେ ବନ୍ଧା ଠାକୁରେ ତାଙ୍କ ବିଶ୍ୱାସ ରଖିଲେ । ତାଙ୍କ ଭକ୍ତିକୁ ଲୋକହସା କଲେ ନାହିଁ । ଟୁଲାନାଙ୍କୁ ଯିଏ ବି କହୁଥିଲେ ରଥଯାତ୍ରା ଏଥର ହେବନି ସେ ଘଂଟା ଘଂଟା ଧରି ଯୁକ୍ତି କରୁଥିଲେ…

କନ୍ଧମାଳର ‘ପ୍ରଥମ ଫ୍ଲାଇଂ ଅଫିସର୍‌’ ହେବାର ଗୌରବ ଅର୍ଜନ କଲେ ଏହି ଓଡ଼ିଆ ଝିଅ !

କନ୍ଧମାଳ: କନ୍ଧମାଳ ଜିଲ୍ଲାର ଦୂର୍ଗମ ତଥା ନିପଟ ମଫସଲ ଅଞ୍ଚଳରରେ ଏକ ଉଜ୍ଜ୍ୱଳ ତାରକା ସଦୃଶ ଜଣେ ଝିଅ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି । ସେ ହେଉଛନ୍ତି ଭାରତୀୟ ବାୟୂସେନା (ଆଇଏଏଫ) ର ଫ୍ଲାଇଂ ଅଫିସର୍ ସୁଶ୍ରୀ ସାଇ ପ୍ରଣୀତା ମହାନ୍ତି । ପିଲାଟି ବେଳୁ ଭଲ ପାଠ ପଢୁଥିଲେ ମଧ୍ୟ ପରିବାରରେ…

ଓଡ଼ିଶାରେ ଆରମ୍ଭ ହେବ କୋଭିଡ ଆଣ୍ଟିବଡି ଟେଷ୍ଟ

ଭୁବନେଶ୍ୱର: କୋଭିଡ-୧୯ ପାଇଁ ଆଣ୍ଟିବଡି ପରୀକ୍ଷା ଖୁବ୍ ଶୀଘ୍ର ଓଡିଶାରେ ଆରମ୍ଭ ହେବାକୁ ଯାଉଛି। ଗଣମାଧ୍ୟମକୁ ସୂଚନା ଦେଇ ବୁଧବାର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍)ର ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ଯେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର)…

ରଥଯାତ୍ରାରେ ସାମିଲ ସମସ୍ତ ସେବାୟତ ଓ ପୋଲିସ କର୍ମଚାରୀଙ୍କ ପୁଣି ହେବ କରୋନା ପରୀକ୍ଷା

ପୁରୀ: ରଥଯାତ୍ରାରେ ନିୟୋଜିତ ହୋଇଥିବା ସମସ୍ତ ସେବାୟତ ଓ ପୋଲିସ କର୍ମଚାରୀଙ୍କ କରୋନା ପରୀକ୍ଷା ହେବ । ପୁରୀ ସର୍କିଟ ହାଉସରେ ଉଚ୍ଚସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ଉପାଧ୍ୟକ୍ଷ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର । ପ୍ରାଥମିକ ପର୍ଯ୍ୟାୟରେ ୧୦୦୦…

ଭୁବନେଶ୍ବରରୁ ଆଉ ୨୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୨୨ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି। ଯାହାକୁ ମିଶାଇ ମୋଟ ସଂଖ୍ୟା ୨୨୦ ଛୁଇଁଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ୧୯ଟି ସ୍ଥାନୀୟ ମାମଲା ଏବଂ ୩ଟି ହୋମ୍ କ୍ବାରେନଣ୍ଟାଇନର ରହିଛି। ଏହାଛଡା ୧୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।…

ସିକନ୍ଦରାବାଦ-ହାୱଡା ସ୍ୱତନ୍ତ୍ର ଟ୍ରେନରେ ମହିଳାଙ୍କ ସନ୍ତାନ ପ୍ରସବ

ଭୁବନେଶ୍ୱର: ଖୋର୍ଦ୍ଧାଠାରେ ଏକ  ସ୍ୱତନ୍ତ୍ର ଟ୍ରେନରେ ଜଣେ ମହିଳା ବୁଧବାର ଦିନ ଏକ ସନ୍ତାନ ପ୍ରସବ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଏହି ମହିଳା ଜଣକ ହେଉଛନ୍ତି ସୈରା ଫତିମା (୩୨) । ସେ ୦୨୦୭୪ ସିକନ୍ଦରାବାଦ-ହାୱଡା ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରୁଥିବା ବେଳେ ତାଙ୍କର ପ୍ରସବ ବେଦନା…

ଜଗତସିଂହପୁରରେ ୧୧ ଲକ୍ଷଣ ବିହୀନ କରୋନା ରୋଗୀ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରୀତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପ୍ରଶାସନ ବୁଧବାର ଦିନ କରୋନା ରୋଗର କୌଣସି ଲକ୍ଷଣ ନଥିବା ୧୧ ଜଣ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରୀତ କରିଛନ୍ତି । ଅଧିକ ପଢନ୍ତୁ: କଟକରେ ଚିହ୍ନଟ ୪ ନୂଆ କରୋନା ପଜିଟିଭଙ୍କ ସମ୍ପର୍କରେ ଜାଣନ୍ତୁ ଗଣମାଧ୍ୟମକୁ ସୂଚନାଦେଇ ଜିଲ୍ଲାପାଳ…

୨୭ କରୋନା ପଜିଟିଭ ଚିହ୍ନଟ ପରେ ମଞ୍ଚେଶ୍ୱରର ବ୍ଲୁ ହ୍ୱିଲ ହସ୍ପିଟାଲ ସିଲ୍ କଲା ବିଏମ୍‌ସି

ଭୁବନେଶ୍ୱର : ସିଲ୍ ହେଲା ରାଜଧାନୀର ମଞ୍ଚେଶ୍ୱର ଅଂଚଳରେ ଥିବା ବ୍ଲୁ ହ୍ୱିଲ ହସ୍ପିଟାଲ । ସରକାରଙ୍କ କୋଭିଡ୧୯ ଗାଇଡଲାଇନ ଉଲ୍ଲଂଘନ କରିଥିବାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଏହାକୁ ସିଲ୍ କରାଯାଇଛି । Blue Wheel Hospital, Mancheswar has been sealed by BMC…

ଜନ୍ମବେଦୀରେ ଶ୍ରୀଜଗନ୍ନାଥ: ଜାଣନ୍ତୁ, ଶରଧାବାଲି ପଛରେ ଥିବା କିମ୍ବଦନ୍ତୀ…

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଶରଧାବାଲି ପୁରୀ ବଡ଼ଦାଣ୍ଡର ଅଂଶ ବିଶେଷ । ପୁରାତନ କାଳରେ ପୁରୀ ମାଳିନୀ ନଦୀକୁ ପୋତି ଗୁଣ୍ଡିଚା ମନ୍ଦିର ଏବଂ ଜଗନ୍ନାଥ ମନ୍ଦିରକୁ ଏକ ସିଧା ରାସ୍ତା ସଂଯୋଗ ସକାଶେ ବାଲି ପକାଇ…