ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ବାଂଲାଦେଶ ଧରାଶାୟୀ; ୧୫୦ ରନରେ ଅଲଆଉଟ୍
ଇନ୍ଦୋର: ଇନ୍ଦୋରସ୍ଥିତ ହୋଲକର୍ କ୍ରିକେଟ ଷ୍ଟାଡ଼ିୟମରେ ଆଜି ଆରମ୍ଭ ହୋଇଛି ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ । ଭାରତୀୟ ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ବାଂଲା ବାଘ ମାଟି କାମୁଡ଼ିଛନ୍ତି । ବାଂଲାଦେଶ ଟେଷ୍ଟର ୧ମ ଇନିଂସରେ ମାତ୍ର ୧୫୦ ରନରେ ଅଲଆଉଟ ହୋଇଯାଇଛି ।…